Monthly Archives

January 2023

ପଂଚମ ଦିବସରେ ଅଲ ଓଡିଶା ଫୁଟବଲ ଟୁର୍ଣ୍ଣାମେଣ୍ଟ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଆଗଲପୁର ଆଥଲେଟିକ ଆସୋସିଏସନ୍‌ର ୪୧ତମ ଅଲ ଓଡିଶା ଫୁଟବଲ ଟୁର୍ଣ୍ଣାମେଣ୍ଟର ୫ମ ଦିନର ଖେଳ ସମ୍ବଲପୁର ବନାମ ଜରାସିଂହା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ଦଳ ୩-୧ଗୋଲରେ ଜରାସିଂହା ଦଳଠାରୁ ବିଜୟୀ ହୋଇ
Read More...

ଉପଖଣ୍ଡସ୍ତରୀୟ ଲୋକ ମହୋତ୍ସବ ଉଦ୍‌ଯାପିତ : ପାରମ୍ପରିକ ନାଚ ଗୀତରେ ଦୁଲୁକିଲା ମଞ୍ଚ

ପାଟଣାଗଡ, (କେପିଏନ୍‌ଏସ୍‌) : ଲୋକନୃତ୍ୟ ଓ ଲୋକକଳାକୁ ନେଇ ଗୁରୁବାର ମଧ୍ୟରାତ୍ରରେ ଶେଷ ହୋଇଛି ପାଟଣାଗଡ଼ ଉପଖଣ୍ଡସ୍ତରୀୟ ଲୋକ ମହୋତ୍ସବ । ପରମ୍ପରିକ ଲୋକନୃତ୍ୟରେ ଦୁଲୁକି ପଡିଛି ମଞ୍ଚ । ପାଟଣାