Daily Archives

ନୃସିଂହନାଥ ହାଇସ୍କୁଲରେ ୭୪ତମ ବନ ମହୋତ୍ସବ ପାଳିତ

ଗଛ ଲଗାଇ ବଞ୍ଚାଇ ପାରିଲେ ପ୍ରକୃତ ବନ ମହୋତ୍ସବ ପାଳନ ସଫଳ ହେବ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ନୃସିଂହନାଥ ହାଇସ୍କୁଲରେ ଶନିବାର ୭୪ତମ ବନ ମହୋତ୍ସବ ପାଳନ କରାଯାଇଛି । ସକାଳ ୭ଟାରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନେ ନିକଟସ୍ଥ
Read More...

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅନ୍ତର୍ଗତ ବିଳାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଡଙ୍ଗରପଡା ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ବିଳାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର
Read More...

ବେଲପଡା ଦୀନରଘୁ ମେହେର ହାଇସ୍କୁଲଠାରେ ବନ ମହୋତ୍ସବ ପାଳିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡା ଦୀନରଘୁ ମେହେର ହାଇସ୍କୁଲଠାରେ ୭୪ତମ ବନ ମହୋତ୍ସବ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରେଞ୍ଜର ପ୍ରଭାତୀ ସେଠି ଯୋଗଦାନ କରିଥବା ବେଳେ ସମ୍ମାନିତ ଅତିଥି ଭାବେ ବିଜ୍ଞାନନ୍ଦ ପାଣିଗ୍ରାହୀ ଯୋଗଦାନ କରିଥିଲେ ।
Read More...

ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହେଲା ପରେ ରାହୁଲଙ୍କ ସମେତ ୫ ଜଣ ସାଂସଦଙ୍କ ସଭ୍ୟପଦ ରଦ୍ଧ

ଦେଶର ସମୂଦାୟ ୩୧ ସାଂସଦଙ୍କ ସଭ୍ୟପଦ ଆଜି ଯାଏଁ ରଦ୍ଧ ହୋଇଛିହେମନ୍ତ ପଣ୍ଡାଙ୍କୁ ଲୋକସଭା ସଚିବାଳୟ ପ୍ରଦାନ କଲା ତଥ୍ୟ ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଦାଲତରେ ଦୋଷୀ ସାବ୍ୟସ୍ତ ହେଲା ପରେ ଅଦ୍ୟାବଧି ରାହୁଲଙ୍କ ସମେତ ଦେଶର ୫ ଜଣ ସାଂସଦଙ୍କୁ ସମ୍ବିଧାନର ୧୦୨ (୧) (ଇ) ଅନୁଚ୍ଛେଦ ଓ ଲୋକ
Read More...

କର୍ଲାକୁଟନା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକଙ୍କୁ ସ୍ୱାଗତ ଏବଂ ସମ୍ବର୍ଦ୍ଧନା

ଖପ୍ରାଖୋଲ (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କର୍ଲାକୁଟନା ଗ୍ରାମ ଅନ୍ତର୍ଗତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ନୂତନ ପ୍ରଧାନ ଶିକ୍ଷକ ଭାବେ ଘନଶ୍ୟାମ ଶବର ଯୋଗଦାନ କରିଛନ୍ତି । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ
Read More...

ତମାଖୁ ମୁକ୍ତ ଜାତୀୟ ଅଭିଯାନ ଆୟୋଜିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ମାୟାବର୍ହାରେ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ତମାଖୁ ମୁକ୍ତ ଜାତୀୟ ଅଭିଯାନ ଆୟୋଜିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ମିଶନଙ୍କ ଆହ୍ୱାନ କ୍ରମେ ସ୍କୁଲ
Read More...

ବନ ମହୋତ୍ସବ ଅବସରରେ ଓମ୍‌ ଭ୍ୟାଲି ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସର୍ଗିଗୁଡ଼ା ସ୍ଥିତ ଜୁନିଅର ଓମ୍‌ ଭ୍ୟାଲି ସ୍କୁଲରେ ଦୁଇ ଦିନ ବ୍ୟାପି ବନ ମହୋତ୍ସବ ପାଳିତ ହୋଇଯାଇଅଛି । ପ୍ରଥମ ଦିନ ପରିବେଶ ତଥା ବୃକ୍ଷର ଉପକାରିତା ବିଷୟରେ ଛାତ୍ରଛାତ୍ରୀ ମାନେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଅତିଥିଙ୍କ ସହ ବୃକ୍ଷ
Read More...

ଶିକ୍ଷକଙ୍କୁ ସାଧନ କେନ୍ଦ୍ରସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ୍ ଖୁଟୁନାପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜନ୍ମେଜୟ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଦୀର୍ଘ ତେତିଶ ବର୍ଷ କାର୍ଯ୍ୟ କଲା ପରେ ବଣାଇମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସେ ଗତ ଫେବୃଆରୀ
Read More...

ନବଜୀବନ ବିଦ୍ୟାପୀଠରେ ବନ ମହୋତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନବଜୀବନ ବିଦ୍ୟାପୀଠ ପରିସରରେ ପ୍ରଧାନ ଶିକ୍ଷକ କିଶୋର ବାଗଙ୍କ ଅଧ୍ୟକ୍ଷତାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହାତରେ ବୃକ୍ଷ ରୋପଣର ଉପକାରିତା ସଂପର୍କୀୟ ପ୍ଲାଏ କାର୍ଡ ଧରି ବିଭିନ୍ନ ସ୍ଲୋଗାନ ସହ
Read More...

ହଲକାଦାଦରରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିମୁଣ୍ଡା ଗ୍ରାମ୍ୟ ଜଂଗଲ ସଂରକ୍ଷଣ କମିଟି ଓ ବନ ସୁରକ୍ଷା ସମିତି ହଲକାଦାଦର ଆନୁକୂଲ୍ୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ବରିମୁଣ୍ଡା ଗ୍ରାମ୍ୟ ଜଂଗଲ ସଂରକ୍ଷଣ କମିଟିର ସଭାପତି ପ୍ରକୃତି
Read More...