Monthly Archives

August 2024

‘ନୂଆଁଖାଇ’ ତିନ୍‌ ଦିନ୍‌ ଛୁଟି ଲାଗି ଦାବିପତ୍ର ଦେଲା ପରବାସି କୁଟୁମ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆଁଖାଇ ପଶ୍ଚିମ ଓଡ଼ିଶାର ଗଣପର୍ବ । ମାଁ ମାଏଟ୍‌ ଅସ୍ମିତାର ସାଙ୍ଗେ ଜୁଡ଼ିହେଇଥିବାର ଇ ତିହାର ଆମର୍‌ ଗୌରବ ଆର୍‌ ସ୍ୱାଭିମାନ ହେଇ ସାରିଛେ । ଜେ ଜାହିଁ ଥିଲେ ଯେତେ ଦୁରେ ଥିଲେ ଭି ଇ ଦିନେ ସଭେ ଗାଁ କେ ଫିରସନ୍‌ । ତିହାର୍‌ର ପ୍ରସ୍ତୁତି, ନୂଆଁଖାଇ ଆର୍‌
Read More...

ରାଉରକେଲାରେ ପାଳନ ହେଲା ସମ୍ବଲପୁରୀ ଦିନ୍‌

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବଲପୁରୀ ଶାଢ଼ୀ ଆଉ ସମ୍ବଲପୁରର ସଂସ୍କୃତି କେବଳ ଓଡିଶା ନୁହେଁ ପ୍ରସାରିତ ହୋଇଛି ସମଗ୍ର ବିଶ୍ୱକୁ । ସମ୍ବଲପୁରୀ ନୃତ୍ୟ ଆଉ ସଂଗୀତ ସିନେମା ରାଜ୍ୟକୁ ମଧ୍ୟ ଖୁବ ପ୍ରଭାବିତ କରିଛି । ମାଁ ସମଲେଶ୍ୱରୀଙ୍କ ନାମ ସହିତ ଲୋକପ୍ରିୟତାର ଶୀର୍ଷକୁ ପହଁଚିଛି ଏହାର
Read More...

ଅତାବିରାରେ ‘ଆମ ପରିବାର’ ପକ୍ଷରୁ ସମ୍ବଲପୁରୀ ଦିନ୍ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ 'ଆମ ପରିବାର, ଅତାବିରା ତରଫରୁ ଏଥର ୬ବର୍ଷରେ ଅଗଷ୍ଟ ୧ ତାରିଖ ସମଲପୁରୀ ଦିନ-୨୦୨୪ ଖୁବ୍ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ସମଲପୁରୀ ଉଚ୍ଛବ ସାମାଜିକ
Read More...

ଲୋକସଭାରେ ଗନ୍ଧମାର୍ଦ୍ଦନ ପାହାଡ଼ ବନସ୍ପତି ସର୍ଭେ ଦାବି ଉଠାଇଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ସ୍ଥିତ ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାହାଡ଼ରେ ଥିବା ଉଦ୍ଭିଦ ଓ ଔଷଧୀୟ ବନସ୍ପତି ଗୁଡ଼ିକର ପୁଣିଥରେ ସର୍ଭେ ହେବ । ଲୋକସଭାରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର ଆୟୁଷ ବିଭାଗ ମନ୍ତ୍ରୀ ପ୍ରତାପରାଓ ଯାଦବ । ଆଜି ବରଗଡ଼ ସାଂସଦ
Read More...

ବଙ୍ଗୋମୁଣ୍ଡା ବ୍ଲକରେ ୧୭୩ ଜଣ ହିତାଧିକାରୀଙ୍କୁ ବିଧାୟକଙ୍କ ଦ୍ୱାରା ଭତ୍ତା ପ୍ରଦାନ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ବ୍ଲକର ୧୭୩ ଜଣଙ୍କୁ ବିଭିନ୍ନ ପ୍ରକାର ଭତା ବଣ୍ୱନ କରାଯାଇଛି । ଏହି ଅବସରରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥୀଭାବେ ଯୋଗ ଦେଇ ଭତ୍ତା ବଣ୍ଟନ କରିଛନ୍ତି
Read More...

ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନଙ୍କ ସଭାପତିତ୍ୱରେ ନୂତନ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବରେ ପାଇକମାଲ ବିଡିଓ ପ୍ରଫୁଲ୍ଲ
Read More...

କେ. ଭି. କଲେଜରେ ବିଦାୟୋତ୍ସବ

ଉତ୍ତମ ଶିକ୍ଷକ ମାନେ ହିଁ ସୁସ୍ଥ ଓ ଶବଳ ଭାବେ ଗଢ଼ିଥାନ୍ତି ସମାଜକୁ କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ଉତ୍ତମ ଶିକ୍ଷକମାନେ ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି, ଏକ ସୁସ୍ଥ ଓ ଶବଳ ସମାଜ ଗଠନ କରିବାରେ । ମତ ପ୍ରକାଶ ପାଇଛି କେ. ଭି ମହାବିଦ୍ୟାଳୟର ସ୍ନାତକୋତ୍ତର
Read More...

କେ. ଭି. ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କେ. ଭି. ମହାବିଦ୍ୟାଳୟ କଣ୍ଟାବାଞ୍ଜିରେ ଉଭୟ ଯୁକ୍ତ ୨ ଓ ୩ ତିନି ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କ ସ୍ୱାଗତ ପାଇଁ ଏକ କାର୍ଯ୍ୟକ୍ରମ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ପଦ୍ମଲୋଚନ ବର୍ମାଙ୍କ ଦ୍ୱାରା
Read More...

ଉଡାନର ସ୍ୱାଗତ ସମାରୋହ – ୨୦୨୪ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିପି ଏକାଡେମୀଠାରେ ରୋଟାରୀ ଏଲିଟ ତରଫରୁ ନବମ ଛାତ୍ରୀଙ୍କ 'ଉଡାନ ସ୍ୱାଗତ ସମାରୋହ - ୨୦୨୪' ଅଗଷ୍ଟ ୦୧ ତାରିଖ ଦିନ ଆୟୋଜିତ ହୋଇଥିଲା । ଏହି ସଭାରେ ମୁଖ୍ୟଅତିଥି ଭାବରେ ପ୍ରଫେସର ମଧୁସୂଦନ ପତି ଯୋଗଦେଇ ଛାତ୍ରୀଙ୍କୁ ଚରିତ୍ର ନିର୍ମାଣର ଆବଶ୍ୟକତା
Read More...

ଆଜି ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଅଗଷ୍ଟ ୨, ୨୦୨୪) ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି । ଏହି ସମ୍ମିଳନୀରେ କେବଳ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ଗଢ଼ିତୋଳିବା ନୁହେଁ ବରଂ ସାଧାରଣ ଲୋକଙ୍କ ପାଇଁ କଲ୍ୟାଣକାରୀ ଯୋଜନାକୁ
Read More...