Daily Archives

ଛତ୍ରପୁରରେ ମା’ କୁଲାଡ଼ ବ୍ୟାଘ୍ର ଦେବୀଙ୍କ ଯାତ୍ରାରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ପୋଲିସ ଅନ୍ତେ-ନିବାସ କଲୋନୀରେ ଅବସ୍ଥାପିତ ମା' କୁଲାଡ଼ ବ୍ୟାଘ୍ର ଦେବୀଙ୍କ ଯାତ୍ରାରମ୍ଭ ହୋଇଛି । ଚଳିତ ବର୍ଷ ଏହି ଯାତ୍ରା ନବଦିନ ବ୍ୟାପୀ ବର୍ଣ୍ଣାଢ଼୍ୟ ସମ୍ଭାରରେ ଅନୁଷ୍ଠିତ ହେଉଛି । ଏହି ଯାତ୍ରା…
Read More...

ଟି-୨୦ ବିଶ୍ୱକପ୍ ମ୍ୟାଚ୍ ପ୍ରସାରଣ କରିବ ଦୂରଦର୍ଶନ

ସଚିବ ସଞ୍ଜୟ ଜାଜୁ ଏବଂ ପ୍ରସାର ଭାରତୀର ଅଧ୍ୟକ୍ଷ ନବନୀତ କୁମାର ସେହଗଲ ଟି-୨୦ ବିଶ୍ୱକପ୍ ପାଇଁ ସ୍ୱତନ୍ତ୍ର ସଙ୍ଗୀତ ଓ ପ୍ରମୋର ଶୁଭାରମ୍ଭ କରିଛନ୍ତିପ୍ୟାରିସ ଅଲିମ୍ପିକ୍ସ ଗେମ୍ସ ୨୦୨୪ ଏବଂ ୱିମ୍ବଲଡନ ୨୦୨୪ ସମେତ ପ୍ରମୁଖ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟର ପ୍ରସାରଣ କରିବ ଦୂରଦର୍ଶନ …
Read More...

ଗଞ୍ଜାମ ଜିଲ୍ଲାରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି କେନ୍ଦ୍ରମାନଙ୍କରେ ଆରମ୍ଭ ହୋଇଛି ଭୋଟ ଗଣତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ କଡ଼ା ସୁରକ୍ଷା ମଧ୍ୟରେ ସମସ୍ତ ଭୋଟ ଗଣତି କେନ୍ଦ୍ରମାନଙ୍କରେ ନିର୍ଦ୍ଧାରୀତ ସମୟରେ ଆରମ୍ଭ ହୋଇଛି ଭୋଟ ଗଣତି । ବରିଷ୍ଠ ପ୍ରଶାସନିକ ଅଧିକାରୀ, ଆର୍‌. ଓ.ଏବଂ ନିର୍ବାଚନ ନିମନ୍ତେ ଅବସ୍ଥାପିତ ସଧାରଣ ପର୍ଯ୍ୟବେକ୍ଷକ,…
Read More...

ବଜ୍ରଘାତରେ ଜଣେ ଯୁବକ ମୃତ

କଟକ : କଟକ ସଦର ଥାନା ଅଧୀନ ସାଶୋଳ ସାମଲସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଘର ଭିତରେ ଖାଉଥିବା ବେଳେ ବଜ୍ରଘାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଘରର ସ୍କାଏଲାଇଟ୍‌ ଦେଇ ତାଙ୍କ ଉପରେ ବଜ୍ରଘାତ ଘଟିଥିବା କୁହାଯାଉଛି । ମୃତ ଜଣକ ହେଲେ ରଞ୍ଜନ ଓରଫ କାଳିଆ ମାଝୀ(୩୫) । ସୂଚନା…
Read More...

