Daily Archives

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ଗାନ୍ଧୀ ଷ୍ଟାଡ଼ିଅମ୍‌ ସାମ୍ନାରୁ ଜବର୍‌ଦଖଲ୍‌ ହଟାଇବାକୁ ଅଂଟାଭିଡ଼ିଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ଗାନ୍ଧୀ ଷ୍ଟାଡ଼ିଅମ୍‌ ସାମ୍ନାରୁ ଜବର୍‌ଦଖଲ୍‌ ହଟାଇବା ପାଇଁ ଆଜି ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ବଲାଙ୍ଗିର ତହସିଲ୍‌ଦାର ଡ.ପୁଷ୍ପାଂଜଳି ପଣ୍ଡାଙ୍କ ଉପସ୍ଥିତିରେ ଗାନ୍ଧୀ
Read More...

ପଞ୍ଚମହାଭୂତରେ ଲୀନ ହେଲେ ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମନାଭ ମିଶ୍ର

ଭୁବନେଶ୍ୱର : ଆଜି ଓଡିଶା ଚିତ୍ରକଳା ଜଗତ ପାଇଁ ଏକ ଦୁଃଖଦ ଦିବସ, ପଞ୍ଚମହାଭୂତରେ ଲୀନ ହେଲେ ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମନାଭ ମିଶ୍ର । ସ୍ୱାଧୀନତା ପୂର୍ବ ୧୯୪୦ରେ ବର୍ତ୍ତମାନର ସୁବର୍ଣ୍ଣପୁର ଜିଲ୍ଲାରେ ଜନ୍ମ ଗ୍ରହଣ କରନ୍ତି ଓ ହାଇସ୍କୁଲ ଶିକ୍ଷା ଗ୍ରହଣ ପରେ ସରକାରୀ କାର୍ଯ୍ୟରେ
Read More...

ଏବିସିଡି ପଦ୍ମପୁର ପକ୍ଷରୁ ବୋଡାସମ୍ବର ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଆର୍‌ବି ହାଇସ୍କୁଲ ପ୍ରାଙ୍ଗଣରେ ଗଙ୍ଗାଧର ମଣ୍ଡପଠାରେ ପଦ୍ମପୁର ସ୍ଵେଛାସେବୀ ଅନୁଷ୍ଠାନ ଏବିସିଡି ଆୟୋଜିତ ବୋଡ଼ାସମ୍ବର ନୂଆଖାଇ ଭେଟ୍‌ଘାଟ୍‌ ରୌପ୍ୟ ଜୟନ୍ତୀ ଦୁଇଦିନ ଧରିଦିନ ଅନୁଷ୍ଠାନର ଉପଦେଷ୍ଠା ନାଟ୍ୟକାର କେଶରଞ୍ଜନ ପଧାନ ଓ ଉପଦେଷ୍ଟା
Read More...

ପ୍ରଥମ ମହିଳା ବାଚସ୍ପତି ହେଲେ ପ୍ରମିଳା ମଲ୍ଲିକ, ନିର୍ଦ୍ଵନ୍ଦ୍ଵରେ ହେଲେ ନିର୍ବାଚିତ

ଭୁବନେଶ୍ଵର : ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି । ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି । ଅନ୍ୟ କେହି ନାମାଙ୍କନ ଭରି ନଥିବାରୁ ସେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି ।
Read More...

ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଦୁଲୁକିଲା ବାନ୍ଧନଘୋର ଗାଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଦୁଲୁକିଲା ବାନ୍ଧନଘୋର ଗାଁ । ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ସଭାପତି ଓ ବର୍ତମାନ ବଲାଙ୍ଗିର ଜିଲ୍ଲା ସମିତି ସଭ୍ୟ ସଭାପତି ଗୋଲାପ ବାଗ, ବଲାଙ୍ଗିର ବ୍ଲକ ସଭାପତି ସରିତା ବାଗ ଓ ସମ୍ମାନିତ ଅତିଥି ଭାବେ ସୂର୍ଯ୍ୟ
Read More...

ବଲାଙ୍ଗିର ମାଟିର ମହକ ଡା. ଅନନ୍ୟା ଉଦ୍‌ଗାତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ମହକ ଡା. ଅନନ୍ୟା ଉଦ୍‌ଗାତା । ପେସାରେ ସେ ଜଣେ ଡାକ୍ତର, ଅଥଚ ନିଶା ତାଙ୍କ ଗୀତ ଗାଇବାରେ । ଖୁବ୍‌ ସୁନ୍ଦର ଗୀତ ଗାଆନ୍ତି, ଶ୍ରୋତାଙ୍କୁ ବିମୁଗ୍ଧ କରିଦେବା ଭଳି ଚମତ୍‌କାର ପ୍ରତିଭାର ଅଧିକାରିଣୀ ଅନନ୍ୟା । ବଲାଙ୍ଗିର ସହରର ତୁଳସୀନଗରରେ
Read More...

ଭକ୍ତ ଦାସିଆ ପୀଠରେ ସିଦ୍ଧବିନାୟକ ପୂଜା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବାଲିଗ୍ରାମର ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା କ୍ଷେତ୍ରସ୍ଥ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ସିଦ୍ଧବିନାୟକଙ୍କ ମନ୍ଦିରରେ ଶ୍ରୀଗଜାନନଙ୍କ ପୂଜାକର୍ମ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଅଛି । ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ
Read More...