Daily Archives

ବଲାଙ୍ଗିରରେ ଓଡ଼ିଆ ଯୁବ ଲେଖକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାହିତ୍ୟ ଅକାଦେମି ଓ ରଚନାର ମିଳିତ ଆନୁକୂଲ୍ୟରେ ବଲାଙ୍ଗିର ସହରର ପତିତପାବନ ଏକାଡେ଼ମୀର ସଭାଗୃହରେ ‘ଓଡ଼ିଆ ଯୁବ ଲେଖକ ସମ୍ମିଳନୀ’ ଆୟୋଜିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଉଦ୍‌ଘାଟନୀ ଅଧିବେଶନରେ ସାହିତ୍ୟ ଅକାଦେମିର ସାଧାରଣ ପରିଷଦ ସଦସ୍ୟ ବିଜୟ କୁମାର
Read More...

କଂଟାବାଂଜି ପୋଲିସ ଦ୍ୱାରା ସାଢେ ୩ କେଜି ଗଂଜେ ଜବତ : ଜଣେ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସହର ୱାର୍ଡ ନଂ. ୧୩ ସିଙ୍ଗାଲପଡାର ଜଣେ ଯୁବକଙ୍କ ଘରୁ ପୋଲିସ ସାଢେ ୩ କେଜି ଗଂଜେଇ ଜବତ କରି ରବିବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି । ଜାମିନ ନାମଂଜୁର ହେବାରୁ ସ୍ଥାନୀୟ ସବ୍‌ ଜେଲକୁ ପଠାଯାଇଥିବା ପୋଲିସ ସୂଚନା ଦେଇଛି । କଂଟାବାଂଜି
Read More...

ଶିବତଲା ସେବା ଶାନ୍ତି ସଙ୍ଗଠନ ତରଫରୁ ସ୍ୱଚ୍ଛତା ପକ୍ଷ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ସୂଚନାନୁସାରେ ସମଗ୍ର ରାଜ୍ୟରେ ସେପ୍ଟେମ୍ବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳିତ ହେବ । ଏହି ମହାନ କାର୍ଯ୍ୟର ମହତ୍ ଉଦ୍ଦେଶ୍ୟରେ ଶିବତଲା ସେବା ଶାନ୍ତି ସଙ୍ଗଠନ ତରଫରୁ ସ୍ୱଚ୍ଛତା ପକ୍ଷ ନୂଆପାଲି ସରକାରୀ ପ୍ରାଥମିକ
Read More...

ନୂଆ ଗୁଡେଶିରା ହାଫ୍ ଡ଼େ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବାଗେଇବିରା ଚାମ୍ପିୟାନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଅନ୍ତର୍ଗତ ନୂଆ ଗୁଡେଶିରା ଗ୍ରାମରେ ହାଫ୍ ଡ଼େ ଫୁଟବଲ ପ୍ରତଯୋଗିତା ଚାରିଟି ଟିମ୍ ସଂୟା, ବଗେଇବିରା, ସାଉନ୍ତପୁର, ବାଞ୍ଜେନବାହାଲକୁ ନେଇ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଅଶ୍ଵିନୀ ଷଡ଼ଙ୍ଗୀ, ସାଂସଦ
Read More...

ଚଣ୍ଡୀ ମନ୍ଦିରରେ ସ୍ୱର୍ଗତ ମହେନ୍ଦ୍ର ବଢ଼େଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ନୃସିଂହନାଥ ମନ୍ଦିର ନିକଟସ୍ଥ କୁଲିତା ଜାତିର ଇଷ୍ଟଦେବୀ ରଣେଶ୍ୱରୀ ରାମଚଣ୍ଡୀ ମନ୍ଦିର ପରିସରରେ ରବିବାର ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ସଭାରେ ସ୍ୱର୍ଗତ ମହେନ୍ଦ୍ର ବଢ଼େଇଙ୍କ ଫୋଟୋ ଚିତ୍ରରେ ମନ୍ଦିର ପୂଜକ
Read More...

