Daily Archives

ପ୍ରେମରେ ବିଫଳ ହେବା ପରେ ପ୍ରେମିକଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧୋକା ଦେଲା ପ୍ରେମିକା । ସହି ପାରିଲାନି ପ୍ରେମିକ । ପ୍ରେମରେ ବିଫଳ ହେବା ପରେ ରେଳ ଧାରଣାରେ ଶୋଇ ପ୍ରେମିକ ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ଦେବଦୁତ ହୋଇ ଆସିଲେ ଟ୍ରାକ ମେସିନ କର୍ମଚାରୀ ଓ ଉଦ୍ଧାର କରିଛନ୍ତି ପ୍ରେମିକଙ୍କୁ । ପୁଇଁତଲା ଥାନା ଅର୍ନ୍ତଗତ
Read More...

ସାନଟିକାରେ ନୂଆଁଖାଇ ଭେଟ୍‌ଘାଟ୍‌

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାନଟିକା ସ୍ଥିତ ପ୍ରସିଦ୍ଧ ଜଳେଶ୍ୱର ଶୈବପୀଠରେ ଆଜାଦ ୟୁଥ କ୍ଳବ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ନଅଗାଁ (ଖ) ପଂଚାୟତର ସରପଞ୍ଚ ବୃନ୍ଦାବନ ସେଠ,
Read More...

କନ୍ଧପାଲିପଡ଼ା-ସଦାଇପାଲି ରାସ୍ତାରେ ବାଇକ୍‌କୁ ପିଟିଲା ଅଜଣା ଗାଡ଼ି : ବାଇକ୍‌ ଆରୋହୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : କନ୍ଧପାଲିପଡ଼ାରୁ ସଦାଇପାଲି ଆଡ଼କୁ ଯାଇଥିବା ରାସ୍ତା ଅଘରିଆ ଭବନ ଆଗକୁ କନ୍ଧପାଲିପଡ଼ାର ଶ୍ମଶାନ ପାଖରେ ଆଜି ସଂଧ୍ୟାରେ ଏକ ବାଇକ୍‌କୁ ପିଟଛି ଗୋଟିଏ ଅଜଣା ଗାଡ଼ି । ଏଥିରେ ଜଣେ ବାଇକ୍‌ ଆରୋହୀ ଗୁରୁତର ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ
Read More...

ଶିବତଲା ପ୍ରିମିୟମ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ-୨୦୨୩ ଉଦ୍‌ଯାପିତ

ଶିବତଲା, (କେପିଏନ୍‌ଏସ୍‌) : ଶିବତଲା ମିନି ଷ୍ଟାଡିୟମରେ ଶିବତଲା ପ୍ରିମିୟମ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ-୨୦୨୩ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ମାଇଷ୍ଟିକ ମୁଷ୍ଟାଙ୍ଗସ ବନାମ ଜୟ ଭୋଲେ ଇଲେଭେନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ମାଇଷ୍ଟିକ ମୁଷ୍ଟାଙ୍ଗସ ଦଳ ୮ ଉଇକେଟରେ ବିଜୟୀ
Read More...

ବାଇକ – ଟ୍ରକ ମୁହାଁମୁହିଁ, ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖପ୍ରାଖୋଲ ଥାନା ପଡ଼ିଆବାହାଲ ପଞ୍ଚାୟତ ଅନ୍ତର୍ଗତ ସାନଉଡେନ ନିକଟସ୍ଥ ପୋଖରୀ ନିକଟରେ ଜୁରିଆ ରାସ୍ତାରେ ଟ୍ରକ ଓ ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା ହେବା ଫଳରେ
Read More...

ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ସ୍ଥଳରେ ନରସିଂହ

ଶିକ୍ଷକଙ୍କ ନ୍ୟାର୍ଯ୍ୟ ଦାବୀ ନେଇ ବିଧାନସଭା ହେବ ହୁଲସ୍ତୁଲ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରାଥମକ ଶିକ୍ଷକଙ୍କ ଦାବୀ ଯୁକ୍ତିଯୁକ୍ତ ଅଟେ । ମୁଁ ଏବଂ ମୋ ଦଳ ଏହାକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛୁ । ରାଜ୍ୟ ସରକାର ଗୋଟିଏ ପଟେ କହୁଛନ୍ତି ପ୍ରତ୍ୟେକ କ୍ଷେତ୍ରରେ ଠିକା
Read More...

ଲଗାଣ ବର୍ଷାରେ ଭାଙ୍ଗିଗଲା ଘର : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ଗ୍ରାମର ଲୋକନାଥ ନାଗ ଓ ତାଙ୍କ ପରିବାର ହସ ଖୁସିରେ ରାତିରେ ଶୋଇପଡିଲେ । ରାତି ସାରା ଲଗାଣ ବର୍ଷାରେ ସକାଳ ନ ପାହାଣୁ ପ୍ରାତଃ ୩ଟା ସମୟରେ ତାଙ୍କର ରହୁଥିବା ଚାଳ ଛପର ଘର ଭାଙ୍ଗି ପଡିଥିଲା । ଯାହା
Read More...

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ଵର୍ଗତ ଚତୁର୍ଭୁଜ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଯୋଜନା ଓ ସମନ୍ୱୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସ୍ଵର୍ଗତ ଚତୁର୍ଭୁଜ ସାହୁଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ
Read More...

‘ବିଶ୍ୱ ମୋଟର କାର ମୁକ୍ତ ଦିବସ’ : ସାଇକେଲ ଚଳାନ୍ତୁ ସୁସ୍ଥ ରୁହନ୍ତୁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସେପ୍ଟେମ୍ବର ୨୨ ହେଉଛି "ବିଶ୍ୱ ମୋଟର କାର ମୁକ୍ତ ଦିବସ" । ଏହି ଦିବସ ପାଳନର ଲକ୍ଷ୍ୟ ହେଲା ଜନସାଧାରଣଙ୍କ ଗମନାଗମନ ପାଇଁ ସାଇକେଲ ଚଲାଇବା ଏବଂ ପାଦରେ ଚାଲିବା ଇତ୍ୟାଦିକୁ ପ୍ରୋତ୍ସାହିତ କରିବା । ଚାକିରି କରୁଥିବା ସ୍ଥାନ ତଥା ବଜାର ନିକଟରେ ବାସ
Read More...

ପୂରାତନରେ ନୂତନତ୍ୱର ଦର୍ଶନ ରାଧାନାଥ କାବ୍ୟର ବୈଶିଷ୍ଟ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଧୁନିକ ଓଡ଼ିଆ ସାହିତ୍ୟର ଅଗ୍ରଗଣ୍ୟ କବିବର ରାଧାନାଥ ରାୟ ପ୍ରାଚୀନ ଓ ଆଧୁନିକ ଦର୍ଶନର ସମନ୍ୱୟରେ ସିଦ୍ଧହସ୍ତ ଥିଲେ ବୋଲି ମୁଖ୍ୟ ଆଲୋଚିକା ମ୍ୟୁନିସିପାଲ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପିକା ନୀତୁ ସେଠ୍ ଆଦର୍ଶ ପାଠାଗାର ଦ୍ବାରା ଆୟୋଜିତ ଆଦର୍ଶ
Read More...
error: Content is protected !!