Monthly Archives

August 2024

ସାହିତ୍ୟ ଏକାଡେମୀ ତରଫରୁ ନିସୀମ ଇଜିକେଲଙ୍କ ଜନ୍ମ ଶତବାର୍ଷିକୀ ଆଲୋଚନା ଚକ୍ର

ଭାରତୀୟ-ଇଂରାଜୀ କବିତାକୁ ଏକ ନୂତନ ଦିଗ ଦେଇଛନ୍ତି ନିସୀମ ଇଜେକିଲ - ମାଲାଶ୍ରୀ ଲାଲ ନୂଆଦିଲ୍ଲୀ : ନୂଆଦିଲ୍ଲୀଠାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ବିଶିଷ୍ଟ ଭାରତୀୟ ଇଂରାଜୀ କବି ନିସୀମ ଇଜେକେଲଙ୍କ ଉପରେ ଦୁଇ ଦିନିଆ ଜନ୍ମ ଶତବାର୍ଷିକୀ ଆଲୋଚନା ଚକ୍ର ଆଜି ଉଦ୍‌ଘାଟିତ ହୋଇଛି ।
Read More...

ଏନ୍‌ସିସି ନିର୍ଦ୍ଦେଶାଳୟ ଡିଡିଜି କମାଣ୍ଡର ଜେ ସୁରେଶଙ୍କ ନବମ(ଓ) ବାଟାଲିୟନ ଏନ୍‌ସିସି : ରାଉରକେଲାର ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : କମାଣ୍ଡର ଜେ ସୁରେଶ, ଡିଡିଜି, ଏନ୍‌ସିସି ନିର୍ଦ୍ଦେଶାଳୟ, ଅତିରିକ୍ତ ନିର୍ଦ୍ଦେଶକ ପ୍ରଶାସନ କର୍ଣ୍ଣେଲ ସଂକେତ ଦେବ ଏବଂ ସମ୍ବଲପୁର ଗ୍ରୁପ୍ କମାଣ୍ଡର କର୍ଣ୍ଣେଲ ଅମିତାଭ ରଜ୍ଝୟ, ସେନା ପଦକ ସହିତ ନବମ(ଓ) ବାଟାଲିୟନ ଏନ୍‌ସିସି, ରାଉରକେଲା ପରିଦର୍ଶନ
Read More...

ଫକୀର ଚରଣ ପାଢ଼ୀଙ୍କ ପୁସ୍ତକ ‘ଚମ୍ପା’ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଐତିହାସିକ ବେରବୋଇ ଗ୍ରାମ ସଂନିକଟ ବୋଳକଣା ଗ୍ରାମର ସାରସ୍ୱତ ସାଧକ ତଥା ଶିକ୍ଷାବିତ୍ତ ଫକୀର ଚରଣ ପାଢ଼ୀଙ୍କ ହଲ୍‌ବି ଲୋକକଥା ପୁସ୍ତକ 'ଚମ୍ପା' ଉତ୍କଳମଣୀଙ୍କ ସାଧନାପୀଠ ସତ୍ୟବାଦୀରେ ଲୋକାର୍ପିତ ହୋଇଯାଇଛି
Read More...

ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇଙ୍କ ପିତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇଙ୍କ ପିତା ଯାଦବ ଭୋଇଙ୍କ (୮୭) ଗୁରୁବାର ଦିନ ପରଲୋକ ହୋଇଯାଇଛି । ଖବର ପାଇ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ, ଗୁରୁମା ଓ ପରିଚାଳନା କମିଟିର ସଦସ୍ୟ ବୃନ୍ଦ ଶେଷ ଦର୍ଶନ କରି ଗଭୀର
Read More...

