୬୦ ଫୁଟ ତଳକୁ ଓଲଟିଲା ଟ୍ରକ୍ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୋପାଳପୁର ଠାରୁ ଚଣ୍ତିଖୋଲ ଅଭିମୁଖେ ଯାଉଥିବା ଏକ ଟ୍ରକ୍ ବଡ଼ଘାଟି ଉପରୁ ଗତକାଲି ବିଳମ୍ବିତ ରାତ୍ରିରେ ପ୍ରାୟ ୬୦ ଫୁଟ ତଳକୁ ଓଲଟି ପଡ଼ିଥିବା ଜଣାପଡ଼ିଛି । ହେଲେ ଏହି!-->…
Read More...
Read More...