Daily Archives

ଗଞ୍ଜାମ ଜିଲ୍ଲାସ୍ତରୀୟ ପୋଷଣ ପଖୱାଡା କାର୍ଯ୍ୟକ୍ରମ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦେଶକୁ ସୁଦୃଢ କରିବା ସକାଶେ ପୋଷଣର ଆବଶ୍ୟକତା ରହିଛି । ପୁଷ୍ଟିକର ସୁସ୍ଥତା ସକାଶେ ଶ୍ରୀ ଅନ୍ନ ବା ମିଲେଟର ଅଭିବୃଦ୍ଧି ଓ ଲୋକପ୍ରିୟତା କରିବା ଜରୁରୀ ହୋଇପଡିଛି । ଗତ ମାର୍ଚ୍ଚ ମାସ ୨୦ ତାରିଖଠାରୁ ଜିଲ୍ଲାରେ ଆରମ୍ଭ ହୋଇଥିବା ପୋଷଣ
Read More...

ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ପବିତ୍ର ଉତ୍କଳ ଦିବସ ଅବସରରେ ଉତ୍କଳ ଜର୍ଣ୍ଣାଲିଷ୍ଟ ଆସୋସିଏସନ ବଣାଇ ଶାଖା ଓ ଜେପି ଡାକ୍ତରଖାନା ରାଉରକେଲା ମିଳିତ ଉଦ୍ୟମରେ ଏକ ଦେୟମୁକ୍ତ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ବଣାଇ ଅଂଚଳର ଦୁଇଶହରୁ ଅଧିକ ଚକ୍ଷୁ ସମସ୍ୟା ପୀଡିତଙ୍କ ଚକ୍ଷୁ
Read More...

ଗୋଦାବରୀଶ ଭବନରେ ସାହିତ୍ୟ ସଭା

ଭୁବନେଶ୍ୱର : ନିମାଇଁ ସାହିତ୍ୟ ସଂସଦ ତରଫରୁ ଆୟୋଜିତ ସାରସ୍ବତ ସଭାରେ ସମ୍ବର୍ଦ୍ଧନା, ଆଲୋଚନା ଓ କବିତା ପାଠ ଅନୁଷ୍ଠିତ ହୋଇଯାଇଛି । ଦାଶରଥି ମହାନ୍ତିଙ୍କ ପୌରହିତରେ ଅତିଥି ଭାବେ ମଂଚାସୀନ ହୋଇଥିଲେ ସରୋଜ ରଂଜନ ପଟ୍ଟନାୟକ ଓ ରାଜ କିଶୋର ପତି । ପ୍ରଥମେ ଜଗନ୍ନାଥଙ୍କ ଫଟୋ ପୂଜା ସହ ଆରମ୍ଭ
Read More...

ବ୍ରହ୍ମପୁର ମହାନଗରରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବୃଦ୍ଧି

ସାଧାରଣ ଜୀବନ ଯାତ୍ରା ବିପର୍ଯ୍ୟସ୍ତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୁକୁରଙ୍କ ପାଇଁ ଘଟିଛି ଏକ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଗଲା ୩ ଜୀବନ । କୁକୁରଙ୍କ ପାଇଁ ଘଟିଥିବା ଏହି ଦୁର୍ଘଟଣାର ଦୃଶ୍ୟ ହେଉଛି, ବ୍ରହ୍ମପୁର ମହାନଗରର ଗାନ୍ଧୀନଗର ୭ମ ଲେନର । ସୋମବାର ଦିନ ସକାଳୁ
Read More...

ବରିଷ୍ଠ ଶିକ୍ଷୟିତ୍ରୀ ବିଜୟିନୀ ଜେନାଙ୍କୁ ମିଳିଲା ରାଜ୍ୟ କୃତି ଶିକ୍ଷକ ସମ୍ମାନ

ରାଉରକେଲା, (ସସ୍ମିତା ପ୍ରଧାନ) : ୮୮ତମ ଉତ୍କଳ ଦିବସ ପାଳନ ଅବସରରେ ସୁନ୍ଦରଗଡ଼ ସ୍ଥିତ ସଂସ୍କୃତି ଭବନଠାରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନୀ ଜେନାଙ୍କୁ ରାଜ୍ୟ କୃତି ଶିକ୍ଷକ ସମ୍ମାନ-୨୦୧୭ ପାଇଁ ପୁରସ୍କୃତ ଏବଂ ସମ୍ବର୍ଦ୍ଧିତ କରାଯାଇଛି ।
Read More...