Monthly Archives

May 2023

ପ୍ରାଚୀର ପତ୍ରିକା “ନୈବେଦ୍ୟ” ଉନ୍ମୋଚିତ

ତୁଷୁରା, (କେପିଏନ୍‌ଏସ୍‌) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତୁଷୁରା ଠାରେ ୩ ତାରିଖଠାରୁ ଆରମ୍ଭ ହୋଇଥିବା ୧୦ ଦିନିଆ ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିରର ନବମ ଦିବସରେ ଅଦ୍ୟ ଦିନ ୧୧ ମଇ ପୂର୍ବାହ୍ନରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତୁଷୁରାର ପ୍ରାଚୀର ପତ୍ରିକା ନୈବେଦ୍ୟର
Read More...

ଆଖି ଲାଗିଯିବାରୁ ଭାରସାମ୍ୟ ହରାଇ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇ କାର୍‌ ଦୁର୍ଘଟଣାଗ୍ରସ୍ତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ବୈଜଳସାଗର ଛକଠାରେ ଆଜି ସକାଳ ୮ ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି । ଅଳ୍ପକେ ବର୍ତ୍ତିଛନ୍ତି କାରରେ ଥିବା ଡ୍ରାଇଭର ସହ ସାତଜଣ ଯାତ୍ରୀ । ସୂଚନା ଅନୁଯାୟୀ କଣ୍ଟାବାଞ୍ଜିର ସଚୀନ ଜିନ୍ଦଲ ତାଙ୍କ ପରିବାର ସହ ଗୋଟିଏ ମାରୁତି
Read More...

‘ଖରା’ ଚଳଚ୍ଚିତ୍ର ପାଇଁ ଟିଟିଲାଗଡ଼ର ଯୁଗଳ ସାହୁ ପାଇଲେ ଦାଦା ସାହେବ ଫାଲକେ ଆୱାର୍ଡ଼

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ସହରରୁ କଳା ସଂସ୍କୃତି କ୍ଷେତ୍ରରେ ଅନେକ ପ୍ରତିଭା ଉଦୟମାନ ହୋଇଛନ୍ତି । ଯାହା କି ରାଜ୍ୟ ତଥା ଦେଶରେ ଖ୍ୟାତନାମା ମଧ୍ୟ ଅର୍ଜନ କରିଛନ୍ତି । କିଛି ଦିନ ତଳେ ମୁମ୍ବାଇଠାରେ ମହାରାଷ୍ଟ୍ର ଇଣ୍ଟର ନ୍ୟାସନାଲ୍‌ ଫିଲ୍ମ
Read More...

ଟିଟିଲାଗଡ଼ ସହରରେ ବୁଲା ଗାଈଗୋରୁଙ୍କ ଦୌରାତ୍ମ୍ୟ ବୃଦ୍ଧି : ପୌର ପରିଷଦ ନିରବ ଦ୍ରଷ୍ଟା, ସାଧାରଣରେ ଅସନ୍ତୋଷ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରରେ ଜନ ସଂଖ୍ୟା ବଢ଼ିବା ସହିତ ସହରର ହାଟପଦାପଡ଼ା ଦୈନିକ ବଜାର, ଥାନା ଛକ ସମ୍ମୁଖରେ, ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ ସମ୍ମୁଖରେ, ପେଟ୍ରୋଲ ପମ୍ପ ଛକଠାରେ, ବ୍ୟାଙ୍କ ଛକଠାରେ ବୁଲା ଗାଈଗୋରୁ ନିଜର ଘର ସଦୃଶ ବିଚ୍‌ ରାସ୍ତା ଉପରେ ଶୋଇଥିବା
Read More...

