Daily Archives

କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଟିଟିଲାଗଡ ମୁଖ୍ୟ ରାସ୍ତା ବିଜାଖମନ ନିକଟରେ ଏକ ଆର୍ଟିକା କାର୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏଥିରେ କାର୍‌ରେ ଥିବା ଚାଳକ ଓ ଅନ୍ୟ ଜଣେ ଗୁରୁୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ପଟରୁ
Read More...

ହାତୀ ଆକ୍ରମଣରେ ଯୁବକ ମୃତ

ବସ୍ତା : ହାତୀ ଆକ୍ରମଣରେ ବାଲେଶ୍ୱର-ମୟୂରଭଞ୍ଜ ସୀମାନ୍ତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ପତ୍ରଝଡା ପଞ୍ଚାୟତ ସୀମାନ୍ତ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଝରିଆ ଗ୍ରାମରେ ଘଟିଛି । ମୃତ ଯୁବକଙ୍କ ନାମ ଭୋଳା ରାମ (୫୦) । ସୂଚନା ମୁତାବକ,
Read More...

କଂଟାବାଂଜି ଜିଲ୍ଲା ପ୍ରସଙ୍ଗ : ଜିଲ୍ଲା ସଂଘର୍ଷ ସମିତିର ଖବରଦାତା ସମ୍ମିଳନୀ

ପ୍ରତି ପଂଚାୟତରୁ ହେବ ଆନ୍ଦୋଳନ କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜିକୁ ସ୍ୱତନ୍ତ୍ର ଜିଲ୍ଲା ଦାବୀ କରି ବୁଧବାର ଦିନ ଜିଲ୍ଲା ସଂଘର୍ଷ ସମିତି ସ୍ଥାନୀୟ ହେମାଲ ଭବନରେ ଏକ ଖବରଦାତା ସମ୍ମିଳନୀ କରିଥିଲା । ଏହି ଖବରଦାତା ସମ୍ମିଳନୀରେ କଂଟାବାଂଜି ଜିଲ୍ଲା ଦାବୀ ଉପରେ ଆଲୋଚନା
Read More...

ଆଜି ସ୍ୱର୍ଗଦ୍ୱାରରେ ହେବ ପିଣ୍ଟୁ ନନ୍ଦଙ୍କ ଅନ୍ତିମ ସତ୍କାର

ଭୁବନେଶ୍ୱର : ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦଙ୍କର ଶୁକ୍ରବାର ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସତ୍କାର କରାଯିବ । ଗୁରୁବାର ରାତିରେ ପିଣ୍ଟୁଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା । ତାଙ୍କ ଶେଷ ଦର୍ଶନ କରିବା ପାଇଁ କଳାକାର, ପ୍ରଶଂସକ ଏବଂ ସମର୍ଥକମାନେ ବିମାନବନ୍ଦରରେ
Read More...

ବସ ଓ ବାଇକ ଧକ୍କା : ୧ ମୃତ, ଡ୍ରାଇଭର ଅଟକ

ପାଟଣାଗଡ଼, (ସଦାଶିବ ସରାଫ୍‌) : ପାଟଣାଗଡ଼-ପଦ୍ମପୁର ରାସ୍ତାରେ ଥିବା ଗୌଡ଼ପାଲି ଜୁରିଆ ନିକଟରେ ଗତରାତ୍ରି ୯ ଘଣ୍ଟା ସମୟରେ ଶତାବ୍ଦୀ ନାମକ ଏକ ଘରୋଇ ବସ ଓ ବାଇକ ମଧ୍ୟରେ ଧକ୍କା ହୋଇ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଶତାବ୍ଦୀ ବସଟି ଦହିଗାଁରୁ
Read More...