ରାଉରକେଲା କଲେଜର ନୂତନ ଅଧ୍ୟକ୍ଷ ନିଯୁକ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ ସ୍ଥିତ ରାଉରକେଲା କଲେଜର ନୂତନ ଭାବରେ ଅଧ୍ୟକ୍ଷ ପଦ ଭାର ଗ୍ରହଣ କରିଛନ୍ତିି । ପ୍ରାଧ୍ୟାପକ ଡ. ରବୀନ୍ଦ୍ର କୁମାର ଜେନା । ଦୀର୍ଘ ୨୨ ବର୍ଷରୁ ଅଧିକ ସମୟ ଧରି ଅର୍ଥନୀତି ବିଭାଗରେ ଅଧ୍ୟାପନାରତ ଡ. ଜେନା ସଫଳ ଭାବରେ ଆୟ-ବ୍ୟୟ ବିଭାଗ, ପ୍ରଶାସନିକ…
Read More...

୧୨୦ ଲିଟର ରନ୍ଧାମଦ ସହ ଜଣେ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳରେ ରନ୍ଧାମଦ ବିକ୍ରି ରୋକିବା ପାଇଁ ଅବକାରୀ ଇନ୍ସପେକ୍ଟର ସମରଜିତ ଦାଶଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ଥାନା ଅଧିକାରୀ ଲକ୍ଷ୍ମୀଧର ମାଝୀଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ଅବକାରୀ ବିଭାଗ । ବିଶ୍ୱସ୍ତ ସୂତ୍ରରୁ…
Read More...

ପାଟଣାଗଡ଼ରେ ଭୋଟ ଗଣତି ଆରମ୍ଭ

ପାଟଣାଗଡ଼, (ଅଶୋକ କୁମାର ବାଗ) : ଆଜି ସାଧାରଣ ନିର୍ବାଚନର ଭୋଟ ଗଣତି ତାରିଖ । ପାଟଣାଗଡ଼ ଜବାହାରଲାଲ ମହାବିଦ୍ୟାଳୟ ଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହେଉଛି ଭୋଟ ଗଣତି କାର୍ଯ୍ୟ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ରାଜ୍ୟର ୭୦ଟି କେନ୍ଦ୍ରରେ ଭୋଟ ଗଣତି ଚାଲିଛି । ପ୍ରଥମେ…
Read More...

ସହଭାଗି ବିକାଶ ଅଭିଯାନର ଲିଙ୍ଗଭିତ୍ତିକ ସଚେତନତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ଓଡିଶାର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଭାଗୀ ବିକାଶ ଅଭିଯାନ ଆନୁକୁଲ୍ୟରେ ଏବଂ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନଙ୍କ ସହାୟତାରେ ଅନୁଷ୍ଠାନର ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ବିଲେନଜୋର ସ୍ଥିତ ତାଲିମ କେନ୍ଦ୍ର ପରିସରରେ ଏକ ୩ ଦିବସୀୟ…
Read More...

ବାଲିଗୁଡା ଓ ଜି. ଉଦୟଗିରିର ବିଧାନସଭା : ସକାଳ ୮ଟାରୁ ହେବ ମତଗଣନା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଲୋକସଭା କ୍ଷେତ୍ରର ବାଲିଗୁଡାରେ ୨ଟି ସ୍ଥାନରେ ଭୋଟ ଗଣତି କରାଯିବ ବୋଲି ଉପଖଣ୍ଡ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କନ୍ଧମାଳ ଲୋକସଭା କ୍ଷେତ୍ରର ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ଉପଜିଲ୍ଲାପାଳଙ୍କ…
Read More...

ଶିକାର ବେଳେ ମାଡ଼ିବସିଲା ବନବିଭାଗ : ବନ୍ଧୁକ ସହ ଦୁଇ ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାଟଗୁଡ଼ା ପଞ୍ଚାୟତର ପୁଷାଙ୍ଗିଆ ଠାରେ ଶିକାର କରିବା ସମୟରେ ବନବିଭାଗ ୨ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଗତ ରାତିରେ ଦୁର୍ବୃତ୍ତ ବାଲିଗୁଡା ବ୍ଲକ ପୁସାଙ୍ଗିଆର ଏକ ଜଙ୍ଗଲ ମଧ୍ୟରେ ଶିକାର କରିବା…
Read More...