Monthly Archives

August 2023

ଟିଟିଲାଗଡ ରେଳ ଓଭରବ୍ରିଜ ମରାମତି କାର୍ଯ୍ୟ ଅତି ନିରାଶ ଜନକ – ବିକାଶ କାର୍ଯ୍ୟର ହେଉନି ତଦାରଖ, ସାଧାରଣରେ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଅନୁଦାନ ଯୋଗୁଁ ଟିଟିଲାଗଡ଼ର ବହୁ ପ୍ରତିକ୍ଷୀତ ରେଳ ଓଭରବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା । ଏହି ବ୍ରିଜ ଦେଇ ଦୈନନ୍ଦିନ ଶହ ଶହ ବଡ଼ ଗାଡି ସାଙ୍ଗକୁ ବହୁତ ଦୁଇ ଚକିଆ ଏବଂ ଚାରି ଚକିଆ ଯିବା ଆସିବା କରିଥାନ୍ତି ।…
Read More...

“ଜାତୀୟ ହସ୍ତତନ୍ତ ଦିବସ” ବା “ନ୍ୟାସନାଲ ହେଣ୍ଡଲୁମ ଡେ” ପାଳିତ

ଡେଡେଲାଙ୍ଗ, (ଦୀଲ୍ଲିପ କୁମାର ଧାଉଡ଼ିଆ) : ୭ ଅଗଷ୍ଟରେ ପ୍ରତିବର୍ଷ ଜାତୀୟ ହସ୍ତତନ୍ତ ଦିବସ" ବା "ନ୍ୟାସନାଲ ହେଣ୍ଡଲୁମ ଡେ" ପାଳନ କରାଯାଏ । ଏହି ଦିନ ଦେଶ, ହସ୍ତତନ୍ତ ବୁଣା ଭଳି ସମୃଦ୍ଧ ପରମ୍ପରାକୁ ସମ୍ମାନ କରେ ଏବଂ ଦେଶର ସାଂସ୍କୃତିକ ଐତିହ୍ୟରେ ବୁଣାକାରଙ୍କ ଅବଦାନକୁ ସ୍ୱୀକୃତି…
Read More...

ୱାର୍ଡ ନଂ.୩ ଓ ୪ରେ ରାସ୍ତା, ଡ୍ରେନ ଅବ୍ୟବସ୍ଥା : ସମାଧାନ ପାଇଁ ନରସିଂହଙ୍କ ପରିଦର୍ଶନ

ରାସ୍ତା ଓ ଡ୍ରେନ ବ୍ୟବସ୍ଥିତ କରିବାରେ ପୌର ପରିଷଦ କରୁଛି ଅବହେଳା : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ.୩ ଓ ୪ର ବିଭିନ୍ନ ରାସ୍ତା ଓ ଡ୍ରେନରେ ଥିବା ଅବ୍ୟବସ୍ଥାକୁ ନେଇ ପୌର ଅଧିକାରୀଙ୍କୁ…
Read More...

ଅବକାରୀ ବିଭାଗ ଦ୍ୱାରା କଂଟାବାଂଜି ରେଲବାଇ ଷ୍ଟେସନରୁ ୧୩ କେଜି ୭୦୦ ଗ୍ରାମ ଗଂଜେଇ ଜବତ : ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅବକାରୀ ବିଭାଗ ଦ୍ୱାରା ମଂଗଲବାର ଦିନ ସ୍ଥାନୀୟ ରେଲବାଇ ଷ୍ଟେସନ ପ୍ଲାଟ ଫର୍ମ ନଂ.୧ରୁ ଜଣେ ବ୍ୟକ୍ତିଙ୍କ ଠାରୁ ୧୩କେଜି ୭୦୦ ଗ୍ରାମ ଗଂଜେଇ ଜବତ କରାଯାଇଛି । କଂଟାବାଂଜି ଅବକାରୀ ବିଭାଗ ଦ୍ୱାରା ମିଳିଥିବା ସୂଚନା ଅନୁସାରେ…
Read More...

