Monthly Archives

January 2023

୨୧ତମ ଉପଖଣ୍ଡସ୍ତରୀୟ ବଲାଙ୍ଗିର ଲୋକଉତ୍ସବ ୨୦୨୩

ଡାଳଖାଇ ଓ ହଲିଆ ଗୀତରେ ଦୁଲୁକିଲା ଟାଉନ ହଲ ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ହଲଠାରେ ୨୧ତମ ଉପଖଣ୍ଡସ୍ତରୀୟ ବଲାଙ୍ଗିର ଲୋକଉତ୍ସବ ଉପଜିଲ୍ଲାପାଳ କୁମାର ନାଗଭୂଷଣଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ମୁଖ୍ୟ ଅତିଥି ତଥା ଉଦ୍‌ଘାଟକ ଭାବେ ଜିଲ୍ଲାପାଳ
Read More...

ଛାତ୍ରୀଙ୍କ ଆତ୍ମରକ୍ଷା କୌଶଳ ତାଲିମ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ +୨ ପ୍ରଥମ ବର୍ଷର ୧୦୮ ଜଣ ଛାତ୍ରୀଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ ଡ. ଶରତ ଚନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନ
Read More...

ଭାଷା ଆଇନ ଉଲ୍ଲଂଘନରେ ଓଡ଼ିଆ ଭାଷା ବିକାଶ ମଞ୍ଚର ପ୍ରତିବାଦ

ରାଉରକେଲା, (ସସ୍ମିତା ପ୍ରଧାନ) : ଭଞ୍ଜଭବନ ପରିସରରେ ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ସାରସ୍ୱତ ମନ୍ଦିର ସର୍ବପୁରାତନ ଆଦର୍ଶ ପାଠାଗାରର ହୃତପିଣ୍ଡ ଉପରେ ଓରମାସ୍ ଏବଂ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଜାତୀୟ ବାଣିଜ୍ୟିକ ପ୍ରଦର୍ଶନୀ ଜାନୁଆରୀ ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଦିବା ଦଶ
Read More...

ଖଲିଆପାଲି ସ୍କୁଲରେ ହକି ଶୋଭାଯାତ୍ରା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହକି ବିଶ୍ୱକପକୁ ସ୍ମରଣୀୟ, ଲୋକପ୍ରିୟ ଓ ଏହାର ପ୍ରଚାରପ୍ରସାର କରିବା ପାଇଁ ହକି ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ପସାୟତଙ୍କ
Read More...

ତାଳଚେର କୋର୍ଟ ଆପିଡେଭିଟ୍ ବ୍ୟବସ୍ଥାରେ ଓକିଲ ମହକିଲ ଅସନୁଷ୍ଟ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : କୋଇଲା ନଗରୀ ତାଳଚେର ଏକ ପ୍ରବୃଦ୍ଧ ଶିଳ୍ପାଞ୍ଚଳ ଏବଂ କୋଇଲା ଉତ୍ତୋଳନ ଯୋଗୁଁ ବିସ୍ଥାପନ ସମସ୍ୟା ସହିତ ସରକାରୀ ଆଇନଗତ ବ୍ୟବସ୍ଥା ଓତଃପ୍ରୋତଃ ଭାବେ ଜଡିତ । ବିସ୍ଥାପନ ଯୋଗୁଁ ପ୍ରଜାଙ୍କୁ ନିଜ ଖଣି ଜନିତ ବିସ୍ଥାପନ ପ୍ରାପ୍ୟ ନିମନ୍ତେ ନିଜସ୍ୱ ଜମି ଓ
Read More...

ପାଇକମାଲ ସମିତି ବୈଠକ ଅନୁଷ୍ଠିତ

ବିଧାୟିକା ବର୍ଷାଙ୍କ କଟୁ ମନ୍ତବ୍ୟ ଶୁଣି କେତେକ ଜନପ୍ରତିନିଧିଙ୍କ କକ୍ଷତ୍ୟାଗ ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପଂଚାୟତ ସମିତି ବୈଠକକୁ ଜନ ପ୍ରତିନିଧି ମାନେ ଯୋଗ ଦେବାକୁ ଆସିଥିଲେ । ସକାଳ ୧୦ଟା ୩୦ରେ ବୈଠକ ହେବାର ଥିଲା । କିନ୍ତୁ ୧୧ଟା ୩୦ ପର୍ଯ୍ୟନ୍ତ ବୈଠକ ଆରମ୍ଭ ହୋଇ
Read More...

ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୮୦ତମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସରକାରୀ ମହାବିଦ୍ୟାଳୟଠାରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୮୦ତମ ଜୟନ୍ତୀ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଅଶୋକ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ 'ଫକୀର ମୋହନ ସେନାପତିଙ୍କ କବିତାରେ ଆତ୍ମ ଅନ୍ୱେଷଣ'
Read More...

ଡମେନବାହି ଡୁଙ୍ଗରି ଉପରେ ବିଶାଳକାୟ ବରାହର ମୃତଦେହ ଉଦ୍ଧାର : ଶିକାରୀମାନଙ୍କ ଦ୍ୱାରା ହତ୍ୟା କରାଯାଇଥିବା ସନ୍ଦେହ

ଖପ୍ରାଖୋଲ, ( ଅଶୋକ ବାଗ) : ବରାହ ମାଂସ ଖାଇବା ଲାଗି କେଉଁ ଆଦିମ କାଳରୁ ଲୋକମାନେ ବିଭିନ୍ନ ଉପାୟରେ ଶିକାର କରିଥାନ୍ତି । କେତେବେଳେ ପର୍ବ ପର୍ବାଣୀ ନାମରେ ଜଙ୍ଗଲରେ ବନ୍ୟ ପ୍ରାଣୀଙ୍କୁ ଶିକାର କରିବା ଏକ ପ୍ରଥା ଓ ପରମ୍ପରାର ଭାବେ ସମାଜରେ ଆଦ୍ରୁତ ଲାଭ କରିଆସିଛି । ଜନ ସଚେତନତାର ଅଭାବ
Read More...

ଲିଖନ ପଠନ ଓ ଶିଶୁ ଲେଖକ କର୍ମଶାଳା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ୍ ପାଳିବନ୍ଦ ପଞ୍ଚାୟତ ନୀଳାଦ୍ରି ପୁର ପ୍ରାଥମିକ ବିଦ୍ୟାଳୟରେ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଭାଷା ଓ ସାହିତ୍ୟକୁ ନେଇ ଲିଖନ, ପଠନ, ଆବୃତ୍ତି ବିଦ୍ୟାଳୟ ସ୍ତରୀୟ ଶିଶୁ ଲେଖନୀ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।
Read More...

ମାତୃ ଶକ୍ତିର ସୁରକ୍ଷା ହିଁ ବିଶ୍ୱର ସୁରକ୍ଷା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଶଲଟ କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନ ଉତ୍ସବରେ ମୁଖ୍ୟଅଥିତି ଭାବେ ଆଦର୍ଶ ବିଦ୍ୟାଳୟ ଅଧକ୍ଷା ମାଧୁରୀ ମହାରଣା ଯୋଗ ଦେଇ ମାତୃ ଶକ୍ତିର ସୁରକ୍ଷା ହିଁ ବିଶ୍ୱର
Read More...