Daily Archives

କ୍ଲଷ୍ଟରସ୍ତରୀୟ ଟିଏଲ୍‌ଏମ୍‌ ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ରାଧାରାଣୀପଡା ଆଂଚଳିକ ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଗିରିଶରାମ ବେହେରାଙ୍କ ଆୟୋଜନରେ ଟିଏଲ୍‌ଏମ୍‌ ମେଳା ଅନୁଷ୍ଠିତ ହୋଇଥିବା ବେଳେ ଡିଆଇଇଟି ଅଧ୍ୟକ୍ଷ ଜ୍ଞାନେନ୍ଦ୍ର
Read More...

ଦହିଗାଁଠାରେ ଅନୁଷ୍ଠିତ ହେବ ଲୋକକଳା ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଦହିଗାଁ ଗ୍ରାମ ପଂଚାୟତ ଦହିଗାଁଠାରେ ଲୋକକଳା ମହୋତ୍ସବ ଅନୁଷ୍ଠିତ ହେବ । ଆଜି ଓ ଆସନ୍ତା କାଲି ଦିନ ଦୁଇ ଦିନ ଧରି ଅନୁଷ୍ଠିତ ହେବ । ଏହି ଲୋକକଳା ମହୋତ୍ସବରେ ରାଜବୋଡାସମ୍ବର ଜୋନ. ୩ର ସାତଟି ପଂଚାୟତର ସମସ୍ତ
Read More...

ସ୍ୱଳ୍ପ ସଞ୍ଚୟ ଲକ୍ଷ ଧାର୍ଯ୍ୟ ଦିଗରେ ଅଭିକର୍ତ୍ତାଙ୍କ ସଫଳ ପ୍ରୟାସ ଜରୁରୀ : ହରିଚରଣ ମିଶ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡାକଘର ସ୍ୱଳ୍ପ ସଞ୍ଚୟ ଲକ୍ଷ ଧାର୍ଯ୍ୟ ଦିଗରେ ଅଭିକର୍ତ୍ତାଙ୍କ ସଫଳ ପ୍ରୟାସ ଜରୁରୀ ବୋଲି ସହକାରୀ ନିର୍ଦ୍ଦେଶକ ତଥା ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ହରିଚରଣ ମିଶ୍ର ଆହ୍ୱାନ କରିଛନ୍ତି । ଗଞ୍ଜାମ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତା ସଂଘର
Read More...

ଅଡାପାଣିରେ ଜଗନ୍ନାଥ ମନ୍ଦିରର ରତ୍ନମୁଦ ସହ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଗନ୍ନାଥ ମନ୍ଦିରର ରତ୍ନମୁଦ ଏବଂ ନାମ ସଂକିର୍ତ୍ତନ୍ୟର ରୀତି ପରଂପରା ଅନୁଯାୟୀ ଅଡାପାଣି ଗାଁରେ ରତ୍ନମୁଦ ସହ ଷୋହଳ ପ୍ରହରୀ ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି । ଗ୍ରାମର ସୁନୀଲ ସିଂ ବରିହା ଏବଂ ତାଙ୍କ ସହଧର୍ମିଣୀ ମାଧବୀ ସିଂ ବରିହା କର୍ତ୍ତା ଭାବେ ଦାୟିତ୍ବ
Read More...

ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିତାମାତା, ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା ପ୍ରଶାସନ ମଧ୍ୟରେ ପାରସ୍ପରିକ ସହଯୋଗ, ସୁସମନ୍ୱୟ ରଖି କାର୍ଯ୍ୟ କରାଯାଇ ପ୍ରାରମ୍ଭରୁ କୋମଳମତି ପିଲାମାନଙ୍କୁ ଠିକ୍ ମାର୍ଗରେ ଗଢି ତୋଳିବାକୁ ସମସ୍ତଙ୍କର ଆନ୍ତରିକତା ଅବ୍ୟାହତ ରହିଲେ
Read More...

ଉତ୍କଳ ଦିବସ ପାଳନ ପାଇଁ ଗରିମାର ପ୍ରଥମ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଗରିମା ତରଫରୁ ଉତ୍କଳ ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସେକ୍ଟର ୨ ସାହାନାଇ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ୍ କୟାଲଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଶଙ୍କର ଜେନାଙ୍କ
Read More...

ବସନ୍ତ ମଲ୍ଲିକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଯୁବ ହଷ୍ଟେଲ ରାଉରକେଲାର ପ୍ରତିଷ୍ଠାତା ସମାଜସେବୀ ବସନ୍ତ ମଲ୍ଲିକଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ସେକ୍ଟର ୩ ସ୍ଥିତ ମାନବ ସେବା ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ଯୁବ ହଷ୍ଟେଲ ରାଉରକେଲାର ଉପସଭାପତି ତଥା ଷ୍ଟିଲ
Read More...

ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦି ମିରର ସୋସିଆଲ୍ ଫାଉଣ୍ଡେସନ ଓ ଜେପି ହସପିଟାଲ୍‌ର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ସେକ୍ଟର ୧୬ ଶୁଭଦ୍ରାପଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି । ମିରରର ଅଧ୍ୟକ୍ଷ ବିଶ୍ବଜିତ ରାଉତଙ୍କ ଆବାହକତ୍ବରେ ହୋଇଥିବା କାର୍ଯ୍ୟକ୍ରମରେ ଜେପି
Read More...

ଏକତ୍ରର ସ୍ୱାଗତ ସମ୍ବର୍ଦ୍ଧନା ଓ ବଂଧୁମିଳନ ଉତ୍ସବ

ସଂସ୍କାରୀ ହେଲେ ସଂସ୍କୃତିର ଉନ୍ନତି ହୋଇପାରିବ ରାଉରକେଲା, (ସସ୍ମିତା ପ୍ରଧାନ) : ସଂସ୍କାରୀ ହେଲେ ସଂସ୍କୃତିର ଉନ୍ନତି ହୋଇପାରିବ । ନାଟକର ବାର୍ତ୍ତା ମାନବଧର୍ମୀ ହେବା ଆବଶ୍ୟକ ବୋଲି ଅତିଥିମାନେ ଏକତ୍ରର ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମତ ରଖିଛନ୍ତି । ରାଉରକେଲାର ୨୪ ଗୋଟି
Read More...

ଟ୍ରେନ ଭିତରେ ଯାତ୍ରୀଙ୍କଠୁ ଲୁଟୁ ଥିଲେ ଦୁଇ ଲୁଟେରା, ଧରିଲା ଆର୍‌ପିଏଫ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆପଣ ଟ୍ରେନରେ ରାତ୍ରି ସମୟରେ ଯାତ୍ରା କରୁଛନ୍ତି କି ? ଯଦି କରୁଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ । ରାତିରେ ଟ୍ରେନରେ ମାତିଛନ୍ତି ଲୁଟେରା । କେତେବେଳେ ଜୋରଜବରଦସ୍ତ ଯାତ୍ରୀଙ୍କଠାରୁ ଲୁଟୁଛନ୍ତି ତ ଆଉ କେତେ ବେଳେ ଯାତ୍ରୀଙ୍କଠାରୁ କରୁଛନ୍ତି ପକେଟ ମାର୍‌
Read More...
error: Content is protected !!