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କେଦାର ସିଂ ବରିହାଙ୍କୁ ବିଂଝାଲ ସମାଜ ପକ୍ଷରୁ ସ୍ୱାଗତ…

ନିଜ ଜନ୍ମ ମାଟି ତଥା ସମଗ୍ର ବିଝାଲ ସମାଜର ଗର୍ବ ଓ ଗୌରବ କେଦାର ସିଂ ବରିହା ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମର ଭୂତପୂର୍ବ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସ୍ୱର୍ଗତ ଶେଷଦେବ ବରିହାଙ୍କ ସୁପୁତ୍ର କେଦାର ସିଂ ବରିହା ଓଡ଼ିଶା ପ୍ରଶାସନିକ ସେବା…
Read More...

ସରସ୍ଵତୀ ଶିଶୁ ମନ୍ଦିର ସର୍ଗିବାହାଲରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସରସ୍ଵତୀ ଶିଶୁ ମନ୍ଦିର ସର୍ଗିବାହାଲରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ ଅନୁଷ୍ଠିତ ହୋଯାଇଅଛି । ଏଥିରେ ଶିଶୁ ପ୍ରାରମ୍ଭ ଓ ଶିଶୁ ବୋଧ ଶ୍ରେଣୀ ଶିଶୁମାନଙ୍କ ଅଭିଭାବିକାମାନେ ଉପସ୍ଥିତ ଥିଲେ । ଶ୍ରୀମତୀ ଶୋଭାବତୀ…
Read More...

ମରଣଯନ୍ତା ପାଲଟିଛି କଲେଜ ମୁଖ୍ୟରାସ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗନିଆପାଲିରୁ ନୂଆପାଲି ପର୍ଯ୍ୟନ୍ତ ରାସ୍ତା ବର୍ତ୍ତମାନ ବିପଦଜନକ ଅବସ୍ଥାରେ ଯାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବର୍ଷବର୍ଷ ଧରି ପରିତ୍ୟକ୍ତ ରାସ୍ତା ଦୁର୍ଘଟଣାର ପ୍ରମୁଖ କାରଣ ।ଏହି ଅଞ୍ଚଳର ଏକ…
Read More...

ନକଲି ଆଦିବାସୀ ହଟାଓ ଦାବୀରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶା ଆଦିବାସୀ ମହାସଂଘର ବରଗଡ଼ ଶାଖା ତରଫରୁ ପାଇକମାଲ ନୃସିଂହନାଥ ଧର୍ମଶାଳାଠାରୁ ବରଗଡ ଜିଲ୍ଲା ସଭାପତି ଗୋବିନ୍ଦ ବରିହାଙ୍କ ତତ୍ତ୍ବାବଧାନରେ ଏକ ଶୋଭାଯାତ୍ରାରେ ବାହାରି ପାଇକମାଲ ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ଏଥିରେ ପ୍ରାୟ…
Read More...

ମଣିପୁରରେ ମହିଳାଙ୍କ ଉପରେ ହେଉଥିବା ଅକଥନୀୟ ଅମାନବୀୟ ଅତ୍ୟାଚାର ପ୍ରତିବାଦରେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିପୁରରେ ମହିଳାଙ୍କ ଉପରେ ହେଉଥିବା ଅକଥନୀୟ ଅମାନବୀୟ ଅତ୍ୟାଚାର ପ୍ରତିବାଦରେ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିଛି ଜ୍ଞାନଜ୍ୟୋତି ସାବିତ୍ରୀ ଫୁଲେ ମହାସଂଘ । ମହାସଂଘର ସଦସ୍ୟାମାନେ ବିଭିନ୍ନ ସ୍ଲୋଗାନ ସହ ଏକ ବିଶାଳ ରାଲିରେ…
Read More...

ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ୧୦ ଅଗଷ୍ଟରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ

ଶତପ୍ରତିଶତ ଔଷଧ ସେବନକୁ ସଫଳ କରିବା ଉପରେ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାରେ ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାରେ ଅଗଷ୍ଟ ୧୦ ରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା…
Read More...