Daily Archives

ବିଦ୍ୟୁତ୍ ତାର ଲାଗି ଜଳିଗଲା ଟ୍ରାକ୍ଟର ଓ ପିକ୍‌ଅପ୍

ଆଠଗଡ଼ : ବିଦ୍ୟୁତ୍ ତାର ଲାଗି ଜଳିଗଲା ଟ୍ରାକ୍ଟର ଓ ପିକ୍‌ଅପ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍‌ । ଏପରି ଅଘଟଣ ଘଟିଛି କଟକ ନରସିଂହପୁର ଥାନା ବାଲିସାହି ଓ ଘଣ୍ଟପଡ଼ା ଗ୍ରାମର ଦୁଇଟି ସ୍ଥାନରେ । ଆବଶ୍ୟକତା ଠାରୁ ଅଧିକ ପରିମାଣର ପାଳ ବୋଝେଇ ହୋଇ ଏକ ପିକ୍‌ଅଫ୍ ଭ୍ୟାନ୍‌ରେ ଆସୁଥିବା ସମୟରେ…
Read More...

ଉତ୍ତମ ସ୍ମୃତି ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅନେକ ସ୍ମୃତି ଆମକୁ ଅତୀତରେ ଅତିବାହିତ କରିଥିବା ଭଲ ସମୟର ନିକଟତର ହେବାକୁ ସାହାଯ୍ୟ କରେ । କଠିନ ସମୟରେ, ଭଲ ସ୍ମୃତି ଆମକୁ ଶାନ୍ତିରେ ରହିବାକୁ ଏବଂ ଜୀବନର ଯାଦୁରେ ବିଶ୍ୱାସ କରିବାରେ ସାହାଯ୍ୟ କରେ । ଆମ ସମସ୍ତଙ୍କର ଜୀବନରେ ଏଭଳି କିଛି…
Read More...

ପୁଅ ସହ ମିଶି ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ

ମାଲକାନଗିରି : ପୁଅ ସହ ମିଶି ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ସନ୍ଧିଗୁଡ଼ା ଗାଁରେ । ସୂଚନା ଅନୁସାରେ ମାଆ, ପୁଅ ଓ ସ୍ୱାମୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ପରେ ଏହି ସାମାନ୍ୟ ବଚସା ଉଗ୍ରରୂପ ନେଇଥିଲା । ଶେଷରେ…
Read More...

କୂଅ ଭିତରୁ ୨ ଯମଜ ଶିଶୁ ଉଦ୍ଧାର ଘଟଣା

ଅନୁଗୁଳ : ନିଜ ଯମଜ ଶିଶୁଙ୍କୁ କୂଅରେ ପକାଇଲା ମାଆ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ବସଲାମୁଣ୍ଡା ଢ଼ିପ ସାହିରେ । ଶିଶୁଙ୍କୁ ନିଜେ କୂଅରେ ପକାଇଥିବା ମାନିଛନ୍ତି ମାଆ । ତେବେ ଶିଶୁଙ୍କ ମାଆଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ । ତେବେ କାହିଁକି କୂଅରେ ଶିଶୁଙ୍କୁ…
Read More...

୩୩ କେଭି ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ିଲେ ଯୁବକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ୩୩ କେଭି ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ିଲେ ଯୁବକ । ତେବେ ସେ କିଏ ଓ କେଉଁ କାରଣରୁ ଏପରି ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି ଏପର୍ଯ୍ୟନ୍ତ ଜଣାପଡିନାହିଁ । ଯୁବକ ଜଣକ ନିଶାସକ୍ତ ହୋଇ ଚଢ଼ିଥିବା…
Read More...

ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଜଗନ୍ନାଥ ଏକ୍ସପ୍ରେସ

ପୁରୀ, (କେପିଏନ୍‌ଏସ୍‌) : ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରୀ ପହଞ୍ଚିଲା ୧୨ଟି ବସ୍‌ । ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପରେ ଯାତ୍ରୀଙ୍କୁ କରାଗଲା ଭବ୍ୟ ସ୍ୱାଗତ । ଏହି ସୁପର୍‌ ପ୍ରିମିୟର୍‌ ବସ୍‌ରେ କି.ମି. ପିଛା ୨ଟଙ୍କା ୪୪ ପଇସା ଦେବାକୁ ପଡିବ । ଅନ୍ୟପଟେ ମହିଳାଙ୍କ ପାଇଁ ବସ୍‌ରେ ୫୦% ରିହାତି…
Read More...

ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦୋଉଳି ଗ୍ରାମରେ ଅବସ୍ତିତ ସହିଦ ଭଗତସିଂ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର ଗୁରୁବାର ଦିନ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ପ୍ରାଧ୍ୟାପକ ଅଭିମନ୍ୟୁ ସାହୁଙ୍କ ସଭାପତିତ୍ୱରେ ହୋଇଥିଲା ।…
Read More...

ଭଗବାନ ଶ୍ରୀରାମଙ୍କ ଓଡ଼ିଆ ଭକ୍ତି ଭଜନ ‘‘ଅଯୋଧ୍ୟା ନଗରୀ ନାଚେ ରାମଙ୍କୁ ପାଇ’’ ଶେୟାର କଲେ ପ୍ରଧାନମନ୍ତ୍ରୀ

ସରୋଜ ରଥଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏ ଭଜନକୁ ଗାଇଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ନୂଆଦିଲ୍ଲୀ, (ପିଆଇବି) : ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶର…
Read More...

ସମସ୍ୟା ଶୁଣିବ ଲଳିତ ଦରବାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗରିବ, ଅସହାୟ, ଖଟିଖିଆ, ଶ୍ରମିକଙ୍କ ସୁଖ ଦୁଃଖରେ ସାମିଲ ହେଉଥିଲେ । ଅଭିଯୋଗ ଓ ସମାଧାନ ଭିତରେ ଏକ ସେତୁ ଭଳି ତାଙ୍କ ଭୂମିକା ରହୁଥିଲା । ସାମାଜିକ ଜୀବନର ସେ ଥିଲେ ଅଜାତଶତ୍ରୁ । ତାଙ୍କ ବିୟୋଗ କେବଳ ବଲାଙ୍ଗିର ନୁହେଁ ସମଗ୍ର ଓଡ଼ିଶା ପାଇଁ ଏକ ଅପୂରଣୀୟ…
Read More...