Daily Archives

ମାଲପଡା ଗାଁରେ ଅଘଟଣ : ଶୌଚ ପାଇଁ ଯାଇଥିବା ଯୁବକଙ୍କୁ ଦଳି ଦେଲା ଦନ୍ତା

କଣ୍ଟାବାଞ୍ଜି, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଧ ପଞ୍ଚାୟତ ମାଲପଡା ଗାଁରେ ଘଟିଛି ଏକ ଅଘଟଣ । ହାତୀ ଆକ୍ରମଣରେ ଶୌଚ ପାଇଁ ଯାଇଥିବା ଯୁବକ ଦିଲେଶ୍ୱର ପୁଟେଲଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା
Read More...

ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ ରବିବାର ସନ୍ଧ୍ୟାରେ କ୍ଲବ ପରିସରରେ ଆୟୋଜିତ ହୋଇଯାଇଛି । ଏମ୍. ଧନଞ୍ଜୟ ରେଡ୍ଡୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ରୋଟାରିଆନ୍ ଜୟଶ୍ରୀ ମହାନ୍ତି
Read More...

ବିଶ୍ଵ ମାନବ ଚାଲାଣ ବିରୋଧ ଦିବସରେ ସଚେତନତା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଛତିଶଗଡ଼ ଓ ଓଡିଶା ସୀମାବର୍ତ୍ତୀ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏଣୁ ପ୍ରତି ବର୍ଷ ଏହି ଅଂଚଳରୁ କାମ ଓ ରୋଜଗାର ଖୋଜିବା ପାଇଁ ବହୁ ଲୋକେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି । ତେବେ ଅଞ୍ଚଳରେ କାର୍ଯ୍ୟାଭାବ ଓ ପ୍ରାୟ ସମୟରେ
Read More...

ଝେଙ୍ଗନାଡିହିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଭେଙ୍ଗରଜପୁର ଗ୍ରାମ ପଞ୍ଚାୟତର କବି ଖଗେଶ୍ୱର ସେଠ ଉଚ୍ଚ ବିଦ୍ୟାଳୟ ଝେଙ୍ଗନାଡିହିଠାରେ ବୃକ୍ଷ ରୋପଣର ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୈତାରି ପ୍ରଧାନଙ୍କ
Read More...

ମହିମାଧର୍ମର ଭକ୍ତ ମହିମାଶ୍ରୀ ସଦାନନ୍ଦ ଅଗ୍ରୱାଲ

ପୂର୍ଣ୍ଣଚନ୍ଦ୍ର ପଣ୍ଡା ମହିମାଧର୍ମ ହେଉଛି ଓଡିଶାର ସର୍ବକନିଷ୍ଠ ଧର୍ମ । ପୁରୀର ଧୂଳିଆବାବା ବା ମହିମା ଗୋସାଇଁ ଏହାର ପ୍ରତିଷ୍ଠାତା ହୋଇଥିବା ବେଳେ ସନ୍ଥଭୀମ ଭୋଇ ଥିଲେ ମୁଖ୍ୟ ପ୍ରଚାରକ । ଏହି ଧର୍ମ ହେଉଛି ସମାଜର ତଳସ୍ତରର ମଣିଷଙ୍କ ମନକୁ ଛୁଇଁପାରୁଥିବା ଭଳି ଏକ ଆଦର୍ଶବାଦର ଧର୍ମ ।
Read More...

ସିଭିଲ୍‌ କୋର୍ଟ ପରିସରରେ ସ୍ପେଶାଲ୍‌ ଜଜ୍‌ଙ୍କ ପେପରଲେସ୍‌ କୋର୍ଟ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସିଭିଲ୍‌ କୋର୍ଟ ପରିସରରେ ଆଜି ସକାଳ ୯ଟା ୩୦ ମିନିଟ ସମୟରେ ସ୍ପେଶାଲ ଜଜ୍‌ (ଭିଜିଲାନ୍ସ)ଙ୍କ ପେପରଲେସ୍‌ କୋର୍ଟ ଉଦ୍‌ଘାଟିତ ହୋଇଯାଇଛି । ଆଭାସି ମାଧ୍ୟମରେ ଏହାକୁ ଉଦ୍‌ଘାଟନ କରିଛନ୍ତି ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡ.ଜଷ୍ଟିସ୍‌ ଏସ୍‌
Read More...

ସିଭିଲ୍‌ କୋର୍ଟର ବରିଷ୍ଠ କର୍ମଚାରୀ ନନ୍ଦକିଶୋର ସୁନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସିଭିଲ୍‌ କୋର୍ଟ କରିସରରେ ଜିଲ୍ଲା ନ୍ୟାୟାଳୟର ବରିଷ୍ଠ କର୍ମଚାରୀ ନନ୍ଦ କିଶୋର ସୁନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବଲାଙ୍ଗିର ଜିଲ୍ଲା ବିଚାର ବିଭାଗୀୟ କର୍ମଚାରୀ ସଂଘର ସଭାପତି ଦଧିବାବନ ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ଭିଜିଲାନ୍ସ ଜାଲରେ ଟିଡିସିସିଓଏଲ୍‌ର ପୂର୍ବତନ ଜିଏମ୍

ଗଜପତି : ଭିଜିଲାନ୍ସ ଜାଲରେ ଟିଡିସିସିଓଏଲ୍‌ର ପୂର୍ବତନ ଜିଏମ୍ । ଗଜପତି ଜିଲ୍ଲା ଆର୍. ଉଦୟଗିରି ଟିଡିସିସିଓଏଲ୍‌ର ପୂର୍ବତନ ଜିଏମ୍ ରୋହିତ କୁମାର ପରିଡ଼ା ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଖବର ଅନୁଯାୟୀ, ବସ୍ ଯୋଗେ
Read More...

ସିବିଏସ୍‌ଇ ଢାଞ୍ଚାରେ ହେବ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର : ବଦଳିଲା ଯୁକ୍ତ ଦୁଇ ସିଲାବସ୍‌ ଆଉ ପରୀକ୍ଷା ପ୍ରଣାଳୀ । ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ଜୀବ ବିଜ୍ଞାନର କିଛି ଅଧ୍ୟାୟକୁ ବାଦ ଦିଆଯାଇଛି । ୨୦୨୪ କାଉନସିଲ ପରୀକ୍ଷା ନୂଆ ସିଲାବସ୍‌ ଅନୁଯାୟୀ ହେବ । ସିବିଏସ୍‌ଇ ବାଦ ଦେଇଥିବା
Read More...

ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ

ପ୍ରେସ ମିଟ୍‌ ଡାକି ଭାନୁମତୀ ରେଡ୍ଡୀ ଉପରିସ୍ଥ କୋର୍ଟର ଆଶ୍ରୟ ନେବୁ ବୋଲି ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଚମାଖଣ୍ଡିଠାରେ ଲଗାତାର ଭାବେ ବିକ୍ଷୋଭ ପ୍ରଦର୍ଶନ ଜାରି ହୋଇ ଟାଟା ବିରୋଧୀ ଆନ୍ଦୋଳନ ଘଟିଥିବା ବେଳେ ଏକ ବୋମା ବିସ୍ପୋରଣ ହୋଇଥିଲା
Read More...