Monthly Archives

September 2023

ଆଇ.ଆର.ଇ.ଏଲ୍ ତରଫରୁ ମାଗଣା ବହିଃଚିକିତ୍ସା ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇ.ଆର.ଇ.ଏଲ୍. (ଇଣ୍ଡିଆ) ଭାରତ ସରକାରଙ୍କ ଏକ ପ୍ରତିଷ୍ଠିତ କମ୍ପାନୀ ସୌଜନ୍ୟରେ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ କମ୍ପାନୀର ପ୍ରଭାବିତ ଅଞ୍ଚଳ ଅଧୀନସ୍ଥ ପ୍ରମୁଖ ଅଞ୍ଚଳରେ ଭ୍ରାମ୍ୟମାଣ ବହିଃଚିକିତ୍ସା ସେବା କମ୍ପାନୀ ଯୋଗାଇ ଆସୁଅଛି ।…
Read More...

ବଲାଙ୍ଗିରରେ ଓଡ଼ିଆ ଯୁବ ଲେଖକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାହିତ୍ୟ ଅକାଦେମି ଓ ରଚନାର ମିଳିତ ଆନୁକୂଲ୍ୟରେ ବଲାଙ୍ଗିର ସହରର ପତିତପାବନ ଏକାଡେ଼ମୀର ସଭାଗୃହରେ ‘ଓଡ଼ିଆ ଯୁବ ଲେଖକ ସମ୍ମିଳନୀ’ ଆୟୋଜିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଉଦ୍‌ଘାଟନୀ ଅଧିବେଶନରେ ସାହିତ୍ୟ ଅକାଦେମିର ସାଧାରଣ ପରିଷଦ ସଦସ୍ୟ ବିଜୟ କୁମାର…
Read More...

କଂଟାବାଂଜି ପୋଲିସ ଦ୍ୱାରା ସାଢେ ୩ କେଜି ଗଂଜେ ଜବତ : ଜଣେ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସହର ୱାର୍ଡ ନଂ. ୧୩ ସିଙ୍ଗାଲପଡାର ଜଣେ ଯୁବକଙ୍କ ଘରୁ ପୋଲିସ ସାଢେ ୩ କେଜି ଗଂଜେଇ ଜବତ କରି ରବିବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି । ଜାମିନ ନାମଂଜୁର ହେବାରୁ ସ୍ଥାନୀୟ ସବ୍‌ ଜେଲକୁ ପଠାଯାଇଥିବା ପୋଲିସ ସୂଚନା ଦେଇଛି । କଂଟାବାଂଜି…
Read More...

ଶିବତଲା ସେବା ଶାନ୍ତି ସଙ୍ଗଠନ ତରଫରୁ ସ୍ୱଚ୍ଛତା ପକ୍ଷ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ସୂଚନାନୁସାରେ ସମଗ୍ର ରାଜ୍ୟରେ ସେପ୍ଟେମ୍ବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳିତ ହେବ । ଏହି ମହାନ କାର୍ଯ୍ୟର ମହତ୍ ଉଦ୍ଦେଶ୍ୟରେ ଶିବତଲା ସେବା ଶାନ୍ତି ସଙ୍ଗଠନ ତରଫରୁ ସ୍ୱଚ୍ଛତା ପକ୍ଷ ନୂଆପାଲି ସରକାରୀ ପ୍ରାଥମିକ…
Read More...

ନୂଆ ଗୁଡେଶିରା ହାଫ୍ ଡ଼େ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବାଗେଇବିରା ଚାମ୍ପିୟାନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଅନ୍ତର୍ଗତ ନୂଆ ଗୁଡେଶିରା ଗ୍ରାମରେ ହାଫ୍ ଡ଼େ ଫୁଟବଲ ପ୍ରତଯୋଗିତା ଚାରିଟି ଟିମ୍ ସଂୟା, ବଗେଇବିରା, ସାଉନ୍ତପୁର, ବାଞ୍ଜେନବାହାଲକୁ ନେଇ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଅଶ୍ଵିନୀ ଷଡ଼ଙ୍ଗୀ, ସାଂସଦ…
Read More...