ବ୍ରାହ୍ମଣପଡା ଲକ୍ଷ୍ମୀଯୋର ସେତୁର ଲୋକାର୍ପଣ କଲେ ନରସିଂହ

ବଲାଙ୍ଗିରର ବିକାଶ ପ୍ରକ୍ରିୟା ନିରନ୍ତନ ଜାରି ରହିବ : ନରସିଂହବିକାଶ ବିରୋଧୀଙ୍କ କୁମ୍ଭୀର କାନ୍ଦଣାର ଉଚିତ୍‌ ଜବାବ ଦେବେ ଜନତା ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ରାହ୍ମଣପଡା ଲକ୍ଷ୍ମୀଯୋର ସେତୁର ଲୋକାର୍ପଣ କରିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ସେ କହିଛନ୍ତି ଯେ,
Read More...

ପାଟଣାଗଡ଼ ଜବହାର କଲେଜ ୧୯୯୨-୧୯୯୪ ବ୍ୟାଜ୍ ଗ୍ରାଜୁଏଟ କଳା ବିଭାଗର ଆୟୋଜକ କମିଟି ପକ୍ଷରୁ ବୈଠକ ଅନୁଷ୍ଠିତ

ପାଟଣାଗଡ : ପାଟଣାଗଡ଼ ଜବହାର କଲେଜ ୧୯୯୨-୧୯୯୪ ବ୍ୟାଜ୍ ଗ୍ରାଜୁଏଟ କଳା ବିଭାଗର ୨୮ ବର୍ଷ ପରେ ଆୟୋଜକ କମିଟି ପକ୍ଷରୁ ରାଉତ କୃଷି ଫାର୍ମ ସରମୁହାଣଠାରେ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ୨୩/୯/୨୦୨୩ ଦିନ ନୂଆଁଖାଇ ଭେଟ୍‌ଘାଟ୍‌ ଓ ବନ୍ଧୁ ମିଳନ ଆଯୋଜନ ନିମନ୍ତେ
Read More...

ଆଇନ ସଚେତନତା ଶିିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ଆନୁକୂଲ୍ୟରେ ରାମଜୀ ଉଚ୍ଚ ବିଦ୍ୟାଳୟ, କୁରୁଲଠାରେ ଏକ ଆଇନ ସେଚତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ପାଇଁ ଏକ ଆଲୋଚନାଚକ୍ର କରାଯାଇଥିଲା । ଆଲୋଚନାଚକ୍ରଟି
Read More...

ପଶ୍ଚିମାଂଚଳ ବିଜୁଳି ଶ୍ରମିକ ସଂଘର ସାଧାରଣ ଅଧିବେଶନରେ ବିଶିଷ୍ଟ ଶ୍ରମିକ ନେତା ପ୍ରମୋଦ ମିଶ୍ରଙ୍କ ଆହ୍ୱାନ : ଅଂଚଳର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମାଂଚଳ ବିଜୁଳି ଶ୍ରମିକ ସଂଘର ସାଧାରଣ ଅଧିବେଶନ ମହାସମାରୋହରେ ସ୍ଥାନୀୟ ମୀନା ଟେଣ୍ଟ ହାଉସଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ପ୍ରାୟ ୭୦୦ ପ୍ରତିନିଧିଙ୍କୁ ନେଇ ଅନୁଷ୍ଠିତ ଏହି ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ବିଶିଷ୍ଟ ଶ୍ରମିକ ନେତା ତଥା କୋସଲବାଦୀ
Read More...

ଲୋୟର ସୁକତେଲ ନୂତନ ବସତି ଅଂଚଳରେ ଯୁବ କୁଲୁତା ସମାଜର ବୃକ୍ଷରୋପଣ ଓ ଚାରା ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ନୂତନ ଭାବେ ବସତି ସ୍ଥାପନ ହୋଇଥିବା ଏଲ୍‌ଏସ୍‌ପି ଆର୍‌ଆର କଲୋନୀଠାରେ ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ ସଭାପତି ଅସୀମ କୁମାର ଭୋଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ
Read More...
error: Content is protected !!