Yearly Archives

2023

୨୬ରେ ଭଦ୍ରକ ଆସିବେ ଅମିତ ଶାହ

ଭୁବନେଶ୍ୱର : ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମାର୍ଚ୍ଚ ୨୬ ତାରିଖରେ ଭଦ୍ରକ ସମାବେଶରେ ଯୋଗ ଦେବେ ଅମିତ ଶାହ । ଏନେଇ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ସମାବେଶ
Read More...

ବିଜୁବାବୁଙ୍କ ଜୟନ୍ତୀ ଦିବସ ଅବସରରେ ଛତ୍ରପୁର ସହରରେ ସାଇକେଲ ରାଲି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୭ତମ ଜନ୍ମ ଜୟନ୍ତୀ ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରରେ ପ୍ରଭାତ ଫେରି ସ୍ୱରୂପ ଛତ୍ରପୁର ଲୱେର ବସ୍‌ଷ୍ଟାଣ୍ଡରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ଭାବେ ମାଲ୍ୟାର୍ପଣ କରିବା
Read More...

ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଓ ଡାକୋଟା ବିମାନ ନିର୍ମିତ କରି ଚର୍ଚ୍ଚାରେ ଛତ୍ରପୁର ସରକାରୀ ଆଇଟିଆଇ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଜୁବାବୁଙ୍କ ସ୍ମୃତିର ରୂପରେଖକୁ ପ୍ରତିପାଦନ କରିବା ପୂର୍ବକ ତାଙ୍କ ପ୍ରତିମୂର୍ତ୍ତି ଓ ବିଜୁବାବୁଙ୍କ ଅତିପ୍ରିୟ ବ୍ୟବହାରିକ ଡାକୋଟା ବିମାନର ଏକ ମଡେଲ ନିର୍ମାଣ କରାଯାଇ ପବିତ୍ର ପଞ୍ଚାୟତରାଜ ଦିବସ ଅବା କଳିଙ୍ଗର ବରପୁତ୍ର ବିଜୁ ପଟ୍ଟନାୟକଙ୍କ
Read More...

ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ବହୁ ବିଶିଷ୍ଟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଶିବକୁମାର ରିଡିଙ୍ଗରୁମ୍ ପରିସରରେ ଅନୁଷ୍ଠିତ ବିଜୁବାବୁଙ୍କ ୧୦୭ତମ ଜୟନ୍ତୀ ଦିବସ ଓ ସାରସ୍ୱତ ସମାରୋହରେ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ବହୁ ବିଶିଷ୍ଟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ
Read More...

ଭାଗିରଥୀ ପାଣିଗ୍ରାହୀଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆରଏସପିର ପ୍ରାକ୍ତନ ଅଧିକାରୀ, ଶ୍ରୀମା ଓ ଶ୍ରୀ ଅରବିନ୍ଦଙ୍କ ଜଣେ ଅନୁଗାମୀ ତଥା ବହୁ ଅନୁଷ୍ଠାନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମ୍ପୃକ୍ତ ସ୍ଥାନୀୟ ଜଣାଶୁଣା ବ୍ୟକ୍ତିତ୍ୱ ଭାଗିରଥୀ ପାଣିଗ୍ରାହୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
Read More...

ଓଡିଶା ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ଓ ସାଧାରଣ ପରିଷଦ ବୈଠକ

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ତୀର୍ଥଙ୍କର ପଟେଲ, ସଭାପତି ଭାବେ ପ୍ରମୋଦ ସେଲମା, ସମ୍ପାଦକ ଭାବେ ସୁଧୀର ଦାସ ମନୋନୀତ ଟିଟିଲାଗଡ଼, (ପ୍ରମୋଦ ସେଲମା) : ସ୍ଥାନୀୟ ଡ଼ିଏନ୍‌.ରିସର୍ଟ ପରିସରରେ ଓଡିଶା ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ଓ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
Read More...

ଡେଲାଙ୍ଗ ପ୍ରିମିଅର ଲିଗ୍‌ର ୪ର୍ଥ ସଂସ୍କରଣ ଉଦ୍‌ଘାଟିତ

ପ୍ରଥମ ମ୍ୟାଚ୍‌ରେ ଡେଲାଙ୍ଗ ଗ୍ରୀନ ବିଜୟୀ ଡେଲାଙ୍ଗ, (ଦିଲ୍ଲିୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅଧିନ ୨୧ଟି ପଞ୍ଚାୟତର ବଛାବଛା କ୍ରକେଟ ଖେଳାଳିମାନଙ୍କୁ ନେଇ ଆୟୋଜିତ ହୋଇଆସୁଥିବା ଡେଲାଙ୍ଗ ପ୍ରିମିଅର ଲିଗ୍‌ ୨୦୨୩ ୪ର୍ଥ ସଂସ୍କରଣରେ ପହଞ୍ଚିଛି । ମୋଟ ୭ଟି ଦଳକୁ ନେଇ ଗଠିତ ଏହି
Read More...

ଦେବଦତ୍ତ କ୍ଲବରେ ଜଳ ବିଭାଜିକାର ଜ୍ଞାନ କୌଶଳ ସମ୍ବନ୍ଧୀୟ ତାଲିମ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଳ ହିଁ ଜୀବନ ଏହା ସମସ୍ତେ ଜାଣିଛନ୍ତି । ବୈଜ୍ଞାନିକଙ୍କ ମତ ଅନୁସାରେ ଭବିଷ୍ୟତରେ ଜଳଶଙ୍କଟ ହେବାର ଆଶଙ୍କା ଶତ ପ୍ରତିଶତ ରହିଛି । ଏହାକୁ ଦୃଷ୍ଟିରେ ରଖି ନାବାର୍ଡ ଜଳ ସ୍ତର ବୃଦ୍ଧି, ଜଳ ସଂରକ୍ଷଣ ନିମନ୍ତେ ଅନେକ ପ୍ରୟାସ ଜାରି ରଖିବା ସହ ବିଭିନ୍ନ
Read More...

ସମରା ଶ୍ରୀଗୁଣ୍ଡିଚା ମନ୍ଦିରର ରତ୍ନମୁଦ ସ୍ଥାପନ ଓ ନବାହ ପାରାୟଣ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡ଼ଭେଲା ବ୍ଲକ ସମରା ସ୍ଥିତ ଦଧିବାବନ ମନ୍ଦିରର ଚତୁର୍ଦଶ ପ୍ରତିଷ୍ଠା ବାର୍ଷିକ ଉତ୍ସବ ଅବସରରେ ବିଶ୍ବ କଲ୍ୟାଣ ନିମନ୍ତେ ଗତ ୨୭ ତାରିଖରୁ ସ୍ଥାନୀୟ ଦଧିବାବନ ମନ୍ଦିର କମିଟି ପକ୍ଷରୁ ରାମଚରିତ ମାନସ ନବାହ ପାରାୟଣ ଓ ଶ୍ରୀଗୁଣ୍ଡିଚା ମନ୍ଦିରର ରତ୍ନମୁଦ
Read More...

ବିଜୁବାବୁଙ୍କ ୧୦୭ତମ ଜନ୍ମ ଜୟନ୍ତୀ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାମଚନ୍ଦ୍ରପୁର ମହାବୀର ମନ୍ଦିର ପ୍ରାଙ୍ଗଣରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ବିଜୁ ପଟ୍ଟନାୟକଙ୍କ ପ୍ରତି ମୂର୍ତ୍ତିରେ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥି ପୁଷ୍ପମାଲ୍ୟାର୍ପଣ କରି ଡେଲାଙ୍ଗ ଗୋଷ୍ଠୀ
Read More...