Monthly Archives

August 2024

ଆନନ୍ଦମୟ ଶିକ୍ଷା ଉପରେ ୱାଇ. ସି. ଡି. ଏ.ର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଇଦିନ ଧରି ଏକ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୱାଇ. ସି. ଡି. ଏ. ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଡି. ଆଇ. ଇ. ଟି. ବଲାଙ୍ଗିରର ମିଳିତ ଆନୁକୁଲ୍ୟରେ ଡି. ଆଇ. ଇ. ଟି. ପରିସରରେ ଆୟୋଜିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ବେଲପଡା ଓ ପୁଇଁନ୍ତଲା ବ୍ଲକର
Read More...

ବିକାଶ ଉଇସଡମ ପାର୍କ ପରିସରରେ ‘ସମ୍ବଲପୁରୀ ଦିନ୍’ ପାଳିତ

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : ସ୍ଥାନୀୟ ବିକାଶ ଉଇସଡମ ପାର୍କ ପରିସରରେ ଗୁରୁବାର 'ସମ୍ବଲପୁରୀ ଦିନ୍' ପାଳିତ ହୋଇଯାଇଛି । ଏହି ଉତ୍ସବରେ ଡ. ଅଜୟ କୁମାର ମିଶ୍ର ଅବସର ପ୍ରାପ୍ତ ଅଧ୍ୟକ୍ଷ ମହିଳା ମହାବିଦ୍ୟାଳୟ ଭବାନୀପାଟଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ମାନିତ
Read More...

ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକ

ବିଡ଼ିଓଙ୍କ ଗାଡିରୁ ବିପୁଳ ପରିମାଣ ଟଙ୍କା ଜବତ ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକ ଭବାନୀପାଟଣାରୁ ମିଟିଂ ସାରି ଗୋଲାମୁଣ୍ଡା ଫେରୁଥିବା ସମୟରେ କଳାହାଣ୍ଡି ଭିଜିଲାନ୍ସର ଏକ ଟିମ୍‌ କୌଣସି ସୂତ୍ରରୁ ଖବର ପାଇ
Read More...

ସୁଟିଂ ଏବଂ ସେବାରେ ଉତ୍କର୍ଷତାର ଏକ କାହାଣୀ

୫୦ ମିଟର ରାଇଫଲ ୩ ପୋଜିସନ ସୁଟିଂରେ ବ୍ରୋଞ୍ଜ ସହ ଇତିହାସ ରଚିଲେ ସ୍ୱପ୍ନିଲ କୁସାଲେ ନୂଆଦିଲ୍ଲୀ, (ପିଆଇବି) : ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ସରେ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ (ଥ୍ରୀପି) ପୁରୁଷ ବର୍ଗରେ ପଦକ ଜିତିବାରେ ସ୍ୱପ୍ନିଲ କୁସାଲେ ପ୍ରଥମ ଭାରତୀୟ ଶୁଟର ଭାବେ ଇତିହାସରେ ନିଜ
Read More...

ଗୁଜରାଟର ଚାନ୍ଦିପୁରା ପ୍ରକୋପ ସମ୍ପର୍କରେ ଅପଡେଟ୍

ଗୁଜୁରାଟରୁ ୧୪୦ ଜଣଙ୍କୁ ମିଶାଇ ୧୪୮ଟି ଏଇଏସ୍ ମାମଲା ସାମ୍ନାକୁ ଆସିଛି, ଯେଉଁଥିରୁ ୫୯ ଜଣଙ୍କ ମୃତ୍ୟୁ ଘଟିଛି । ଚାନ୍ଦିପୁରା ଭାଇରସରେ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି୧୯ ଜୁଲାଇ ୨୦୨୪ ପରଠାରୁ ଦୈନିକ ଏଇଏସ୍‌ର ନୂତନ ମାମଲା ଚିହ୍ନଟ ହ୍ରାସ ପାଇବାରେ ଲାଗିଛିଜନସ୍ୱାସ୍ଥ୍ୟ ପଦକ୍ଷେପ
Read More...

