Yearly Archives

2023

ଭାରସାମ୍ୟ ହରାଇ ଓଲଟିଲା ମିନି ଟ୍ରକ୍, ୩୦ରୁ ଉର୍ଦ୍ଧ୍ଵ ଗୁରୁତର

ରାଉରକେଲା, (ସସ୍ମିତା ପ୍ରଧାନ) : ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଡୋଲାକୁଦର ରାସ୍ତାରେ ଏକ ମିନି ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୩୦ରୁ ଉର୍ଦ୍ଧ୍ଵ ଶ୍ରମିକ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Read More...

ଆସନ୍ତା ୨୦ରୁ ନବମ ଏସ୍‌ଏ-୨ ପରୀକ୍ଷା, ସୂଚନା ୱେବ୍‌ସାଇଟ୍‌ରେ ଉପଲବ୍ଧ କଲା ବୋର୍ଡ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ନବମ ଶ୍ରେଣୀ ସମେଟିଭ୍‌ ଆସେସମେଣ୍ଟ(ଏସ୍‌ଏ)-୨ ପରୀକ୍ଷା ଆସନ୍ତା ୨୦ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏସ୍‌ଏ-୧ ପରୀକ୍ଷା ପରି ଏସ୍‌ଏ-୨ ପରୀକ୍ଷା ମଧ୍ୟ ଛାତ୍ରଛାତ୍ରୀମାନେ ନିଜ ସ୍କୁଲ୍‌ରେ ଦେବେ । ପରୀକ୍ଷା ପରିଚାଳନା,
Read More...

ମନ୍ତ୍ରୀଙ୍କୁ କିଏ ଲଗାଇଲା ବିଛୁଆତି : କୁଣ୍ଡାଇ କୁଣ୍ଡାଇ ଅଥା, ଭିଡିଓ ଭାଇରାଲ

ଭୋପାଳ : ମଧ୍ୟପ୍ରଦେଶ ସରକାରଙ୍କ ପିଏଚ୍‌ଇ ରାଜ୍ୟ ମନ୍ତ୍ରୀ ବ୍ରିଜେନ୍ଦ୍ର ସିଂ ଯାଦବ ତାଙ୍କ ନିର୍ବାଚନ ମଣ୍ଡଳୀରେ ବିକାଶ ଯାତ୍ରା ସମୟରେ କିଏ ତାଙ୍କୁ ବିଛୁଆତି ଲଗାଇ ଦେଇଥିଲା । ଏହା ପରେ ମନ୍ତ୍ରୀ କୁଣ୍ଡାଇ କୁଣ୍ଡାଇ ଅଥା । ସ୍ଥିତି ଏଭଳି ହେଲା ଯେ, ମନ୍ତ୍ରୀଙ୍କୁ କୁର୍ତ୍ତା ଉତାରିବାକୁ
Read More...

‘ବିଜେପି ଡବଲ୍ ଗେମ୍ ଖେଳୁଛି’ : ବେଙ୍ଗଲ ବିଭାଜନ ବିରୋଧରେ ପ୍ରସ୍ତାବ ଆଣିବ ଟିଏମସି, ୪୮ ଘଣ୍ଟାର…

କୋଲକାତା : ପଶ୍ଚିମବଙ୍ଗ ବଜେଟ୍ ଅଧିବେଶନର ପ୍ରଥମ ଦିନରେ ତୃଣମୂଳ କଂଗ୍ରେସ (ଟିଏମସି) ଭାରତୀୟ ଜନତା ପାର୍ଟି (ବିଜେପି)କୁ ଉତ୍ତର ବେଙ୍ଗଲ ପାଇଁ ଅଲଗା ରାଜ୍ୟ ଦାବୀ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଛି । ବଙ୍ଗଳା ବିଭାଜନ ବିରୋଧରେ ବିଧାନସଭାରେ ଏକ ପ୍ରସ୍ତାବ ଆଣିବାକୁ ଟିଏମସି
Read More...

