ହରିଣ ମାଂସ ଜବତ, ୧ ଗିରଫ
ଠାକୁରମୁଣ୍ଡା : ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳରୁ ହରିଣ ମାଂସ ଜବତ କରିବା ସହିତ ଜଣେ ଶିକାରୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଘଟଣାରୁ ପ୍ରକାଶ ଯେ, ସାତକୋଶିଆ ନିକଟବର୍ତ୍ତୀ ଦ୍ୱାରସୁଣୀ କଣ୍ଟିକାଣୀ ସାହିର!-->…
Read More...
Read More...