Yearly Archives

2023

କଲରାପତରିଆ ବାଘର ମୃତଦେହ ଠାବ

ହିନ୍ଦୋଳ : ଆଜି ହିନ୍ଦୋଳ ବନାଞ୍ଚଳ ସତମାଇଲି ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତଦେହ ଠାବ ହୋଇଛି । ସୂଚନା ଅନୁସାରେ, ହିନ୍ଦୋଳ ବନାଞ୍ଚଳ ଖଜୁରିଆକଟା ସେକ୍ସନ ଅନ୍ତର୍ଗତ ବାରିହାରଗଡି ଗ୍ରାମ ନିକଟସ୍ଥ ଏକ ନାଳରେ ବୁଧବାର ଏକ କଲରାପତରିଆ ବାଘର ମୃତଦେହ ପଡିଥିବା ଦେଖିବାକୁ ମିଳିଛି ।
Read More...

ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ

ଚନ୍ଦାହାଣ୍ଡି : ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ। ନବରଙ୍ଗପୁ ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସ୍ଥିତ ସେମଲାଗୁଡା ଗ୍ରାମର ୨୨ ବର୍ଷୀୟ ପ୍ରଦୀପ ଜଗତ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏନେଇ ଚନ୍ଦାହାଣ୍ଡି ପୁଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ମଙ୍ଗଳବାର
Read More...

ଲକ୍ଷ୍ନୌରେ ବଡ଼ ଧରଣର ଦୁର୍ଘଟଣା, ଭୁଶୁଡ଼ିଲା ୪ ମହଲା କୋଠା : ୩ ମୃତଦେହ ଉଦ୍ଧାର, ୨୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା…

ଲକ୍ଷ୍ନୌ : ଲକ୍ଷ୍ନୌରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିବା ଜଣାପଡିଛି । ୪ ମହଲା କୋଠା ଭୁଶୁଡିବା ଦ୍ୱାରା ୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଚାପି ହୋଇ ରହିଥିବାର ଆଶଙ୍କା କରାଯାଉଛି । ଏବେ ସୁଦ୍ଧା ୭ଜଣ ଲୋକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର
Read More...

ବିବାହ ପୂର୍ବରୁ ଜଗା ଦର୍ଶନ କଲେ ଅନନ୍ତ ଅମ୍ବାନୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିବାହ ପୂର୍ବରୁ ଜଗା ଦର୍ଶନ କଲେ ଅନନ୍ତ ଅମ୍ବାନୀ । ଭୁବନେଶ୍ଵର ପହଞ୍ଚିବା ପରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଏହାପରେ ସେ ଭୁବନେଶ୍ଵର ଫେରି ମୁମ୍ବାଇ ଫେରିଯିବେ ବୋଲି ସୂଚନା ମିଳିଛି । ସୂଚନା ଥାଉକି ଗତ କିଛି ଦିନ ତଳେ ଦେଶର
Read More...

ବୋମା ଫୁଟି ବାଳକ ଗୁରୁତର

ସୁନ୍ଦରଗଡ : ସୁନ୍ଦରଗଡ ସବଡେଗା ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ପଛ ପଟରେ ରହିଥିବା ସାହିରେ ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମାରେ ଜଣେ ୧୦ବର୍ଷର ବାଳକର ଗୋଡ ପଡି ଯିବାରୁ ବୋମା ଫୁଟି ବାଳକ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ନାବାଳକଙ୍କୁ ସୁନ୍ଦରଗଡ ସରକାରୀ ମୁଖ୍ୟ
Read More...

ଷ୍ଟାର ନାଇଟ୍‌ ସହ ସମାପ୍ତ ହେଲା ବଲାଙ୍ଗିର ଲୋକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଷ୍ଟାର ନାଇଟ୍‌ ସହ ଗତକାଲି ବିଳମ୍ବିତ ରାତିରେ ସମାପ୍ତ ହୋଇଛି ବଲାଙ୍ଗିର ଲୋକ ଉତ୍ସବ ୨୦୨୩ । ଗତ ୨୦ ତାରିଖରୁ ବଲାଙ୍ଗିର ଲୋକ ଉତ୍ସବ ସମିତି ପକ୍ଷରୁ ଦୀର୍ଘ ୫ ଦିନ ଧରି ଲୋକ ଉତ୍ସବ ଆରମ୍ଭ ହୋଇଥିବା ବେଳେ ଶେଷ ଗତକାଲି ସନ୍ଧ୍ୟାରେ ଷ୍ଟାର ନାଇଟ୍‌
Read More...

ଅଭିନେତା ମିହିର ଦାସଙ୍କର ସାନପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ

ଭୁବନେଶ୍ୱର : ଲୋକପ୍ରିୟ ଅଭିନେତା ମିହିର ଦାସଙ୍କର ସାନପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ ଘଟିଛି । ମଙ୍ଗଳବାର ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଅକ୍ଲାନ୍ତଙ୍କ ଲିଭରରେ ସମସ୍ୟା ଯୋଗୁଁ ସେ ଚିକିତ୍ସାଧୀନ ଥିଲେ । କଟକ ସତୀଚଉରା ଶ୍ମଶାନରେ ଅକ୍ଲାନ୍ତଙ୍କ
Read More...

ଓଏସ୍‌ଏଚ୍‌ଇସି ଉପାଧ୍ୟକ୍ଷଙ୍କ କାର୍ଯ୍ୟକାଳ ବୃଦ୍ଧି

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ (ଓଏସ୍‌ଏଚ୍‌ଇସି) ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି । ପ୍ରଫେସର ଦାସଙ୍କ କାର୍ଯ୍ୟକାଳ ଆସନ୍ତା ୨୬ ତାରିଖରେ ଶେଷ ହେବାକୁ ଥିବାବେଳେ ରାଜ୍ୟ ସରକାର ଆଉ ବର୍ଷେ ପାଇଁ ତାଙ୍କ କାର୍ଯ୍ୟକାଳ ବୃଦ୍ଧି
Read More...

ଚନ୍ଦ୍ରଭାଗା ତୀର୍ଥରେ ମାଘ ସପ୍ତମୀ ପାଇଁ ଅନୁଧ୍ୟାନ କଲେ ଜିଲ୍ଲାପାଳ

କୋଣାର୍କ : ମାଘ ସପ୍ତମୀରେ ଚନ୍ଦ୍ରଭାଗା ତୀର୍ଥରେ ତିନି ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବା ଅନୁମାନ କରାଯାଉଛି । ଆଉ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଛି । ଏନେଇ ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମା ଚନ୍ଦ୍ରଭାଗାରେ ବିଭିନ୍ନ ବିଭାଗ ପକ୍ଷରୁ
Read More...

କନ୍ଧମାଳ ମହୋତ୍ସବରେ ସ୍ଥାନୀୟ କଳାକାରଙ୍କୁ ମିଳୁନି ସୁଯୋଗ : ନିରପେକ୍ଷ ତଦନ୍ତ ପାଇଁ ଦାବୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ଲୋକ କଳା ତଥା ଲୋକ ସଂଗୀତର ପ୍ରଚାର ପ୍ରସାର ଦିଗରେ ଅହରହ ସଂଗ୍ରାମ କରି ରାଜ୍ୟ ତଥା ଦେଶରେ ବିଭିନ୍ନ ମଞ୍ଚ ଓ ସିନେମାରେ ନିଜର କଳା ନୈପୁଣ ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିବା ବିଭିନ୍ନ କଳା ସଂଗଠନ ଏବଂ
Read More...