Monthly Archives

May 2023

ଅଚିହ୍ନା ଯୁବକଙ୍କ ମୃତଦେହ ଠାବ

ଯାଜପୁର : ଅଚିହ୍ନା ଯୁବକଙ୍କ ମୃତଦେହ ଠାବ । ଯାଜପୁର ସଦର ଥାନା ଅଡଙ୍ଗପୁରୁଷୋତ୍ତମ ବାଲିଘାଟ ନିକଟରୁ ଠାବ ହୋଇଛି ମୃତଦେହ । ଏବେ ଯାଏଁ ମିଳିନି ପରିଚୟ । ଖବର ଅନୁଯାୟୀ, ଅଡଙ୍ଗପୁରୁଷୋତ୍ତମ ବାଲିଘାଟ ନିକଟରେ ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଦେଖୁ…
Read More...

ହ୍ରଦରେ ବୁଡ଼ି ୫ ନାବାଳକ ମୃତ

ନୂଆଦିଲ୍ଲୀ : ଗୁଜରାଟ ବୋଟାଦ ସ୍ଥିତ କୃଷ୍ଣସାଗର ହ୍ରଦରେ ବୁଡ଼ି ୫ ନାବାଳକ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଶନିବାର ଦୁଇଜଣ ପିଲା ହ୍ରଦରେ ପହଁରୁଥିବା ବେଳେ ବୁଡ଼ି ଯାଇଥିଲେ । ଘଟଣାସ୍ଥଳରେ ଆଉ ୩ଜଣ ପିଲା ସେମାନଙ୍କୁ ଉଦ୍ଧାର କରିବାକୁ ହ୍ରଦକୁ ଡେଇଁପଡ଼ିଥିଲେ । କିନ୍ତୁ,…
Read More...

ଯୋଗ୍ୟ ହିତାଧୀକାରୀଙ୍କୁ ଚାଉଳ ମିଳୁ ନଥିବା ଅଭିଯୋଗ

ତୁରେକେଲା, (କୈଳାଶ କୁମାର ସଗ୍ରିଆ) : ଯୋଗ୍ୟ ହିତାଧୀକାରୀଙ୍କୁ ଚାଉଳ ମିଳୁ ନଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଚାଉଲସୁଖା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲି ଗାଁର ଯେମାକାନ୍ତି ମାଝି ଆଦିବାସୀ ସମ୍ପ୍ରଦାୟର ଗଣ୍ଡ ଜାତୀୟ ଦୈନିକ ଖଟିଖିଆ…
Read More...

ପିଲାଙ୍କ ପାଖରେ ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାର

ଟିଟିଲାଗଡ଼ : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକକ ଅନ୍ତର୍ଗତ ଅଏଁଲାଭଟା ପ୍ରାଥମିକ ବିଦ୍ୟାଳୟ ପରିସରରେ ପିଲାଙ୍କ ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ତଥା ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦାବନ କୁମ୍ଭାରଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ହୋଇଯାିଛି ।…
Read More...

ଉପାନ୍ତ ଜଏରପଡା ଗାଁରେ ଜଳକଷ୍ଟ

୩ ୱାର୍ଡ ବିଶିଷ୍ଟ ଗାଁକୁ ଗୋଟିଏ ନଳକୂପଓଭରହେଡ ଟାଙ୍କି ନିର୍ମାଣ ପାଇଁ ଦାବୀ ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ସରକାର ଗାଁ ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କରୁଛନ୍ତି କୋଟି କୋଟି ଟଙ୍କାର ଯୋଜନା । ହେଲେ ପ୍ରଶାସନର ଅବହେଳା ଯୋଗୁଁ ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତରେ ଥିବା…
Read More...

ନାଚିନ୍ଦାରେ ସରବତ ବିତରଣ କାର୍ଯ୍ୟକ୍ରମ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ନାଚିନ୍ଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳଚଣ୍ଡି ମନ୍ଦିରଠାରେ ସ୍ୱେଛାସେବୀ ଯୁବକ ପଣ୍ଡିତ ଗଜାନନ ମହାପାତ୍ର, ଉତ୍ତମ ମହାନ୍ତି ଏବଂ ଜୟଦେବ ଦାସଙ୍କ ନେତୃତ୍ୱରେ ସରବତ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରବଳ ଖରା ଏବଂ…
Read More...

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଞ୍ଚାୟତକୁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ବିଭିନ୍ନ ଗାଁରେ ଢୋଳ ବାଦ୍ୟ ଓ…
Read More...

ଆଫଗାନିସ୍ତାନରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ : ଆଜି ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୩ ଥିଲା । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ସକାଳ ୮ଟା ୧୪ମିନିଟ୍‌ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନର କାବୁଲର ୧୫୧ କିଲୋମିଟର ଦକ୍ଷିଣ ପୂର୍ବରେ ଥିଲା ଏବଂ…
Read More...

ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

ସମ୍ବଲପୁର : ସମ୍ବଲପୁର ସର୍କଲ ଜେଲ୍‌ରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ସିନ୍ଦୁରପଙ୍କ ଅଞ୍ଚଳର ଧରଣୀଧର ମହାନନ୍ଦ । ଘରୋଇ କଳି ଓ ସ୍ତ୍ରୀକୁ ମାଡ଼ ମାରିବା ଅଭିଯୋଗରେ ଶନିବାର ସେ ଗିରଫ ହୋଇ ଜେଲ୍‌କୁ ଆସିଥିଲେ । ଆଜି ଭୋର ସକାଳୁ ବେକରେ ଗାମୁଛା…
Read More...

ଟ୍ରେନ୍‌ରୁ ଯୁବକ ନିଖୋଜ

ଦେଓଗାଁ, (କେପିଏନ୍‌ଏସ୍‌) : ଆନ୍ଧ୍ରପ୍ରଦେଶରୁ ଟ୍ରେନ୍‌ରେ ଗାଁକୁ ଫେରୁଥିବା ସମୟରେ ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡି ଲକ୍ଷ୍ମଣପୁର ଗାଁର ଯୁବକ ସଦେ ଘିଭେଲା(୨୦) ବାଟରୁ ନିଖୋଜ ହୋଇଥିବା ଜଣାପଡିଛିି । ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳୁନାହିଁ ବୋଲି ପରିବାର…
Read More...