Daily Archives

ଟିକିରିରେ ଭୂମିକମ୍ପ

ଟିକିରି : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରିରେ ଶୁକ୍ରବାର ସକାଳ ୦୫.୦୬ ମିନିଟ୍‌ରେ ଭୂମିକମ୍ପ ଅନୁଭୂତ ହୋଇଛି । ୨ରୁ ୩ ସେକେଣ୍ଡ ଧରି ଏହି ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୮ ଥିବା ଜଣାପଡ଼ିଛି । ଅଞ୍ଚଳରେ ଥିବା ବିଭିନ୍ନ ଘରଦ୍ୱାର ଦୋହଲି ଯାଇଥିବା ବେଳେ
Read More...

ଭୁନ୍ଦୁପାଲି ଗ୍ରାମରେ ବାପାକୁ ହତ୍ୟା କଲା ପୁଅ

ଜାମଗାଁ : ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଅତାବିରା ଗ୍ରାମ ପଞ୍ଚାୟତ ସ୍ଥିତ ଭୁନ୍ଦୁପାଲି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ନିଜ ଜନ୍ମିତ ବାପାଙ୍କୁ ବଡ଼ପୁଅ ହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବୁଧବାର ପ୍ରାୟ ଦିନ ୨ଟା ସମୟରେ
Read More...

ଆଜି “ମିଶନ ମୋଡରେ ପର୍ଯ୍ୟଟନର ବିକାଶ” ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୩ ମାର୍ଚ୍ଚ ୨୦୨୩ ରେ "ମିଶନ ମୋଡରେ ପର୍ଯ୍ୟଟନର ବିକାଶ” ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ । କେନ୍ଦ୍ର ବଜେଟରେ ଘୋଷିତ ପଦକ୍ଷେପଗୁଡିକର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ମତାମତ
Read More...

ଇନ୍‌ପୁଟ୍‌ ସବସିଡିରୁ ବଂଚିତ ଫଟାମୁଣ୍ଡା ଗ୍ରାମବାସୀ : ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଉପରବାହାଲ ଗ୍ରାମ ପଂଚାୟତ ଫଟାମୁଣ୍ଡା ଗ୍ରାମବାସୀ ଇନ୍‌ପୁଟ୍‌ ସବସିଡି ପାଇନଥିବାରୁ ତହସିଲଦାର ସୁଶ୍ରୀ ସରୋଜା ବେହେରାଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷରେ ଜୁଲାଇ ମାସରେ କମ୍‌ ବର୍ଷା ହେବାରୁ
Read More...

ନାବାଳକ ବାଇକ ଚାଳକ : ପ୍ରଶାସନ ନୀରବ ଦ୍ରଷ୍ଟା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ବହୁସଂଖ୍ୟାରେ ନାବାଳକମାନେ ବାଇକ ଧରି ବୁଲୁଥିବା ଦେଖିବାକୁ ମିଳୁଛି । ଅଭିଭାବକମାନେ ପିଲାମାନଙ୍କୁ ବାଇକ ଦେଇ ନିଶ୍ଚିନ୍ତରେ ରହୁଥିବା ବେଳେ ଅନେକ ସମୟରେ ନାବାଳକଙ୍କ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର
Read More...

ଗଞ୍ଜାମ ଜିଲ୍ଲାକୁ ଯକ୍ଷ୍ମା ରୋଗରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ପ୍ରୟାସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାକୁ ଯକ୍ଷ୍ମା ରୋଗରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ପ୍ରୟାସ ଜାରି ରହିଛି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ବିଭିନ୍ନ ସ୍ଥାନରେ ସଚେତନତା, ରାଲି, ପ୍ରଥପ୍ରାନ୍ତ
Read More...