ସ୍ୱର୍ଗତ ଡ. ସଦାନନ୍ଦ ଅଗ୍ରୱାଲଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସ୍ମୃତିସଭା

ତରଭା, (କେପିଏନ୍‌ଏସ୍‌) : ଡ. ସଦାନନ୍ଦ ଅଗ୍ରୱାଲ ଓଡ଼ିଶାର ଜଣେ ସ୍ୱନାମଧନ୍ୟ ଲିପିତତ୍ତ୍ୱବିଦ, ମହିମାଧର୍ମର ଗବେଷକ, ଐତିହାସିକ ଥିବା ସହିତ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ସେ ଏହି ଅଂଚଳର ସାମାଜିକ, ସାଂସ୍କୃତିକ, ଧାର୍ମିକ ଅନୁଷ୍ଠାନ ଗୁଡିକର ଦିଗଦର୍ଶକ ଥିଲେ । ସେ ତାଙ୍କ
Read More...

ଘସିଏନ ହତ୍ୟା ଘଟଣାର ଆସାମୀ ଜଙ୍ଗଲରୁ ଗିରଫ

ପାଟଣାଗଡ଼, (ଅଶୋକ କୁମାର ବାଗ) : ଘସିଏନ ହତ୍ୟା ଘଟଣାର ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଗତ ୩୦ ତାରିଖ ଘସିଏନରେ ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲା ପଞ୍ଚି ମାଝୀ । ଘଟଣା ଘଟିବା ପରେ ଅଜୁ ତାଣ୍ଡିଙ୍କ ମୃତ୍ୟ ହୋଇଥିବା ବେଳେ ଉଜଲ ତାଣ୍ଡି ଗୁରୁତର ହୋଇ ବଲାଙ୍ଗିରରେ
Read More...

ହଳଦୀ ଗ୍ରାମରୁ ଜଣେ ବିବାହିତା ମହିଳା ଓ ଦୁଇ ସନ୍ତାନର ଜନନୀ ୩ ଦିନ ହେବ ୧ଭରି ସୁନା ଧରି ଘରୁ ଫେରାର

ଥାନାରେ ନିଖୋଜ ମାମଲା ରୁଜୁ, ପ୍ରେମ ସମ୍ପର୍କ ଚର୍ଚ୍ଚା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ହଳଦୀ ଗ୍ରାମର ଜଣେ ବିବାହିତା ମହିଳା ତଥା ୨ ସନ୍ତାନର ଜନନୀ ଗତ ୩ ଦିନ ହେବ ଘରୁ ସୁନା ୧ ଭରି ଧରି ଫେରାର ହୋଇଯାଇଥିବା ନେଇ ତାଙ୍କ
Read More...

ପଦ୍ମପୁର ଅନ୍ଵେଷା ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ ଘଟଣା

୧୨ ଘଣ୍ଟା ଧରି ଚାଲିଥିବା ଆନ୍ଦୋଳନ ହଟିଲାଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଅବହେଳାକୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଦାବି ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଅନ୍ଵେଷା ହଷ୍ଟେଲରେ ରହି ଘରୋଇ ସ୍କୁଲରେ ପାଠ ପଢ଼ୁଥିବା ନବମ ଶ୍ରେଣୀ ଛାତ୍ରଙ୍କ ହଷ୍ଟେଲରେ
Read More...

ଜୟପାଟଣାରେ ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଚୂଡାନ୍ତ

ଜୟପାଟଣା, (ଶେଷ ଦେବ ବେହେରା) : ଜୟପାଟଣାର ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଜାତୀୟ ଦିବସ ପାଳନ କମିଟି ଆନୁକୁଲ୍ୟରେ ପ୍ରସ୍ତୁତିକୁ ଚୂଡାନ୍ତ ରୂପ ଦିଆଯାଇଛି । ଏନ୍‌. ଡି. ସି. ସି. ଅଧ୍ୟକ୍ଷ ତଥା ତହସିଲଦାର ରଘୁନାଥ ମୁଣ୍ଡାରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଆରମ୍ଭ କରାଯାଇ
Read More...