କେଜିବିଭିରେ ବାର୍ଷିକ ଉତ୍ସବ ଉଦ୍ଯାପିତ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ଅନ୍ତର୍ଗତ ପୋନ୍ନିସୁଗର ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ ଭିତ୍ତିଭୂମି ଭରପୁର ଅଛି । ଗୋଟିଏ ଅନୁଷ୍ଠାନ ଭିତରେ ଅତି ଛୋଟ ସମୟରୁ ପାଠ ପଢ଼ିବା ସହ ଖେଳିବା, ଗୀତ ଗାଇବା,!-->…
Read More...
Read More...