Yearly Archives

2023

କବୟିତ୍ରୀ ସବିତା ମହରାଙ୍କ କବିତା ସଂକଳନ ‘ସମ୍ମୋହନ’ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କବୟିତ୍ରୀ ସବିତା ମହରାଙ୍କ ତୃତୀୟ କବିତା ସଂକଳନ ‘ସମ୍ମୋହନ’ ସ୍ଥାନୀୟ ସାମ୍ବାଦିକ ଭବନରେ ଏକ ଭବ୍ୟ ସମାରୋହରେ ଲୋକାର୍ପିତ ହୋଇଯାଇଛି । ସଭା ଆରମ୍ଭରେ କବୟିତ୍ରୀ ଶ୍ରୀମତୀ ମହରା ନିଜ ମନର କଥା ଉଚ୍ଚାରଣ କରିଥିବା ବେଳେ ଉନ୍ମୋଚିତ କବିତା ସଂକଳନର କିଛି କବିତା
Read More...

ଛେଳି ଚରାଇବାକୁ ଯାଇଥିବା ବେଳେ ପେଟରେ ପଶିଗଲା ବାର୍ଚ୍ଛା : ନାବାଳକ ଗୁରୁତ୍ୱର

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଆଜି ବେଲପଡ଼ା ବ୍ଲକ ସରମୁହାଣ ପଂଚାୟତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ରାଜୁ ଥାନାପତି(୧୬) ଆଜି ସକାଳୁ ଛେଳି ଚରେଇବା ପାଇଁ ନିଜ ଗାଁ ଜମି ପଟେ ଯାଇଥିଲେ । ଏହି ସମୟରେ ଅବହେଳା ବଶତଃ ଏକ ବର୍ଚ୍ଛା ତାଙ୍କ ପେଟରେ ପଶି ଯାଇଛି ।
Read More...

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼

ଝାରସୁଗୁଡା : ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶଙ୍କ ଉପରେ ଗୁଳି ମାଡ଼ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ଯାଇଥିବା ବେଳେ ସେ ଏକ ବିରାଟ ଶୋଭାଯାତ୍ରାରେ ସାମିଲ ହୋଇଥିବା ସମୟରେ ସମସ୍ତ ପ୍ରକାରର ସୁରକ୍ଷା ବଳୟକୁ ଭେଦକରି
Read More...

ପଞ୍ଚଲିଙ୍ଗେଶ୍ଵର ଶୈବପୀଠରେ ମାଘ ସପ୍ତମୀ ମେଳା

ନୀଳଗିରି : ପବିତ୍ର ମାଘ ସପ୍ତମୀରେ ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ଠାରେ ମାଘ ସପ୍ତମୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳା ୯ ଦିନ ଧରି ଚାଲୁ ରହିବ । ହୋମଯଜ୍ଞ, କୀର୍ତ୍ତନ, ଅଷ୍ଟପ୍ରହରୀ ପୂଜାର୍ଚ୍ଚନା କରାଯାଇଛି । ଏଥିରେ ନୀଳଗିରି ଉପଜିଲ୍ଲାପାଳ ମନ୍ଦରଧର ମହାଳିକ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ, ୩ ଗୁରୁତର

ଭଞ୍ଜନଗର : ଭଞ୍ଜନଗର ଥାନା ଅନ୍ତର୍ଗତ ଦଶପଲ୍ଲା ରାସ୍ତାର ତୁଳସୀ ପଲ୍ଲୀ- ସାହାଣପଲ୍ଲୀ ଗ୍ରାମ ମଧ୍ୟ ଭାଗରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଗୋଲାପଡା ଗ୍ରାମର ଯୁବ ବ୍ୟବସାୟୀ ଭୋଳା
Read More...

ଦାରିଙ୍ଗବାଡିରେ ମୃଦୁ ଭୂମିକମ୍ପ ଅନୁଭୂତ

ଦାରିଙ୍ଗବାଡି : ଦାରିଙ୍ଗବାଡି ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରାତ୍ର ୯ଟା ୪୯ ମିନିଟ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପ ହେବା ଫଳରେ ଲୋକେ ଘର ବାହାରକୁ ବାହାରି ପାଟି କରିବା ସହ ଘଣ୍ଟ ପିଟିଥିଲେ । ଦାରିଙ୍ଗବାଡି ସମେତ ସୀମନବାଡି, ଶ୍ରାନିକେତା, କିରୀକୁଟି,
Read More...

ଅଂଶୁମାନ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା ଉଦ୍‌ଯାପିତ : ଆଠଗଡ଼ ଷ୍ଟାର୍ କ୍ରିକେଟ କ୍ଲବ ଚାମ୍ପିୟନ

ତିଗିରିଆ : ପ୍ରସନ୍ନମଣି କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ତିଗିରିଆ ବ୍ଲକ ଅନ୍ତର୍ଗତ ନିଜିଗଡ଼ ମୁନଲାଇଟ ଖେଳ ପଡିଆରେ ଚାଲିଥିବା ଷଷ୍ଠ ଅଂଶୁମାନ ସ୍ମାରକୀ କପ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଷ୍ଟାର କ୍ରିକେଟ କ୍ଲବ ବିଜୟୀ ହୋଇ ଚାମ୍ପିୟନ ହେବା ସହିତ
Read More...

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ

ତେନ୍ତୁଳିଖୁଣ୍ଟି : ତେନ୍ତୁଳିଖୁଣ୍ଟି ବ୍ଲକର ପୂଜାରୀଗୁଡା ପଂଚାୟତର ଢେପ ଗୁଡାର ନର୍ସରୀ ଠାରେ ଜିଲ୍ଲାର ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାନେତ୍ରୀ ନାଗେଶ୍ୱରୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ରାଜ୍ୟ
Read More...

ଆଧୁନିକ ନାଟକର ବାର୍ତ୍ତାବହ କାଳୀଚରଣ ପଟ୍ଟନାୟକ ଓ ରକ୍ତମାଟି ସଂପର୍କରେ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ ଆଲୋଚନାଚକ୍ର 'ଆଧୁନିକ ନାଟକର ବାର୍ତ୍ତାବହ କାଳୀଚରଣ ପଟ୍ଟନାୟକ ଓ ନାଟକ ରକ୍ତମାଟି' ସେକ୍ଟର ୭ ସ୍ଥିତ ଇସ୍ପାତ ସାହିତ୍ୟ ସଂସଦ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରୟାସର ମୁଖ୍ୟ
Read More...

ଗାଡି ନ ଅଟକାଇବାରୁ ଫୁଟିଲା ଗୁଳି

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଲିଫ୍ଟ ମାଗିବା ପରେ ଗାଡ଼ି ନ ଅଟକାଇବାରୁ ଫୁଟିଲା ଗୁଳି । ଅଭିଯୋଗ ଅନୁସାରେ, ଡୁମେରପାଣି ଗାଁର ମଙ୍ଗଳ ସଗରିଆ ବାଇକ୍‌ରେ ଦରଲିପଡା ଯାଉଥିଲେ । ବାଟରେ ଦରଲିପଡ଼ାର ହୃଷିକେଶ ମାଝୀ ନାମକ
Read More...