Daily Archives

ସର୍ବଭାରତୀୟ ଲୋକନୃତ୍ୟ ଓ ସଂଗୀତ ସମାରୋହ ଲୋକକଳା ଉତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂସ୍କୃତି ଆମର ପରିଚୟ । ଭାରତର ସାଂସ୍କୃତିକ ବୈଚିତ୍ର ହିଁ ଆମର ବିଶେଷତ୍ୱ । ସାରା ଭାରତର ସାଂସ୍କୃତିକ ବିଶେଷତ୍ୱକୁ ପ୍ରୋତ୍ସାହନ ଦେବାକୁ ଭାରତ ସରକାରଙ୍କ ଉଦ୍ୟମ ଜାରି ରହିଛି । ଲୋକକଳା ଉତ୍ସବ ପରି ସର୍ବଭାରତୀୟ କାର୍ୟ୍ୟକ୍ରମ ବଲାଙ୍ଗିରରେ ହେବା, ଏହାର
Read More...

ଆମେ ଜାଣିବା, ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହଠାରେ ଅଭିଭାବକ ଆମର ଅଂଶୀଦାର ଆମେ ଜାଣିବା, ଆମେ ଜିତିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମୋହିନୀ ଦଳପତି ସଭାପତିତ୍ୱ କରିଥିବା ବେଳେ
Read More...

ପଦ୍ମପୁର ଯୁବମୋର୍ଚ୍ଚା ବିଜେପି ତରଫରୁ ରକ୍ତଦାନ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ଆଜି ପଦ୍ମପୁର ସ୍ଥିତ ସ୍ଥାନୀୟ ଟାଉନ ହଲଠାରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୪ତମ ଜନ୍ମ ଦିନ ପାଳନ ପୂର୍ବକ ଏକ ରକ୍ତ ଦାନ ଶିବିର
Read More...

ଗୁଲୁମି ଜଙ୍ଗଲ ନିକଟରେ ଫାଇନାନ୍ସ କର୍ମଚାରୀଙ୍କ ମୋବାଇଲ ଲୁଟ୍‌ ଘଟଣା : ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଅଗଷ୍ଟ ମାସରେ ଦୁଇ ଜଣ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ଦୁଇ ମହିଳା କର୍ମଚାରୀ ଟିଟିଲାଗଡରୁ ଗୁଲୁମୀ ଯିବା ସମୟରେ ରାସ୍ତା ଉପରେ ଗଛ ପଡ଼ି ଦେଖି ଅଟକିଥିଲେ, ସେହି ସମୟରେ ଜଣେ ଯୁବକ ତାଙ୍କ ଠାରୁ ମୋବାଇଲ୍ ଲୁଟ କରି ଫେରାର ମାରିଥିଲେ । ଏନେଇ ବବି
Read More...

ସରକାରୀ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟ ମଦନପୁରଠାରେ ଅବିଭାବକ ସହଭାଗିତା କାର୍ଯ୍ୟକ୍ରମ : “ଆମେ ଜାଣିବା, ଆମେ…

କଳାହାଣ୍ଡି, (ପ୍ରଦିପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ସ୍ଥିତ ସରକାରୀ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କ ସଭାପତିତ୍ୱରେ ଆଜି ଅଭିଭାବକ ସହଭାଗିତା "ଆମେ ଜାଣିବା, ଆମେ ଜିତିବା" କାର୍ଯ୍ୟକ୍ରମ
Read More...

କୁମୁଡ଼ା ଗ୍ରାମ ଯିବା ରାସ୍ତାକଡରେ ଯାଆଁଳା ଶିଶୁ ଜନ୍ମ କଲେ ଗର୍ଭବତୀ : ଟିଟିଲାଗଡ ପୋଲିସ ସହାୟତାରେ ଅଣାଗଲା…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରାସ୍ତାକଡରେ ଯାଆଁଳା ଶିଶୁ ଜନ୍ମ କଲେ ଗର୍ଭବତୀ । ପରେ ଟିଟିଲାଗଡ ପୋଲିସ ସହାୟତାରେ ତାଙ୍କୁ ଡାକ୍ତରଖାନା ଅଣାଯାଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି କୁମୁଡ଼ା ଗ୍ରାମ ଯିବା ରାସ୍ତାକଡ଼ରେ । ଟିଟିଲାଗଡରୁ କେନ୍ଦୁମୁଣ୍ଡି ଯିବା ରାସ୍ତା କୁମୁଡା
Read More...

ଅଜୁଙ୍କୁ ସ୍ୱାବଲମ୍ବୀ କରିଛି ଛତୁ ଚାଷ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଅଜୁଙ୍କୁ ସ୍ୱାବଲମ୍ବୀ କରିଛି ଛତୁ ଚାଷ । ଏବେ ସେ ୮ ଜଣଙ୍କୁ ରୋଜଗାର ଦେବାକୁ ବି ସକ୍ଷମ ହୋଇପାରିଛନ୍ତି । ପାଟଣାଗଡ଼ ପାଖ ଭଏଁସାର ନିବାସୀ ଅଜୁ । +୨ ପାଠ ପଢ଼ି ସାରିବା ପରେ ସେ ଅର୍ଥ ଉପାର୍ଜନ ପାଇଁ ଚିନ୍ତା କରି ନିଜ ଚାଷ ଜମିରେ ଏକ ଫାର୍ମ ହାଉସ କରି
Read More...

ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ସରିଯାଇଛି ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । ଚାଲିଛି ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଏହି ଅବସରରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ଥିବା ଦିବ୍ୟ ଚେତନା ମହିମା ମନ୍ଦିର ସନ୍ଥ ଭୀମ ଭୋଇ ଗୁରୁକୂଳ ଆଶ୍ରମଠାରେ
Read More...

ଉଦ୍‌ଘାଟିତ ହେଲା ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ସଦର ମହକୁମା ପୃଥୀରାଜ ହାଇସ୍କୁଲ ଇଣ୍ଡୋର ଷ୍ଟାଡିୟମଠାରେ ଓଡିଶା ରାଜ୍ୟ ସ୍କୁଲ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ ୨୦୨୩ ଉଦ୍‌ଘାଟିତ ହୋଇଛି । ଏହି ପ୍ରତିଯୋଗିତାକୁ ବଲାଙ୍ଗିର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟେଟ ଚଞ୍ଚଲ ରାଣା ଉଦ୍‌ଘାଟନ
Read More...

ଶାସ୍ତ୍ରୀ ନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ୍ତାହିକ “ଆୟୁଷ୍ମାନ ଭବଃ” ସ୍ୱାସ୍ଥ୍ୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାସ୍ତ୍ରୀ ନଗର କ୍ଳବ ପରିସର ମଧ୍ୟରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଆରମ୍ଭ କରାଯାଇଥିବା "ଆୟୁଷ୍ମାନ ଭବଃ ଅଭିଯାନ"ର ସପ୍ତାହ ବ୍ୟାପି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଏକ ସ୍ୱାସ୍ଥ୍ୟ ମେଳା
Read More...
error: Content is protected !!