Daily Archives

ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ଲୋକାର୍ପଣ ଉତ୍ସବରେ ଯୋଗଦେଲେ ସାଂସଦ : ବିଜେପି କାର୍ଯ୍ୟାଳୟ ଉଦ୍‌ଘାଟିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସେପ୍ଟେମ୍ବର ୧୭ ତାରିଖ ଅର୍ଥାତ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ଏହି ଦିବସକୁ ପାଳନ କରିବା ସହ ଆଜିର ବିଶ୍ଵକର୍ମା ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ବିଶ୍ଵକର୍ମା ଯୋଜନା ଆରମ୍ଭ
Read More...

ଖପ୍ରାଖୋଲ ପୋଲିସ ଦ୍ୱାରା କଫ ସିରପ ଜବତ : ୨ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅଧିକାରୀଙ୍କ ନଜର ଅସାମାଜିକ ତଥା ନିଶା କାରବାରରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଉପରେ ରହି ଆସୁଥିବା ବେଳେ ବେଆଇନ କଫ ସିରପ କାରବାର କରୁଥିବା ଦୁଇଜଣ ବ୍ୟକ୍ତିଙ୍କୁ ପୃଥକ ପୃଥକ ଜାଗାରୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ରବିବାର ଖପ୍ରାଖୋଲ
Read More...

ରାମଚଣ୍ଡୀ ମନ୍ଦିର ପରିଦର୍ଶନ କଲେ ଡି ମୁରଲୀ କ୍ରିଷ୍ଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ, ନୃସିଂହନାଥ ନିକଟରେ ଥିବା ରଣେଶ୍ୱର ରାମଚଣ୍ଡୀ ମନ୍ଦିରଙ୍କୁ ଯାଇ ବରଗଡ ମଲ୍ଟି ନେସେନେଲ ହସ୍ପିଟାଲର ଏମ୍‌ଡି, ଡି ମୁରଲୀ କ୍ରିଷ୍ଣା ପୂଜା ଅର୍ଚନା କରିବା ସହ ମନ୍ଦିରର ଚାରିପଟେ ସୌନ୍ଦର୍ଯ୍ୟ ପାଇଁ ୨୫୦୦ ଘନ ଫୁଟ
Read More...

ନୂଆଁଖାଇ ପାଇଁ ସୁଟିଂ ଚାଲିଛି ନୂଆଁଖାଇର ଭାବ ପିରତି ଭିଡିଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହନୀ କ୍ରିଏସନ ତରଫରୁ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇକୁ ଆଖି ଆଗରେ ରଖି ସବୁ ବର୍ଷ ପରି ଏଇ ବର୍ଷ ମଧ୍ୟ ଆମ ଅଂଚଳର ନୃତ୍ୟ, କଳା, ସଂସ୍କୃତିକ ପରମ୍ପରାକୁ ନେଇ ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ଏକ ନୂଆଁଖାଇ ମ୍ୟୁଜିକ ଭିଡିଓ ପାଇଁ ପ୍ରସ୍ତୁତି ଚାଲିଛି ।
Read More...

ଚନ୍ଦନଭାଟି ଓ ମିର୍ଦ୍ଧାପାଲି ଅଞ୍ଚଳ ବୁଲିଲେ ନରସିଂହ : ବିଭିନ୍ନ ପ୍ରକଳ୍ପର ହେଲା ଭିତ୍ତିପ୍ରସ୍ତର ଓ ଶୁଭ ଉଦ୍‌ଘାଟନ

ନିର୍ବାଚନ ପୂର୍ବରୁ ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରାଯିବ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଞ୍ଚଳର ବିକାଶ ଏକ ନିରନ୍ତର ପ୍ରକ୍ରିୟା । ଲୋକେ ତାର ଆବଶ୍ୟକତାକୁ ସବୁବେଳେ ପ୍ରାଥମିକତା ଭିତ୍ତିରେ ପୁରଣ କରିବା ପାଇଁ ଚେଷ୍ଟା କିମ୍ବା ଦାବୀ କରିବା ଦରକାର । ବିଗତ ୯
Read More...

