Daily Archives

ବର୍ଷା ଯୋଗୁଁ ଫସିଲା କାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସଂଧ୍ୟାରେ ବଲାଙ୍ଗିର ସହରରେ ଜୋର୍‌ସୋର୍‌ ବର୍ଷା ହୋଇଥିବା ବେଳେ ସହରର ଲାଲ୍‌ଟିକ୍ରା ଗ୍ରୀଡ୍‌କୋ ସାମ୍ନାରେ ଥିବା ବଡ଼ଦେଓନଗରରେ ଏକ କାର୍‌ ଫଶି ଯାଇଥିବା ଦେଖିବାକୁ ମିଳିଛି । ମ୍ୟୁନିସିପାଲିଟିର ଅବହେଳା ଯୋଗୁଁ ଏଭଳି ଅବସ୍ଥା ଦେଖିବାକୁ ମିଳିଛି ବୋଲି…
Read More...

ନୀଲମ ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ନୀଲମ ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନ ତରଫରୁ ବୃଦ୍ଧବ୍ୟକ୍ତି ତଥା ଦିବ୍ୟାଙ୍ଗଙ୍କ ପାଇଁ ଏକ ହୁଇଲ ଚେୟାର ରେଲୱେ ଷ୍ଟେସନର ମହାପ୍ରବନ୍ଧକ ପ୍ରଭାସ ଦାଶଙ୍କୁ ପ୍ରଦାନ କରିଥିଲେ । ଏହି…
Read More...

ସମାଜସେବୀଙ୍କ ବସ୍ତି ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ହାତିବନ୍ଧା ପଞ୍ଚାୟତର ଉପରବାଲିଯୋଡି ଅଞ୍ଚଳ ବୁଲିବା ସମୟରେ ପୁନର୍ବାର ଏକ ଅସହାୟ ପରିବାରକୁ ଭେଟିଥିଲେ । ଏହି ପରିବାର ମୁଖ୍ୟ ଗୁଲବଦନ କିସାନ ଯିଏକି ନିଜ ଜୀବନ ଜୀବିକାରେ ଏକ କ୍ଷୁଦ୍ର…
Read More...

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ତରଫରୁ ସମୂହ ଛୁଟି ସହ ମ.ରାମପୁରର ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ମ.ରାମପୁର, (ହେମନ୍ତ ସାହୁ) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଫେଡେରସନ୍‌ ମ.ରାମପୁର ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ୩ ଦଫା ଦାବୀ ସମ୍ବଳିତ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ଗତ ଅଗଷ୍ଟ ପାଞ୍ଚ ତାରିଖ ଦିନ ପ୍ରଦାନ କରାଯାଇଥିଲା ।…
Read More...

ପାଞ୍ଚ ଦଫା ଦାବୀ ନେଇ କାରାଗାର କର୍ମଚାରୀ ସଂଘର କଳା ବ୍ୟାଚ ପରିଧାନ

ମ.ରାମପୁର, (ହେମନ୍ତ ସାହୁ) : କେନ୍ଦ୍ରୀୟ କମିଟି ଭୁବନେଶ୍ୱରଙ୍କ ଆହ୍ୱାନ କ୍ରମେ ପାଞ୍ଚ ଦଫା ଦାବୀ ନେଇ ମ.ରାମପୁର ଉପକାରାଗାରଠାରେ କର୍ମଚାରୀମାନେ କଳା ବ୍ୟାଚ୍ ପରିଧାନ କରି ପ୍ରତିବାଦ କରିଥିଲେ । ପାଞ୍ଚ ଦଫା ଦାବୀ ଯଥା, କାରାରକ୍ଷୀଙ୍କ ଗ୍ରେଡ୍ ପେକୁ ୧୯୦୦ରୁ ୨୦୦୦ ଓ ମୁଖ୍ୟ…
Read More...

ସିଏସ୍‌ପି + ଯୋଜନାରେ କାର୍ଯ୍ୟରତ ସିଏସ୍‌ପିମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରଙ୍କ ସିଏସ୍‌ପି + ଯୋଜନାରେ କାର୍ଯ୍ୟରତ ସିଏସ୍‌ପିମାନଙ୍କୁ ସାମିଲ କରିବା ପାଇଁ ଆଜି ବଲାଙ୍ଗିର ଜିଲ୍ଲା ଏସ୍‌ବିଆଇ ସିଏସ୍‌ପି ସଂଘ ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ…
Read More...

ଆଗାମୀ ନିର୍ବାଚନ ପାଇଁ ଗ୍ରାମ ପଞ୍ଚାୟତଠାରୁ ସଚିବାଳୟ ପର୍ଯ୍ୟନ୍ତ ପିସି ଜରିଆରେ ବିଜେଡି ବ୍ୟାପକ ମାତ୍ରାରେ ଦଳୀୟ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସବୁ ଉନ୍ନୟନମୂଳକ କାର୍ଯ୍ୟରେ ୫% ଠାରୁ ଅଧିକ ପିସି ସଂଗ୍ରହ କରି ବିଜୁ ଜନତା ଦଳ ଆଗାମୀ ନିର୍ବାଚନ ପାଇଁ ଦଳୀୟ ପାଣ୍ଠି ନାଁରେ ବ୍ୟାପକ ଟଙ୍କା ସଂଗ୍ରହର ଅଭିଯାନ ଚଳାଇଛି ତେଣୁ ଏ ସରକାର ବଦଳିବା…
Read More...

ସମାଜସେବୀ, ରାଷ୍ଟ୍ରଭକ୍ତ ସ୍ୱର୍ଗତ କିରଣ ଦେବୀ ଅଗ୍ରୱାଲଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱର୍ଗତ ରୋଷନ ଅଗ୍ରୱାଲଙ୍କ ଧର୍ମପତ୍ନୀ କିରଣ ଦେବୀ ଅଗ୍ରୱାଲଙ୍କୁ ତାଙ୍କ ବାସଭବନରେ ଆଜି ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ତାଙ୍କ ଫଟୋଚିତ୍ର ମାଲ୍ୟାପର୍ଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସ୍ୱର୍ଗତ କିରଣ ଦେବୀ ଅଗ୍ରୱାଲ ଜଣେ…
Read More...

ବେଲପଡା ବାଳିକା ଉଚ୍ଚବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳିତ

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହ ସମାରୋହ ଅନୁଷ୍ଠିତ ହୋଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିନଭ ମିଶ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ଵାରା ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର…
Read More...

ମାହେଶ୍ୱରୀ ସଂଗଠନର ଆଲୋଚନାଚକ୍ର ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ମାହେଶ୍ୱରୀ ସଂଗଠନ ଆଗଲପୁର ଶାଖା ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ଗଠନମୂଳକ ଭିନ୍ନ ଏକ ବିଷୟବସ୍ତୁ ଉପରେ ଆଲୋଚନାଚକ୍ର ଆୟୋଜିତ କରିଥିଲେ ଯାହାର ଶୀର୍ଷକ "ଆଗାମୀ ଦିନରେ ଆଗଲପୁର ଏନ୍ଏସିନା ପଞ୍ଚାୟତ" ରହିଥିଲା । ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି…
Read More...