ବଲାଙ୍ଗିର ଓ.ୟୁ.ଜେର କର୍ମକର୍ତ୍ତା ନିର୍ବାଚନ : ପ୍ରଦୀପ୍ତ ସଭାପତି, ଅଭୟ ସମ୍ପାଦକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ସାମ୍ବାଦିକ ଭବନ ଠାରେ ଓଡିଶା ସାମ୍ବାଦିକ ସଂଘ ଓ.ୟୁ.ଜେ ବଲାଙ୍ଗିର ଶାଖାର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଆଗାମୀ ଦୁଇ ବର୍ଷ ପାଇଁ ସଭାପତି ଭାବରେ ପ୍ରଦୀପ୍ତ କୁମାର ମିଶ୍ର (ବଦ୍ରୀ), ସାଧାରଣ ସମ୍ପାଦକ
Read More...

ରେଞ୍ଜରଙ୍କ ସମେତ ୬ ବନ କର୍ମଚାରୀ ଗିରଫ

ଆଠଗଡ଼ : ବନ ବିଭାଗ ହେପାଜତ ମାଡରେ ଧନେଶ୍ଵର ବେହେରା ମୃତ୍ୟୁ ଘଟଣାରେ ବଡମ୍ବା ରେଞ୍ଜର ସୁବ୍ରତ ବେହେରା ସମେତ ୬ ଜଣ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅନ୍ୟ କର୍ମଚାରୀମାନେ ହେଲେ ଫରେଷ୍ଟର ମନୋଜ ଦାସ, ଦୀପକ ସେଠୀ, ଫରେଷ୍ଟ ଗାର୍ଡ ସୁନାୟକ ମାଝୀ, କୁନା ବେହେରା
Read More...

ସଡକ ଦୁର୍ଘଟଣା : ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ଗ୍ରାମର ଜଣେ ଯୁବକ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣାପଡିଛି । ଯୁବକ ଜଣକ ହେଲେ ସମୀର ପୋଢ । ଗତକାଲି ସକାଳେ ସମୀର ବାଇକ୍‌ ଯୋଗେ କୌଣସି କାମରେ ଯାଉଥିବା ସମୟରେ ବୁଡାବାହାଲ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଫଳରେ ସ୍ଥାନୀୟ
Read More...

ଆସନ୍ତା ୨୩ରେ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହା

ଭୁବନେଶ୍ୱର : ଆସନ୍ତା ଫେବୃୟାରୀ ୨୩ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ଏହି ଅବସରରେ ଅମିତ ଶାହା ଢେଙ୍କାନାଳର ବୁଥ୍‌ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
Read More...

ଯାଜପୁର ଜିଲ୍ଲା ମହୋତ୍ସବ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯାଜପୁର ଜିଲ୍ଲା ମହୋତ୍ସବ ୨୦୨୩ ଉଦ୍‌ଘାଟନ କରିଛନ୍ତି । ଏହି ଜିଲ୍ଲା ମହୋତ୍ସବ ୬ ଦିନ ପର୍ଯ୍ୟନ୍ତ ଚାଲିବ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା, ବିଧାୟକ ସୁନନ୍ଦା ଦାସ ପ୍ରମୁଖ ନିଜର
Read More...

ବେଆଇନ ଇଟାଭାଟି ଉପରେ ଚଢ଼ାଉ କଲା ପ୍ରଶାସନ : ଜେସିବି ଲଗାଇ ପ୍ରାୟ ପଚାଶ ଲକ୍ଷରୁ ଅଧିକ ଟଙ୍କାର ଇଟାଭାଟି ଧୂଳିସାତ୍‌

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କୁକୁଡାହାଡ ଗାଁ ସମ୍ମୁଖରେ ବେଆଇନ ଇଟାଭାଟି ଚାଲିଥିବା ବେଳେ ଗତ ବୁଧବାର ଦିନ ପ୍ରଶାସନ ପକ୍ଷରୁ ଜେସିବି ଲଗାଇ ପ୍ରାୟ ପଚାଶ ଲକ୍ଷରୁ ଅଧିକ ଟଙ୍କାର ଇଟାଭାଟିକୁ ନଷ୍ଟ କରି ଧୂଳିସାତ୍‌
Read More...