ଚଣ୍ଡୀ ମନ୍ଦିରରେ ସ୍ୱର୍ଗତ ମହେନ୍ଦ୍ର ବଢ଼େଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ନୃସିଂହନାଥ ମନ୍ଦିର ନିକଟସ୍ଥ କୁଲିତା ଜାତିର ଇଷ୍ଟଦେବୀ ରଣେଶ୍ୱରୀ ରାମଚଣ୍ଡୀ ମନ୍ଦିର ପରିସରରେ ରବିବାର ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ସଭାରେ ସ୍ୱର୍ଗତ ମହେନ୍ଦ୍ର ବଢ଼େଇଙ୍କ ଫୋଟୋ ଚିତ୍ରରେ ମନ୍ଦିର ପୂଜକ…
Read More...

ବ୍ରାହ୍ମଣପଡା ଲକ୍ଷ୍ମୀଯୋର ସେତୁର ଲୋକାର୍ପଣ କଲେ ନରସିଂହ

ବଲାଙ୍ଗିରର ବିକାଶ ପ୍ରକ୍ରିୟା ନିରନ୍ତନ ଜାରି ରହିବ : ନରସିଂହବିକାଶ ବିରୋଧୀଙ୍କ କୁମ୍ଭୀର କାନ୍ଦଣାର ଉଚିତ୍‌ ଜବାବ ଦେବେ ଜନତା ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ରାହ୍ମଣପଡା ଲକ୍ଷ୍ମୀଯୋର ସେତୁର ଲୋକାର୍ପଣ କରିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ସେ କହିଛନ୍ତି ଯେ,…
Read More...

ପାଟଣାଗଡ଼ ଜବହାର କଲେଜ ୧୯୯୨-୧୯୯୪ ବ୍ୟାଜ୍ ଗ୍ରାଜୁଏଟ କଳା ବିଭାଗର ଆୟୋଜକ କମିଟି ପକ୍ଷରୁ ବୈଠକ ଅନୁଷ୍ଠିତ

ପାଟଣାଗଡ : ପାଟଣାଗଡ଼ ଜବହାର କଲେଜ ୧୯୯୨-୧୯୯୪ ବ୍ୟାଜ୍ ଗ୍ରାଜୁଏଟ କଳା ବିଭାଗର ୨୮ ବର୍ଷ ପରେ ଆୟୋଜକ କମିଟି ପକ୍ଷରୁ ରାଉତ କୃଷି ଫାର୍ମ ସରମୁହାଣଠାରେ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ୨୩/୯/୨୦୨୩ ଦିନ ନୂଆଁଖାଇ ଭେଟ୍‌ଘାଟ୍‌ ଓ ବନ୍ଧୁ ମିଳନ ଆଯୋଜନ ନିମନ୍ତେ…
Read More...

ଆଇନ ସଚେତନତା ଶିିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ଆନୁକୂଲ୍ୟରେ ରାମଜୀ ଉଚ୍ଚ ବିଦ୍ୟାଳୟ, କୁରୁଲଠାରେ ଏକ ଆଇନ ସେଚତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ପାଇଁ ଏକ ଆଲୋଚନାଚକ୍ର କରାଯାଇଥିଲା । ଆଲୋଚନାଚକ୍ରଟି…
Read More...

ପଶ୍ଚିମାଂଚଳ ବିଜୁଳି ଶ୍ରମିକ ସଂଘର ସାଧାରଣ ଅଧିବେଶନରେ ବିଶିଷ୍ଟ ଶ୍ରମିକ ନେତା ପ୍ରମୋଦ ମିଶ୍ରଙ୍କ ଆହ୍ୱାନ : ଅଂଚଳର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମାଂଚଳ ବିଜୁଳି ଶ୍ରମିକ ସଂଘର ସାଧାରଣ ଅଧିବେଶନ ମହାସମାରୋହରେ ସ୍ଥାନୀୟ ମୀନା ଟେଣ୍ଟ ହାଉସଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ପ୍ରାୟ ୭୦୦ ପ୍ରତିନିଧିଙ୍କୁ ନେଇ ଅନୁଷ୍ଠିତ ଏହି ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ବିଶିଷ୍ଟ ଶ୍ରମିକ ନେତା ତଥା କୋସଲବାଦୀ…
Read More...