Monthly Archives

March 2023

ମୃତ ଶିକ୍ଷକଙ୍କ ପରିବାରକୁ ଓଷ୍ଟା ତରଫରୁ ସହାୟତା ରାଶି ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ସ୍ୱର୍ଗତ ବସନ୍ତ କୁମାର ଶାନ୍ତ ଓ ଅଲଣ୍ଡା ରାଜୀବ ଗାନ୍ଧୀ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ସ୍ୱର୍ଗତ ନିଲାମ୍ବର ସୁନା ଗତ ୨୦୨୧ ମସିହାରେ କରୋନାରେ
Read More...

ଦେଓଗାଁ ବ୍ଲକର ୨ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ୨ଟି ହାଇସ୍କୁଲ ଯଥା ଗୋପବନ୍ଧୁ ହାଇସ୍କୁଲ ସାଲେପାଲି ଓ ଶ୍ରୀରାମଚନ୍ଦ୍ର ହାଇସ୍କୁଲ କରୁଆଁଝରର ପ୍ରଧାନ ଶିକ୍ଷକ ଯଥାକ୍ରମେ ଶଶୀଭୂଷଣ ସାହୁ ଓ ଲୋକେଶ୍ୱର ପ୍ରଧାନ ଅବସର ଗ୍ରହଣ କରିଛନ୍ତି । ଶ୍ରୀ ସାହୁ ଗତ ୨୬/୫/୨୦୧୫ରେ ସାଲେପାଲି
Read More...

ଜିଏସ୍‌ଏମ୍‌ଏ ଗଭର୍ଣ୍ଣମେଣ୍ଟ ଲିଡରସିପ୍‌ ପୁରସ୍କାର-୨୦୨୩ ଜିତିଲା ଭାରତ

• ଭାରତର ଦୂରସଞ୍ଚାର କ୍ଷେତ୍ର ଏକ ନୂଆ ଯୁଗର ଆରମ୍ଭ କରିଛି ଏବଂ ସାରା ବିଶ୍ୱ ଏହାର ଅଭ୍ୟୁଦୟ ଉପରେ ଦୃଷ୍ଟି ରଖିଛି - ଅଶ୍ୱିନୀ ବୈଷ୍ଣବ ନିଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱକୁ ବିଶ୍ୱସ୍ତରରେ ସମ୍ମାନ ମିଳିଛି । ଜିଏସଏମ ଆସୋସିଏସନ ପକ୍ଷରୁ
Read More...

ଅଧ୍ୟକ୍ଷ ମାନବାଧିକାର ଆୟୋଗ ଓଡିଶା ବିଚାରପତି ଶତ୍ରୁଘ୍ନ ପୂଜାହାରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ପରିଦର୍ଶନ

ବିବେକାନୁମୋଦିତ ଭାବେ କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ ଦେଲେ ପରାମର୍ଶଜନସାଧାରଣଙ୍କୁ ମାନବିକ ଅଧିକାର ପ୍ରଦାନ କରିବା ଆମ ସମସ୍ତଙ୍କ ଗୁରୁ ଦାୟିତ୍ୱ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଷ୍ଟ୍ରର ପ୍ରତ୍ୟେକ ଜନସାଧାରଣ ସେମାନଙ୍କ ମାନବିକ ଅଧିକାର ପାଇବାକୁ ହକଦାର, ଏଣୁ ଜିଲ୍ଲାର
Read More...

ତିନିଦିନିଆ ଓଡିଶା ଗସ୍ତରେ କେରଳର ନିର୍ବାଚିତ ପୌର ପ୍ରତିନିଧି ଓ ବିଭାଗୀୟ ଅଧିକାରୀ

ଭୁବନେଶ୍ୱର : କେରଳର କୋଝିକୋଡ ଏବଂ ପାଲକାଡ ପୌରାଞ୍ଚଳର ୨୧ ଜଣ ପ୍ରତିନିଧି ଏବଂ କାର୍ଯ୍ୟକର୍ତ୍ତା ଫେବୃଆରୀ ୨୮ରୁ ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ପରିବେଶ ଓ ବିକାଶ କେନ୍ଦ୍ର (ସିଇଡି), ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଏକ ଜାତୀୟ ତାଲିମ
Read More...

ବୀର ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ଓ ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ଭାରତ ମୁକ୍ତି ସଂଗ୍ରାମର ପ୍ରଥମ ସଶସ୍ତ୍ର ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୧୩୯ତମ ଶ୍ରାଦ୍ଧ ଦିବସ ପାଠାଗାର ପରିସରରେ ପାଳିତ ହୋଇଯାଇଛି । ଇଂ ଅଜିତ କୁମାର
Read More...

ବାଇକ ଓ ଇକୋ ଗାଡି ମୁହାଁମୁହିଁ ଧକ୍କା : ୧ ମୃତ, ୨ ଆହତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ବାଞ୍ଜାମୁଣ୍ଡାଠାରେ ଏକ ବାଇକ ଓ ଇକୋ ଗାଡି ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ମ.ରାମପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତକ ଜଣକ
Read More...

ଶିକ୍ଷକ ଗୋବର୍ଦ୍ଧନ ବରାଳଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସମାରୋହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ବରିଷ୍ଠ ବିଜ୍ଞାନ ଶିକ୍ଷକ ଗୋବର୍ଦ୍ଧନ ବରାଳଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ : ମ.ରାମପୁରରେ ଶୋକ

ମ.ରାମପୁର, (ହେମନ୍ତ ସାହୁ) : ବୁର୍ଲା ନିକଟସ୍ଥ ପାୱାର ଚେନାଲରେ ଗତକାଲି ଡ଼େଇଁ ପଡ଼ି ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ଆତ୍ମହତ୍ୟା କରିଥିବା ବେଳେ ତାକୁ ନେଇ କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବାପା ଡ଼ାକ୍ତର ବନମାଳୀ ସାହୁ ମ.ରାମପୁର
Read More...

ବିଶ୍ୱଶାନ୍ତି ହରି ମହାଯଜ୍ଞ ଉଦ୍‌ଯାପିତ

ଗାଇସିଲେଟ, (ଦିଲ୍ଲିପ ସରାପ) : ଗାଇସିଲେଟ ବ୍ଲକ ଅନ୍ତର୍ଗତ ଡାଙ୍ଗବାହାଲ ଗ୍ରାମରେ ନବଦିନ ବ୍ୟାପୀ ଚାଲିଥିବା ବିଶ୍ୱଶାନ୍ତି ହରି ମହାଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଡାଙ୍ଗବାହାଲ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ମହାଯଜ୍ଞର ପୂଜାକର୍ତ୍ତା ଥିଲେ ଦିଲ୍ଲିପ କୁମାର ସାହୁ ଓ
Read More...