Monthly Archives

July 2023

ନମିତା ସାହୁ ସିସିଆର୍‌ଟି ବୃତ୍ତି ପାଇ ଆଣିଲେ ଗୌରବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସଚେତନ ହେମା, ଢୋଲବନ୍ଧର ଶିଶୁ କଳାକାର ନମିତା ସାହୁ ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ସାଂସ୍କୃତିକ ସ୍ରୋତ ଏବଂ ପ୍ରଶିକ୍ଷଣ କେନ୍ଦ୍ରର ସାଂସ୍କୃତିକ ପ୍ରତିଭା ଖୋଜା ବୃତ୍ତି ପାଇଁ ମନୋନୀତ ହୋଇଛନ୍ତି । ସଚେତନ ହେମା ଅନୁଷ୍ଠାନ ଓ…
Read More...

ବ୍ରହ୍ମପୁର ପୋଲିସ ଜିଲ୍ଲାର ୪ଜଣ ମହିଳା ପୋଲିସ ଅଫିସରଙ୍କୁ ବଦଳି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ପୋଲିସ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଜଣ ମହିଳା ପୋଲିସ ଅଫିସରଙ୍କୁ ବଦଳି ଆଦେଶ ହୋଇଛି । ସେମାନେ ହେଲେ ଦିଗପହଣ୍ଡି ଥାନାର ଏସ୍‌.ଆଇ. ସ୍ୱର୍ଣ୍ଣଲତା ପାତ୍ରଙ୍କୁ ବ୍ରହ୍ମପୁରର ସାଇବର କ୍ରାଇମ ଓ ଅର୍ଥନୀତିକ ଥାନାକୁ ବଦଳି ହୋଇଯାଇଛି ।…
Read More...

ଜି.ଉଦୟଗିରି ଏନ୍‌ଏସି ଅଧ୍ୟକ୍ଷାଙ୍କ ହୃଦଘାତ୍‌ରେ ପରଲୋକ

ବାଲିଗୁଡ଼ା,(ସୁରେନ୍ଦ୍ର କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଏନ୍‌ଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର (୫୦)ଙ୍କ ସୋମବାର ଦିନ ୩ଟା ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହୃଦଘାତ୍‌ରେ ଦେହାନ୍ତ ହୋଇଥିବା ଜଣାପଡିଛି । ସେ କିଛିଦିନ ହେଲା ସେ…
Read More...

୫୪ତମ ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ଆଇଏଫ୍‌ଏଫ୍‌ଆଇର ପାନୋରମା ସେକ୍ସନ ପାଇଁ ଏନ୍‌ଡିଏଫସି ପକ୍ଷରୁ ଫିଚର ଓ…

ନୂଆଦିଲ୍ଲୀ, (ପି.ଆଇ.ବି.) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନୋଡାଲ ଏଜେନ୍ସି ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନ୍‌ଏଫଡିସି)ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ (ଆଇଏଫ୍‌ଏଫ୍‌ଆଇ) ଆୟୋଜନ କରୁଛି । ଏହି ସଂସ୍ଥା ଏହି ଚଳଚ୍ଚିତ୍ର ଉତ୍ସବର ପାନୋରମା (ପରିଦୃଶ୍ୟ) ବିଭାଗରେ ପ୍ରଦର୍ଶନ…
Read More...

ସୁଜନପୁର ପଞ୍ଚାୟତ ସମିତି ସଭ୍ୟ ଉପନିର୍ବାଚନ ପାଇଁ ତିନି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ୍‌ କଲେ

ଡେଲାଙ୍ଗ, (ଦିଲିପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସୁଜନପୁର ପଞ୍ଚାୟତର ସମିତିସଭ୍ୟ ଦିବଂଗତ ଅଜୟ କୁମାର ରାଉତରାୟଙ୍କ ଗତ ମେ ମାସ ୨ ତାରିଖରେ ଅକାଳ ବିୟୋଗ ହେବା ପରଠାରୁ ଏଠାରେ ସମିତିସଭ୍ୟ ପଦବୀ ଖାଲି ପଡ଼ିଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଏହି ପଞ୍ଚାୟତରେ…
Read More...

ଗଞ୍ଜାମରୁ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହୁମ୍ମା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଛତ୍ରପୁର ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି । ଗୁରୁତର…
Read More...

‘ଭାରତ୍ ଡାଲ୍’ ବ୍ରାଣ୍ଡ ନାମରେ ସବସିଡିଯୁକ୍ତ ଚଣା ଡାଲି ବିକ୍ରିର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ

• କିଲୋ ପ୍ରତି ୬୦ ଟଙ୍କା ଦରରେ ମିଳିବ ଏକ କିଲୋଗ୍ରାମ ପ୍ୟାକ୍ ଏବଂ କିଲୋପ୍ରତି ୫୫ ଟଙ୍କାରେ ମିଳିବ ୩୦ କିଲୋଗ୍ରାମ ପ୍ୟାକ୍ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ବୟନ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ‘ଭାରତ ଡାଲ୍’…
Read More...

ଛତ୍ରପୁରସ୍ଥ କାଳିଆବାଲିଠାରେ ସଡ଼କ ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୧୬ନମ୍ବର ଜାତୀୟ ରାଜପଥ ଛତ୍ରପୁର ନିକଟସ୍ଥ କାଳିଆବାଲି ଛକ ନିକଟବର୍ତ୍ତୀ ସ୍ଥାନରେ ସୋମବାର ମଧ୍ୟାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ନାମ ବାଳକୃଷ୍ଣ ଦାସ (୪୯)…
Read More...

ପ୍ରଧାନମନ୍ତ୍ରୀ ଆବାସ ଘର ଦାବୀ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସନନ୍ତ ପଟେଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଆବାସ ଘର ଦାବୀ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଗୁଡୁଖାପଲା ଗ୍ରାମ ପଞ୍ଚାୟତ ସ୍ଥିତ ଖଗ୍‌ସିକନା ଗ୍ରାମର ସନନ୍ତ ପଟେଲ । ତାଙ୍କର ମାଟି ଘରକୁ ବ୍ଲକ ଅଧିକାରୀ ସର୍ଭେ କରି ଯାଇଥିବା…
Read More...

ଆର୍‌ବିଆଇ ସହାୟତାରେ ଆର୍ଥିକ ସାକ୍ଷରତା କର୍ମଶାଳା

କଳାହାଣ୍ଡି, (ପି.କେ. ସାହୁ) : ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ସାଧନ ନୂଆଦିଲ୍ଲୀ ସହାୟତାରେ ତଥା ସମ୍ପର୍କ ଫିନ୍‌ ସର୍ଭିସେସ୍‌ ପ୍ରାଇଭେଟ୍ ଲିମିଟେଡ଼ ଦ୍ୱାରା ମ.ରାମପୁର ବ୍ଲକର ସଂଚୟ ଶକ୍ତି ଭବନ ବୁରାଟଠାରେ ସ୍ଥାନୀୟ ସ୍ୱୟଂ ସହାୟିକା ଦଳର ସଭ୍ୟା, ଗୋଷ୍ଠୀ ସହାୟିକା, ଜମାକାରୀ ଓ…
Read More...