Daily Archives

ବସ୍ ଓ ପିକ୍‌ଅପ୍ ମୁହାଁମୁହିଁ ଧକ୍କା : ୧ ଗୁରୁତର, ୪ ଆହତ

ପୁରୁଣାକଟକ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ହରଭଙ୍ଗା ତହସିଲ ଅଫିସ ସମ୍ମୁଖରେ ଏକ ବସ୍ ଓ ପିକ୍‌ଅପ୍ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ୪ ଆହତ ହୋଇଛନ୍ତି । ତେବେ ଏକ ବଡ ଧରଣର ଦୁର୍ଘଟଣାରୁ ୪୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି…
Read More...

ଓଇଏସ୍‌ରେ ଦେଓଗାଁ ପୁଅ ଆନନ୍ଦଙ୍କ କୃତିତ୍ୱ

ଦେଓଗାଁ, (ମନୀଷ କୁମାର ସାହୁ) : ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ (ଓପିଏସସି) ମାଧ୍ୟମରେ ହୋଇଥିବା ଓଡ଼ିଶା ଏଜୁକେସନ ସର୍ଭିସ୍ (ଓଇଏସ) ସ୍କୁଲ ବ୍ରାଣ୍ଡିଂ ଚାକିରି ପାଇଁ ହୋଇଥିବା ସାକ୍ଷାତକାର ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଥିଲା । ଦେଓଗାଁର ଯୁବ ପ୍ରତିଭା ଆନନ୍ଦ ବେହେରା ୮୮ ନଂ…
Read More...

ଓସ୍ତାଲି ଡ୍ୟାମର ଉନ୍ନତିକରଣ ଓ କେନାଲ ମରାମତି କରି ଚାଷ ପାଇଁ ପାଣି ଯୋଗାଇ ଦେବାକୁ ଦାବୀ କଲେ ବେଲପଡା ଜିଲ୍ଲା ପରିଷଦ…

ବେଲପଡା, (କେପିଏନ୍‌ଏସ୍‌) : ଓସ୍ତାଲି ଡ୍ୟାମର ଉନ୍ନତିକରଣ ଓ କେନାଲ ମରାମତି କରି ଧୁମାଭଟା ଓ ଦେଓଗାଁ ଅଞ୍ଚଳର ଚାଷୀଙ୍କୁ ଚାଷ ପାଇଁ ପାଣି ଯୋଗାଇ ଦେବାକୁ ଦାବୀ କରି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜୋନ୍ ନଂ. ୨୬ ବେଲପଡାର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଅନିମା ଦାଶ ।…
Read More...

ପିଡିଏସ୍ ସବ୍ ସେଣ୍ଟର ପାଇଁ ନୂଆପଡା ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଖଡ଼ିଆଳ, (ନିରାକାର ମେହେର) : ପିଡିଏସ୍ ସବ୍ ସେଣ୍ଟର ପାଇଁ ନୂଆପଡା ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସଭାଗୃହରେ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ଭେଟି ଗ୍ରାମବାସୀ ଏକ ଦାବୀପତ୍ର ଦେଇଛନ୍ତି । ସୂଚନା ଅନୁସାରେ…
Read More...

ରୋଗିଣା ସ୍ତ୍ରୀର ଆତ୍ମହତ୍ୟାରେ ମ୍ରିୟମାଣ ହୋଇ ସ୍ୱାମୀଙ୍କ ଆତ୍ମହତ୍ୟା ଘଟଣା : ନାବାଳିକା ଏବେ ଅସହାୟ

ତୁରେକେଲା, (କୈଳାଶ ସଗ୍ରିଆ) : ରୋଗିଣା ସ୍ତ୍ରୀର ଆତ୍ମହତ୍ୟାରେ ମ୍ରିୟମାଣ ହୋଇ ସ୍ୱାମୀଙ୍କ ଆତ୍ମହତ୍ୟା ଘଟଣାରେ ଜଣେ ନାବାଳିକା ଏବେ ଅସହାୟ ଅବସ୍ଥାରେ । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାବ୍ରୀ ଗାଁର ମଲ୍ଲିକପଡାରେ ରହୁଥିଲେ ଗୋଧନ…
Read More...

ରାସ୍ତା ମରାମତି ପାଇଁ ଦାବୀ

ଖଡ଼ିଆଳ, (ନିରାକାର ମେହେର) : ସାନମହେଶ୍ୱର ଗ୍ରାମ ଠାରୁ ତିଖାଲିପଡ଼ା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଛି । ହେଲେ ରାଜାମୁଣ୍ଡାଠାରେ ରାସ୍ତା କାମ ହୋଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଏହି ରାସ୍ତାରେ ଖାଲ ଖମା…
Read More...

ଝାରମୁଣ୍ଡା ଏଥଲେଟିକ୍‌ ଆସୋସିଏସନର ୩୨ତମ ପ୍ରତିଷ୍ଠା ଦିବସ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଗ୍ରାମର ଏଥଲେଟିକ୍‌ ଏସୋସିଏସନ ତରଫରୁ ୩୨ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶ୍ୟାମସୁନ୍ଦର ମେହେରଙ୍କ ସଭାତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ…
Read More...