Daily Archives

ବିଶ୍ୱ ହୃଦୟ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ ନିଦ୍ଦେର୍ଶ କ୍ରମେ ଓ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କ ଆହ୍ୱାନରେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରାୟ ୮୦ଟି ବିଦ୍ୟାଳୟରେ ଜୁନିଅର ରେଡକ୍ରସ ୟୁନିଟ୍‌ ତରଫରୁ ବିଶ୍ୱ ହୃଦୟ ଦିବସ ପାଳିତ
Read More...

ପାଟଣା ପ୍ରଜାମେଳିର ୮୪ବର୍ଷ ପୂର୍ତ୍ତି ଉତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚୁଡାପାଲି ହାଇସ୍କୁଲ ପଡିଆରେ ପାଟଣା ପ୍ରଜାମେଳି ଆନ୍ଦୋଳନର ୮୪ ବର୍ଷ ପୂର୍ତ୍ତି ଉତ୍ସବ ଆଜି ପାଳନ କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ସ୍ମୃତି କମିଟି ପକ୍ଷରୁ ସଭାପତି ଲୋକନାଥ କୁମୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ
Read More...

ଆଇଆର୍‌ଇଏଲ୍ ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇ.ଆର.ଇ.ଏଲ୍. (ଇଣ୍ଡିଆ) ଭାରତ ସରକାରଙ୍କ ଏକ ପ୍ରତିଷ୍ଠିତ କମ୍ପାନୀ ସୌଜନ୍ୟରେ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ କମ୍ପାନୀର ପ୍ରଭାବିତ ଅଞ୍ଚଳ ଅଧୀନସ୍ଥ ଛତ୍ରପୁର ବ୍ଲକର ୭ଟି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଶିବିରର ଆୟୋଜନ
Read More...

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରେ ଭାଗବତ ଜନ୍ମ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାଦ୍ର ପୂର୍ଣ୍ଣିମା ଦିନ ଶ୍ରୀ ଶ୍ରୀ ନୃସିହନାଥ ମନ୍ଦିରଠାରେ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜ ଓ ମନ୍ଦିର ପୂଜକମାନଙ୍କ ଦ୍ଵାରା ଭାଗବତ ଜନ୍ମ ପାଳିତ ହୋଇଥିଲା । ଜଗନ୍ନାଥ ଦାସଙ୍କ ଲିଖିତ ଭାଗବତ ପ୍ରଥମ ସ୍କନ୍ଧରୁ ଦ୍ଵାଦଶ ସ୍କନ୍ଧ ପର୍ଯ୍ୟନ୍ତ ଭାଗ
Read More...

ବଲାଙ୍ଗିର ଜିଲ୍ଲା ସିନିୟର ନକ୍‌ଆଉଟ୍‌ ଫୁଟ୍‌ବଲ୍‌ ଷଷ୍ଠ ଦିବସ

କୁଶଙ୍ଗ, ବିଲେଇସର୍ଡା, ବ୍ଲୁ ମାଉଣ୍ଟେନ, ସାଇଟ, ଫ୍ରେଣ୍ଡସ୍‌ କ୍ଲବ, ଗୁଡିଘାଟ, ମହିପୁର, ଗୁଲମି, ନାରେନ, ଲୁହାସିଂହା ଓ ଆରକେ ଷ୍ଟିଲ ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୧୧ ଗୋଟି ପଡିଆରେ ଫୁଟ୍‌ବଲ୍‌ ଖେଳ ଅନୁଷ୍ଠିତ ହୋଇଯାଇଛି ।
Read More...

ମହିଳା ସାମୁଖ୍ୟ ଫାର୍ମର୍ସ ପ୍ରଡୁସର କଂପାନୀ ଲିମିଟେଡର ୩ୟ ବାର୍ଷିକ ସାଧାରଣ ପରିଷଦ ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଂଚାୟତ ଉଦ୍ୟାନ ନିକଟସ୍ଥ ମେହେର ଧର୍ମଶାଳା ସଭାମଣ୍ଡପଠାରେ ମହିଳା ସାମୁଖ୍ୟ ଉତ୍ପାଦକ କଂପାନୀ ଲିମିଟେଡ୍‌ର ୩ୟ ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କଂପାନୀର ଲକ୍ଷ୍ୟ
Read More...

ବଲାଙ୍ଗିର ଚାନ୍ଦ ମନ୍ଦିରରେ ଅନ୍ତମୁଖି ଭାଗବତ ପାରାୟଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାଗବତ ଜନ୍ମ ଉପଲକ୍ଷେ ଟିକ୍ରାପଡା ଚାନ୍ଦ ମନ୍ଦିରରେ ଅନ୍ତମୁଖି ଭାଗବତ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୨୧ ଜଣ ନିମନ୍ତ୍ରିତ ପଣ୍ଡିତଙ୍କ ଦ୍ୱାରା ଶ୍ରୀମଦ୍‌ ଭାଗବତ ମହାପୁରାଣ ପଠନ ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଜଗନ୍ନାଥ ମନ୍ଦିର
Read More...

ଇନ୍ଦ୍ରମଣି ସାହୁ ଜନ୍ମ ଶତ ବାର୍ଷିକୀ ପାଳିତ

ପାଟଣାଗଡ, (କେପିଏନ୍‌ଏସ୍‌) : କୋଶଲି ଭାଷାର କିମ୍ବଦନ୍ତୀ ପୁରୁଷ ଇନ୍ଦ୍ରମଣି ସାହୁଙ୍କ ଜନ୍ମ ଶତବାର୍ଷିକ ପାଟଣାଗଡ ସ୍ଥିତ ଇଶ୍ବର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ପାରାୟଣ ଗାୟକ ସହସ୍ରାଂଶୁ ହୋତା କୋଶଲି ରାମାୟଣ ଗାଇବା ପରେ ଏହି ସମାରୋହରେ ଡ ଦୋଳଗୋବିନ୍ଦ ବିଶି, ସୁଜିତ କୁମାର ପୃଷେଠ,
Read More...

ଜିଲ୍ଲାସ୍ତରୀୟ ବିଶ୍ୱ ହୃଦୟ ଦିବସ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସ୍ଥାନୀୟ ଜିଲ୍ଲା ତାଲିମ ପ୍ରକୋଷ୍ଠରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଶ୍ୱରଞ୍ଜନ ପତିଙ୍କ ଅଧ୍ୟକ୍ଷତାରେ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା
Read More...

ଡ୍ରାଇଭର ଭଗତରାମ ବରିହାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦହିତା ନିବାସୀ ଡ୍ରାଇଭର ଭଗତରାମ ବରିହାଙ୍କ ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ବେଳକୁ ୩୦ ବର୍ଷ ବୟସ ହେଉଥିଲା । ସେ ରାଇପୁର ବାଲାଜୀ ହସ୍ପିଟାଲରେ ଚିକିତ୍ସିତ ହେବା ସମୟରେ ଆରପାରିକୁ ଚାଲି ଯାଇଛନ୍ତି । ସେ ଜଣେ ଶାନ୍ତି ଓ ସରଳ
Read More...