ଓଡିଶା ସରକାରୀ ହାଇସ୍କୁଲ ମାଧ୍ୟମିକ ଏନ୍‌ପିଏସ୍‌ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜିକୁ କିଛି ମାସ ପୂର୍ବରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ଘୋଷଣା କରିଥିଲେ । ଓଡିଶା ମାଟିରୁ ଚୁକ୍ତି ଭିତ୍ତିକ ପ୍ରଥାର ଉଚ୍ଛେଦ କରିଥିଲେ । ଯେଉଁମାନେ ଚୁକ୍ତି ଭିତ୍ତିକ ବା ଠିକା ଭାବରେ ଓଡିଶା ସରକାରଙ୍କ ଅଧିନରେ
Read More...

ଓବିସି ମଂଚ ଦ୍ୱାରା ପେରିୟାର ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ‘ନବସେତୁ’ ମାସିକ ପତ୍ରିକା ଆନୁକୂଲ୍ୟରେ ମହାନ କ୍ରାନ୍ତିକାରୀ ନେତା, ପଛୁଆ ବର୍ଗର ତ୍ରାଣକର୍ତ୍ତା ପେରିୟାର ଇ. ଭି. ରାମସ୍ୱାମୀ ନାୟକରଙ୍କ ୧୪୫ ତମ ଜନ୍ମ ଦିନ ରାଜେନ୍ଦ୍ରପଡା, ବଲାଙ୍ଗିର ସ୍ଥିତ ଜିଲ୍ଲା ଓବିସି ମଂଚ ବଲାଙ୍ଗିରର ସଭାଗୃହରେ ପାଳିତ
Read More...

ସୁଶ୍ରୀ ଆଇଟିଆଇର ସମାବର୍ତ୍ତନ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ସ୍ଥିତ ସୁଶ୍ରୀ ଆଇଟିଆଇର ଏଆଇଟିଟି ୨୦୨୩ ଉର୍ତ୍ତିଣ୍ଣ ପ୍ରଶିକ୍ଷାର୍ଥୀଙ୍କ ସମାବର୍ତ୍ତନ ଉତ୍ସବ ଶୁଶ୍ରୀ ଆଇ.ଟି.ସି ପରିସରରେ ଡା. ନାରାୟଣ ପ୍ରସାଦ ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ରାମଜୀ ଯୁବକ ସଂଘର ସଭାପତି ଡ. ପ୍ରମୋଦ
Read More...

ଚାନ୍ଦୋତରା ବସଷ୍ଟାଣ୍ଡରେ ହାଇମାକ୍ସ ଲାଇଟ୍‌ ଉଦ୍‌ଘାଟନ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଚାନ୍ଦୋତରା ବସଷ୍ଟାଣ୍ଡରେ ହାଇମାକ୍ସ ଲାଇଟ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ସିନ୍ଧେକେଲା ଦ୍ୱାରସେନି ମନ୍ଦିରଠାରୁ ବିରାଟ ବାଇକ
Read More...

ସ୍ଵରାଗିଣୀ ଖୁଦୁରୁକୁଣୀ ମେଲଣ ଆସନ୍ତା ୨୫ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସ୍ଵରାଗିଣୀ ତରଫରୁ ଦ୍ୱିତୀୟ ଖୁଦୁରୁକୁଣୀ ମେଲଣ ଆସନ୍ତା ୨୫ ତାରିଖ ଦିନ ସେକ୍ଟର ୨୦ କମ୍ୟୁନିଟି ସେଣ୍ଟରରେ ଅପରାହ୍ନ ୩ ଟାରେ ପାଳନ ହେବ । ଏହି ସମ୍ପର୍କରେ ଆଜି ରାଉରକେଲା କ୍ଲବଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର
Read More...