ମାଲ ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ

ଭବାନୀପାଟଣା, (ପି.କେ.ସାହୁ) : ଭବାନୀପାଟଣା ମାଣିକେଶ୍ୱରୀ ଛକ ନିକଟରେ ଛିଡା ହୋଇଥିବା ୧୪ ଚକିଆ ମାଲ ବୋଝେଇ ଟ୍ରକ୍‌ରେ ହଠାତ୍ ନିଆଁ ଲାଗିଯାଇଥିବା ଜଣାପଡିଛି । ଦେଖୁ ଦେଖୁ ହୁ ହୁ ହୋଇ ଜଳିବାକୁ ଲାଗିଥିଲା ଟ୍ରକ୍‌ । ଟ୍ରକ୍‌ ଠାରୁ ମାତ୍ର ୧୦୦ ମିଟର ଦୂରରେ ପେଟ୍ରୋଲ ପମ୍ପ ଓ ମଲ୍‌
Read More...

ବୁଢୀସିଣ୍ଢୋଲ ଗାଁର ମଙ୍ଗୁଳା କନ୍ୟା ପ୍ରେମିକ ସହ ଥାନାରେ ହାଜର ହେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟସ୍ଥ ବୁଢୀସିଣ୍ଢୋଲ ଗାଁର ମାଧବୀ ଗାଇଗରିଆ ଓ ପଟୁଆପାଲି ଗାଁର ଧିରୋଜଙ୍କ ବିବାହ ଅନୁଷ୍ଠିତ ହେବାର ଥିଲା । ଏନେଇ ସବୁ ପ୍ରସ୍ତୁତି ସରିଥିଲା । ବଂଧୁ ବାନ୍ଧବ, ଜ୍ଞାତି ପରିଜନ ସମସ୍ତେ ରୁଣ୍ଡ ହୋଇ ସାରିଥିଲେ । ପୂର୍ବାହ୍ନରେ ପିନ୍ଧାଣୀ
Read More...

ତୁରୁକଭଟା ଘିସରି ପାହାଡ ପଥର କ୍ୱରୀକୁ ନେଇ ଜନ ଅସନ୍ତୋଷ : ଉପଜିଲ୍ଲାପାଳ ସିନ୍ଧେକେଲା ପଥର କ୍ବାରୀ ଚଢାଉ କଲେ ହେଲେ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ତହସିଲ ତଥା ସିନ୍ଧେକେଲା ଥାନା ଅଞ୍ଚଳରେ ପଡୁଥିବା ଭବାନୀପାଟଣା- ରାଇପୁର ୧୬ ନମ୍ବର ରାଜ୍ୟ ରାଜପଥରେ ପଡୁଥିବା ଚାନ୍ଦୋତରା - ତୁରୁକଭଟା ମଧ୍ୟରେ ଥିବା ଘିସରି ପାହାଡରେ ବେଆଇନ ପଥର ଖନନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ
Read More...

ଭିଜିଲାନ୍ସ ଜାଲରେ ଖଣି ବିଭାଗର ଉପ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା

ଭୁବନେଶ୍ଵର : ଭିଜିଲାନ୍ସ ଜାଲରେ ଖଣି ବିଭାଗର ଉପ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା । ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିବା ସୂଚନା ମିଳିଛି । ଭୁବନେଶ୍ଵର ଭିଏସ୍‌ଏସ୍‌ନଗର ଘର, ଅଫିସ, ପୈତୃକ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍ ଚାଲିଛି । ଚଢାଉ ବେଳେ ଅନେକ
Read More...

ପାଇକମାଲରେ ଟାଟା ପାୱାରର କାର୍ଯ୍ୟକଳାପରେ ଘୋର ଜନ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ଟାଟା ପାୱାର ଆସିଲା ପରେ ବିଦ୍ୟୁତ ଉପଭୋକ୍ତାମାନେ ଆଶା କରିଥିଲେ ବିଦ୍ୟୁତ ସେବା ଠିକ୍‌ ଭାବେ ମିଳିବ ବୋଲି । କିନ୍ତୁ ବିଦ୍ୟୁତ କର୍ମଚାରୀଙ୍କ ନାମରେ ଆସୁଛି ନାନା ପ୍ରକାରର ଅଭିଯୋଗ । ଲୋକେ କହୁଛନ୍ତି
Read More...
error: Content is protected !!