Daily Archives

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷା ବର୍ଷ ବିଜେତା କାର୍ଯ୍ୟକ୍ରମର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାପାଳ ଶ୍ରୀମତୀ ମନିଶା ବାନାର୍ଜୀଙ୍କ ପ୍ରରୋଚିତ ବିଜେତା କାର୍ଯ୍ୟକ୍ରମ ଦ୍ଵିତୀୟ ବର୍ଷ ପାଇଁ ଆରମ୍ଭ ହୋଇଯାଇଛି । ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚୂଡ଼ାମଣି ବାରିକ ସଭାପତିତ୍ୱ କରିଥିବା
Read More...

ଅଞ୍ଚଳ ମହାବିଦ୍ୟାଳୟ ଇତିହାସ ବିଭାଗର ବିଦାୟ ସମ୍ୱର୍ଦ୍ଧନା

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଇତିହାସ ବିଭାଗର ଏକ ବିଦାୟକାଳୀନ ସଭା ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା । ଇତିହାସ ବିଭାଗର ଅଧ୍ୟାପିକା ଶ୍ରୀମତୀ ବୁନି ସାହୁଙ୍କ ସହଯୋଗରେ ବିଭାଗର ବରିଷ୍ଠ
Read More...

‘ଆମ ପୋଖରୀ’ ଯୋଜନା ଅନ୍ତର୍ଭୁକ୍ତ ଆଜି ପୁଣି ଚାରୋଟି ବନ୍ଧର ଡ୍ରୋନ୍ ସର୍ଭେ କାର୍ଯ୍ୟ ଆରମ୍ଭ କଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଆମ ପୋଖରୀ’ ଯୋଜନାରେ ବଲାଙ୍ଗିର ସହରର ବିଭିନ୍ନ ପୋଖରୀର ନବୀକରଣ ପାଇଁ ନରସିଂହ ବନ୍ଧ, କରଗା କଣ୍ଟା, ବେହେରାପାଲି ବନ୍ଧ ଓ ବିଷ୍ଣୁମୁଣ୍ଡା ବନ୍ଧ ଠାରେ ଏହାର ଡ୍ରୋନ୍ ସର୍ଭେ କାମର ଶୁଭାରମ୍ଭ ହୋଇଛି ।
Read More...

ପଶ୍ଚିମ ଓଡିଶାରେ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୧୨୫ କୋଟି, ୨୦୦୦ ସଭାଗୃହ୩୩ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିସ୍ଥାପନପଶ୍ଚିମ ଓଡିଶାର ବିକାଶରେ WODC ମୁଖ୍ୟ ଭୂମିକା ଗ୍ରହଣ କରିଛିପଶ୍ଚିମ ଓଡିଶା ପାଇଁ ମୋର ସବୁ ବେଳେ ସ୍ୱତନ୍ତ୍ର ଧ୍ୟାନ ରହିଛି : ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ
Read More...

ଗ୍ରାମ୍ୟ କୃଷି କର୍ମଚାରୀଙ୍କ କଳା ବ୍ୟାଚ୍‌ ପରିଧାନ

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା କୃଷି କର୍ମଚାରୀ ସଂଘ ତଥା ଜିଲ୍ଲା ସଂଘର ନିର୍ଦ୍ଦେଶ ମୁତାବକ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍‌ରେ କାର୍ଯ୍ୟରତ ସମସ୍ତ କୃଷି କର୍ମଚାରୀ କଳା ଵ୍ୟାଚ୍‌ ପରିଧାନ କରି ପ୍ରତିବାଦ କରିଛନ୍ତି । ଏହି କାର୍ଯ୍ୟକ୍ରମ
Read More...

କ୍ଷତ୍ରୀୟ ପାଇକ ସମାଜର ନବନିର୍ମିତ ଗୃହ ଉଦ୍‌ଘାଟନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ପାଇକପଡାରେ ନବନିର୍ମିତ କ୍ଷତ୍ରୀୟ ପାଇକ ସମାଜର ଗୃହ ଉଦ୍‌ଘାଟନ ହେଇଯାଇଛି । ମୁଖ୍ୟ ଅତିଥି ଭାବେ ଧନେଶ୍ଵର ମାଝୀ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, କ୍ଷତ୍ରୀୟ
Read More...

ଜୈବିକ ଔଷଧ ପ୍ରସ୍ତୁତି ସମ୍ୱନ୍ଧୀୟ ତାଲିମ୍‌ ଓ କୃଷି ଉପାଦେୟତା ସମ୍ପର୍କିତ କର୍ମଶାଳା

ଲୋଇସଂହା, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ୍‌ ବଡ଼ଟିକା ଗ୍ରାମରେ ଗ୍ରାମଶକ୍ତି ଓ ବାବା ସ୍ଵପ୍ନେଶ୍ଵର ସ୍ଵଂୟ ସହାୟକ ଦଳର ସଭ୍ୟାଙ୍କୁ ନେଇ ଜୈବିକ ଔଷଧ ପ୍ରସ୍ତୁତି ଓ ଜୈବିକ କୃଷି ଉପାଦେୟତା ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଳର ୨୨ ଜଣ ସଭ୍ୟା ଅଂଶଗ୍ରହଣ କରିଥିଲେ
Read More...

ଓଡ଼ିଶା ରାଜ୍ୟ ଖାଦ୍ୟ କମିସନର ଅଧ୍ୟକ୍ଷଙ୍କ ପଦ୍ମପୁର ଗସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଆଜି ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଅବନୀକାନ୍ତ ସାହୁ ପଦ୍ମପୁର ଉପଖଣ୍ଡକୁ ଗସ୍ତ କରିଛନ୍ତି । ଏହି ଅବସରରେ ସେ ପ୍ରଥମେ ପଦ୍ମପୁର ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ନ୍ୟୁଟ୍ରିସନ୍ ସେଣ୍ଟର ଗସ୍ତ କରି ସ୍ଥିତି
Read More...

ଟାଉନ କ୍ଲବ ଆନୁକୂଲ୍ୟରେ ବନିକରଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରତି ବର୍ଷ ଜୁଲାଇ ମାସ ଦ୍ୱିତୀୟ ସପ୍ତାହକୁ ବନିକରଣ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଥିବା ବେଳେ ପଦ୍ମପୁର ସ୍ଥାନୀୟ ଟାଉନ କ୍ଲବ ଆନୁକୂଲ୍ୟରେ ଅଞ୍ଚଳ ମହାବିଦ୍ୟାଳୟଠାରେ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସହ କ୍ଲବର
Read More...

ମାଉସୀ ମା’ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଶୁକ୍ରବାର ଦିନ ଶାନ୍ତିନଗର ପଦ୍ମପୁରଠାରେ ମାଉସୀ ମା' ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ଉତ୍ସବ ଆୟୋଜନ କରାଯାଇଛି । ପ୍ରଥମେ ଡ଼. ଗଦାଧର ରଥଙ୍କ ଘରଠାରୁ କର୍ତ୍ତା ସରୋଜ କୁମାର ରଥ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ନୀଳିମା ରଥଙ୍କୁ ଫୁଲମାଳ ଦେଇ
Read More...