Yearly Archives

2023

ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ମହାନ ଜନନାୟକ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି, ମହାନ ବୀର ସ୍ୱାଧୀନତା ସଂଗ୍ରାମୀ, ଭାରତ ମାତାର ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର
Read More...

ପୂର୍ବ ଶତୃତାରୁ ଗୋଷ୍ଠୀ ସଂଘର୍ଷ : ୧ ଗୁରୁତର

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପିତାତଳି ଗାଁରେ ଗୋଷ୍ଠୀ ସଂଘର୍ଷ । ଏଥିରେ ପଥର ମାଡ଼ ସହ ବୋମାମାଡ଼ ହୋଇଥିବା ଜଣାପଡିଛି । ସଂଘବଦ୍ଧ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଗୁରୁତର ଜଣକ ହେଲେ କେ.ଲୋକନାଥ । ଘଟଣାସ୍ଥଳରେ ଗୋଳନ୍ଥରା ଥାନା
Read More...

ଡୁମାଲ ପରିଷଦ ଓଡିଶା ସହରାଞ୍ଚଳ ବଲାଙ୍ଗିରର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶାନ୍ତିପଡା ଦୁର୍ଗାମଣ୍ଡପ ଠାରେ ସଂଜୟ କୁମାର ମହାକୁରଙ୍କ ସଭାପତିତ୍ୱରେ ଡୁମାଲ ପରିଷଦ ଓଡିଶା ସହରାଞ୍ଚଳ ବଲାଙ୍ଗିରର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଏହି
Read More...

ଆଜି ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଦେଶର ୧୧ ଜଣ ଅସାଧାରଣ ପିଲାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର-୨୦୨୩ ପ୍ରଦାନ କରିବେ । ସେମାନଙ୍କ ମଧ୍ୟରେ ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୬ ବାଳକ ଏବଂ ୫ ବାଳିକା ଅଛନ୍ତି ।
Read More...

ଗ୍ଲୋରୀ କୁଇନ୍‌ ମୁକୁଟ ପିନ୍ଧିଲେ ପୂଜା ବିଶ୍ୱାସ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଗ୍ଲୋରୀ ଫେଷ୍ଟ୍‌ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଗ୍ଲୋରୀ କୁଇନ ମୁକୁଟ ଏଥର ପୂଜା ବିଶ୍ୱାସ ପିନ୍ଧିଛନ୍ତି । ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ନିଜର ବୁଦ୍ଧି ଓ ସୌନ୍ଦର୍ଯ୍ୟ ପାଇଁ ସେ ଏହି ମୁକୁଟ ହାସଲ କରିଛନ୍ତି । ପୂଜା ଏବେ ହାଇଟେକ୍‌ କଲେଜ ଅଫ
Read More...

ଲାନ୍ଥବୁଢ଼ା କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ

ଦେଷଣ୍ଢକୁ ହରାଇ ଶିଆଳଜୋର୍ ଚାମ୍ପିୟନ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଦେଷଣ୍ଢରେ ରବିବାର ଦିନ ଲାନ୍ଥବୁଢ଼ା କ୍ରିକେଟ କ୍ଲବ୍ ଦେଷଣ୍ଢ ପକ୍ଷରୁ ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଖଲିଆପାଲି, ଦେଷଣ୍ଢ (ବି), ଡୁକରଚରଚରା,
Read More...

ବୀଣାପାଣି ଶିକ୍ଷାସୌଧ ଆବାସିକ ବିଦ୍ୟାଳୟର ଶିକ୍ଷଣ ପରିଭ୍ରମଣ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୀଣାପାଣି ଶିକ୍ଷାସୌଧ ଆବାସିକ ବିଦ୍ୟାଳୟ ଗଇଁନ୍ତଲାର ଶିକ୍ଷଣ ପରିଭ୍ରମଣ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଶିକ୍ଷଣ ପରିଭ୍ରମଣ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଗଣ ହିରାକୁଦ ସ୍ଥିତ ଜୱାହର ଉଦ୍ୟାନ, ଗାନ୍ଧୀମିନାର, ଜିରୋପଏଣ୍ଟ,
Read More...

ଭାରସାମ୍ୟ ହରାଇ ବ୍ରିଜ ବାଡ଼ା ଭାଙ୍ଗି କେନାଲକୁ ଖସିଲା ବସ୍‌, ୨ ମୃତ, ୩୦ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ଟୁରିଷ୍ଟ ବସ୍‌ ବ୍ରିଜ ତଳକୁ ଖସି ପଡ଼ିବାରୁ ଘଟଣାସ୍ଥଳରେ ୨ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବସ୍‌ରେ ଥିବା ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ
Read More...

ଜିଲ୍ଲା କରାଟେ ଚମ୍ପିୟନ୍‌ସିପ୍‌ ୨୦୨୩ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କରାଟେ ଚମ୍ପିୟନ୍‌ସିପ୍‌ ୨୦୨୩ ଉଦ୍‌ଯାପିତ ହୋଇଯାଇଛି । ଏହି ଦିବସରେ ବଲାଙ୍ଗିରର ପୂର୍ବତନ ସାଂସଦ ତଥା ବର୍ତ୍ତମାନର ଓଡିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଏବଂ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ
Read More...

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ । ଆସନ୍ତୁ ତାଙ୍କ ବିଷୟରେ କିଛି ଜାଣିବା । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ ପିତା ଜାନକୀ ନାଥ ବୋଷ ଓ ମାତା ପ୍ରଭାବତୀ ଦେବୀଙ୍କ କୋଳମଣ୍ଡନ କରିଥିଲେ । ସୁଭାଷ ଚନ୍ଦ୍ର
Read More...