ଅନ୍ନପୂର୍ଣ୍ଣାନଗର ପରିଦର୍ଶନ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନ୍ନପୂର୍ଣ୍ଣାନଗର ପରିଦର୍ଶନ କରିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ । ସୂଚନା ଅନୁସାରେ ବାଇପାସ୍ ରାସ୍ତା ପାଇଁ ମାଟି ଆଣୁଥିବା ବେଳେ ବନ୍ଧ ଭୁଷୁଡି ଅନ୍ନପୂର୍ଣ୍ଣାନଗରରେ ଗତ କାଲି ରାତି ଜଳବନ୍ଦୀ ହୋଇଥିବା ଘଟଣାର ଖବର ପାଇ ଆଜି ଘଟଣା ସ୍ଥଳକୁ ପରିଦର୍ଶନ
Read More...

ଉନ୍ନୟନମୂଳକ କାମ ହୋଇପାରୁନି ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟରେ : ପଡିରହୁଛି ଅନୁଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଏକମାତ୍ର ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟରେ ହେଉନି ଉନ୍ନୟନମୂଳକ କାମ । ଅନୁଦାନ ଆସୁଛି କିନ୍ତୁ ଖର୍ଚ୍ଚ ନ ହୋଇ ପଡିରହୁଛି । କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଆୟୁର୍ବେଦିକ ମହାବିଦ୍ୟାଳୟର ଉନ୍ନତିମୂଳକ କାମ ହେଉ ନଥିବା ବେଳେ
Read More...

ବନ ବିଭାଗର ଚଢ଼ାଉ : ବିପୁଳ ପରିମାଣର କାଠଗଣ୍ଡି, ପଟା ଓ ଯନ୍ତ୍ରପାତି ଜବତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଓ ଲୋଇସିଂହା ଫରେଷ୍ଟ ରେଞ୍ଜ ପକ୍ଷରୁ ମିଳିତ ଭାବେ ଗତକାଲି ଲୋଇସିଂହା ଥାନା ଅନ୍ତର୍ଗତ ବଘାପାଲି ଓ ବାଞ୍ଜିପାଲି ଗ୍ରାମରେ ଚଢ଼ାଉ କରାଯାଇ ବିପୁଳ ପରିମାଣର କାଠଗଣ୍ଡି, ପଟା ଓ ଯନ୍ତ୍ରପାତି ଜବତ କରାଯାଇଥିବା ଜଣାପଡିଛି । ବଘାପାଲି ଗ୍ରାମର
Read More...

ଯୌତୁକ ନିର୍ଯ୍ୟାତନାର ଶିକାର ହୋଇ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ ରେଙ୍ଗାଲି ଗାଁର ଜଣେ ମହିଳା ଯୌତୁକ ନିର୍ଯ୍ୟାତନାର ଶିକାର ହୋଇ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ମୁତାବକ ୨୦୨୦ରେ ରୀତିନୀତି ଅନୁସାରେ ରେଙ୍ଗାଲି ଗାଁର ଗୀତା ସାହୁ ସାଇଡଲଙ୍ଗ ଗାଁର ଲକ୍ଷ୍ମଣ ସାହୁଙ୍କୁ ବାହା ହୋଇଥିଲେ ।
Read More...

ଜିଲ୍ଲାର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରି ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାର ଲୋଇସିଂହା, ପାଟଣାଗଡ଼ ଓ ବଲାଙ୍ଗିର ବ୍ଲକକୁ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ତଦାରଖ କରିଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ । ଏହି ସମୟରେ ଜିଲ୍ଲା ପରିଷଦ
Read More...

ନବ ନିର୍ବାଚିତ ସରପଂଚଙ୍କ ଦାୟିତ୍ୱ ଗ୍ରହଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ଗ୍ରାମ ପଂଚାୟତର ଉପନିର୍ବାଚନୀରେ ବିଜୟୀ ସରପଂଚ ଲୋକନାଥ ଥପା ବୁଧବାର ଦିନ ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଦାୟିତ୍ୱ ଗ୍ରହଣ ଉପତ୍ସବରେ ପଂଚାୟତର ସମସ୍ତ ୧୧ ଗୋଟି ୱାର୍ଡର ସଭ୍ୟସଭ୍ୟା, ପୂର୍ବତନ ସରପଂଚ
Read More...