ଓକିଲ ଲାଇସେନ୍ସ ପାଇଁ ପଞ୍ଜିକରଣ ଫି ବୃଦ୍ଧିକୁ ରୋକ୍ ଲାଗିବା ସ୍ଵାଗତ ଯୋଗ୍ୟ : ପୀତବାସ ପଣ୍ଡା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନିକଟରେ ସୁପ୍ରିମକୋର୍ଟ ନୂତନ ଭାବରେ ଆଇନକୁ ପେଶା କରିବାକୁ ଚାହୁଁଥିବା ଆଇନଜୀବୀ ମାନଙ୍କ ଠାରୁ ବିଭିନ୍ନ ରାଜ୍ୟରେ ବାର୍ କାଉନସିଲ୍ ଭିନ୍ନ ଭିନ୍ନ ଫି ଆଦାୟ କରୁଥିବା ନେଇ ଅସମ୍ମତି ପ୍ରକାଶ କରିବା ସହ ଏହା ଆଡଭୋକେଟ ଆକ୍‌ଟସ୍‌ର ବିରୁଦ୍ଧାଚରଣ
Read More...

ବିଲେଇସର୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରବେଶ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ରାଧାଶ୍ୟାମ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଫୁଲ, ଚନ୍ଦନ ଦେଇ ଦ୍ୱିତୀୟ ବର୍ଷର
Read More...

ମୁକୁନ୍ଦିଲାଲ ମହିଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ନବାଗତ ଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ମୁକୁନ୍ଦିଲାଲ ମହିଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ଚଳିତ ୨୦୨୪ ବର୍ଷରେ ନୂତନ କରି ଯୁକ୍ତ ୨ ବାଣିଜ୍ୟ ଓ କଳାରେ ନାମ ଲେଖାଇଥିବା ପ୍ରଥମ ବର୍ଷ ଛାତ୍ରୀମାନଙ୍କୁ ବିଦ୍ୟାଳୟ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି
Read More...

ସୁନ୍ଦରଗଡ଼ରେ ଗୋଠଛଡ଼ା ଦନ୍ତାହାତୀ ଉପଦ୍ରବ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଗୋଠଛଡ଼ା ଦନ୍ତା ହାତୀର ଉପଦ୍ରବ । ବଡ଼ଗାଁ ଫରେଷ୍ଟ ରେଞ୍ଜର ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ କରିଥିବା ଜଣାପଡ଼ିଛି । ଦନ୍ତା ଘର ଭାଙ୍ଗିବା ସହ ଫସଲ ଖାଇ ଆତଙ୍କ ଖେଳାଉଥିବା ବେଳେ ହାତୀର ଗତିବିଧି ଉପରେ ନଜର ରଖିଛି ବନବିଭାଗ ।
Read More...

ସାମ୍ୱାଦିକତା ଓ ଗଣ ଯୋଗାଯୋଗର ପ୍ରାକ୍ତନ ପ୍ରଫେସର ଡ. ପ୍ରଦୀପ ମହାପାତ୍ରଙ୍କ ଦେହାନ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ୱାଦିକତା ଓ ଗଣ ଯୋଗାଯୋଗ ବିଭାଗର ପ୍ରାକ୍ତନ ପ୍ରଫେସର ଡ. ପ୍ରଦୀପ ମହାପାତ୍ରଙ୍କ ଗୁରୁବାର ବିଳମ୍ବିତ ରାତ୍ରି ୨ ଘଣ୍ଟା ସମୟରେ ଦେହାନ୍ତ ହୋଇଯାଇଛି । ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ
Read More...

ସିରଜିନା ତରଫରୁ ସମ୍ବଲପୁରୀ ଦିନ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଗଷ୍ଟ ୧ ତାରିଖ ଦିନରେ, ସିରଜିନା ସାହିତ୍ୟ ସଂସଦ ପଦ୍ମପୁର, ସମ୍ବଲପୁରୀ ଦିନ ପଦ୍ମପୁର ସ୍ଥିତ ଟାଉନ୍‌ ହଲ୍‌ରେ ବିଶେଷ ଉତ୍ସାହର ସହ ପାଳନ କରିଥିଲା । ଏହି ଅବସରରେ ସମ୍ପାଦକ ରାଜେନ୍ଦ୍ର ମହାନ୍ତି, ସଭାପତି ରାଜୁ ଘିବେଲା, ଡ. ପ୍ରମୋଦ ପାଢୀ, ନାଟ୍ୟକାର
Read More...