Monthly Archives

January 2023

ମାଘ ସପ୍ତମୀ ନୀତି ସମ୍ପାଦନ ବୈଠକ

କୋଣାର୍କ : ଜାନୁୟାରୀ ୨୭ ଓ ୨୮ ତାରିଖରେ ଚନ୍ଦ୍ରଭାଗା ତୀର୍ଥରେ ମାଘ ସପ୍ତମୀ ବୁଡ଼ । ଏଥି ନିମନ୍ତେ ଶୁକ୍ରବାର ଅପରାହ୍ନରେ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ନୀତି ସମ୍ପାଦନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରରେ
Read More...

ଅଞ୍ଚଳଗୁମା ମଣ୍ଡଳରେ ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ତେନ୍ତୁଳିଖୁଣ୍ଟି : ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମା ମଣ୍ଡଳରେ ବିଜେପି ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଅନୁସୂଚିତ ଜନଜାତିର ବିଜେପିର ରାଜ୍ୟ ସଭାପତି ଉମରକୋଟ ବିଧାୟକ ନିତ୍ୟା ନନ୍ଦ ଗଣ୍ଡ, ଜିଲ୍ଲା ସଭାପତି ଜଗଦୀଶଚନ୍ଦ୍ର ବିଷୋୟୀ, ରାଜ୍ୟ
Read More...

୯୫ ଗ୍ରାମ ବ୍ରାଉନ୍ ସୁଗାର ଜବତ, ୧ ଗିରଫ

ପିପିଲି : ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ପିପିଲି ଅବକାରୀ ଥାନା ଉପ-ନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ପିପିଲି ଥାନା ଅଧୀନ ସାତଶଙ୍ଖ ବଜାରରେ ଚଢ଼ାଉକରିଛି । ଚଢାଇ କରି ଟିମ୍ ରାମଚନ୍ଦ୍ର ବେହେରାଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୯୫ ଗ୍ରାମ
Read More...

ଶିଉନି ଫୁଟବଲ ଚାମ୍ପିୟନ କପ୍, ଫାଇନାଲରେ ଟେମରା ଦଳ

କୋକସରା : ସ୍ଥାନୀୟ ବରାଡୋଙ୍ଗା ପଞ୍ଚାୟତ ଶିଉନି ଗ୍ରାମରେ ଶିଉନି ଚାମ୍ପିୟନ କପ୍ ଫୁଟବଲର ଶୁକ୍ରବାର ଥିଲା ସେମିଫାଇନାଲ ମ୍ୟାଚ୍ । ନେତାଜୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଜାରି ରହିଛି ଏହି ମ୍ୟାଚ୍ । ସେମି ଫାଇନାଲ ଖେଳରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲଙ୍କ ସଭାପତିତ୍ୱରେ ମୁଖ୍ୟ
Read More...

ମାଲ୍ୟବନ୍ତ ମହୋତ୍ସବ : ସତୀଗୁଡା ଜଳଭଣ୍ଡାରରେ ଚିତାକର୍ଷକ ନୌକା ଚାଳନା ପ୍ରତିଯୋଗିତା

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଲୋକ ଉତ୍ସବ ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ସତିଗୁଡା ଜଳଭଣ୍ଡାରରେ ମତ୍ସ୍ୟଜୀବୀ ମାନଙ୍କୁ ନେଇ ନୌକା ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାକୁ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରତ୍ନାକର ସାହୁ ସବୁଜ ପତାକା
Read More...

ବନବାସୀଙ୍କ ମଧ୍ୟରେ ବନ୍ଧୁ ମିଳନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚନ୍ଦ୍ରାହାଣ୍ଡି ସ୍ଥିତ ଝରିଗାଁ ବ୍ଲକ୍‌ର ସମସ୍ତ ଜଙ୍ଗଲ ଗ୍ରାମର ବନବାସୀଙ୍କର ଏକ ସାଧାରଣ ସଭା ତଥା ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା କୃଷକ ମହାସଭା, ଆଦିବାସୀ ଅଧିକାର ମଞ୍ଚ ଓ ନିର୍ମାଣ ଶ୍ରମିକ ମହାସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସଭାରେ
Read More...

ସ୍ୱାଭିମାନ ଅଞ୍ଚଳରେ ୪୨ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ଯୋଡ଼ାମ୍ବ ଥାନା ପୁଲିସ

ମାଲକାନଗିରି : ମାଲକାନଗିରି ଏସପି ନିତେଶ ୱାଧନୀଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନା ପୁଲିସ ପକ୍ଷରୁ 'ଅପରେସନ ସବୁଜ ଜହର' ଆରମ୍ଭ ହୋଇ ଯାଇଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ ଥାନା ପୁଲୁସ ପକ୍ଷରୁ ତରାବେଢା ଗ୍ରାମ ଜଙ୍ଗଲ ଜମିରେ ହୋଇଥିବା
Read More...

ବିଜେଡ଼ିରେ ମିଶିଲେ କୋଡ଼ିପାରି ସମିତି ସଭ୍ୟାଙ୍କ ସହ ଶତାଧିକ ସମର୍ଥକ

କାଶୀପୁର : କାଶୀପୁର ବ୍ଲକ କୋଡ଼ିପାରି ସମିତି ସଭ୍ୟା ମନସ୍ୱିନୀ ବିଡିକା ନିଜର ଶତାଧିକ ସମର୍ଥକଙ୍କ ସହିତ ବିଜେଡ଼ିରେ ଯୋଗ ଦେଇଥିବାର ଜଣାଯାଇଛି । ଯୁବ ବିଜେଡ଼ିର ଜିଲ୍ଲା ସମ୍ପାଦକ ହର ପ୍ରସାଦ ନାୟକଙ୍କ ନେତୃତ୍ୱରେ ସମିତି ସଭ୍ୟା ଏବଂ ତାଙ୍କ ସମର୍ଥକ ମାନେ ପୂର୍ବତନ ଲୋକସଭା ସାଂସଦ ତଥା
Read More...

ଜିଲ୍ଲାସ୍ତରୀୟ ସ୍ୱାବଲମ୍ବନ ସଖୀ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ମାଲକାନଗିରି : ମାଲକାନଗିରି ବ୍ଲକର ତଣ୍ଡାପାଲି ଗ୍ରାମ ପଞ୍ଚାୟତ ସଭାଗୃହରେ ଆଜି ଜିଲ୍ଲାସ୍ତରୀୟ ସ୍ୱାବଲମ୍ବନ ସାଥୀ କାର୍ୟ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ହାରମୋନି ସଂସ୍ଥାର ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟ ଅତିଥି
Read More...

ମର୍ମନ୍ତଦ ସଡକ ଦୁର୍ଘଟଣା : ୧ ମୃତ

ପାପଡାହାଣ୍ଡି : ପାପଡାହାଣ୍ଡି ଥାନା ସୁନା ଡଙ୍ଗରୀ ରାସ୍ତା ନିକଟ ୩୯ନଂ ରାଜ୍ୟ ରାଜପଥରେ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ନାଁ ଦୀପକ କୁମାର । ତାଙ୍କ ଘର ଉତ୍ତରପ୍ରଦେଶର ଆଲ୍ଲିଗଡରେ । ସେ ଜଣେ ବୁଲା ବେପାରୀ । ଆଖପାଖ ଅଂଚଳରେ ବୁଲା ବ୍ୟବସାୟୀ କରି
Read More...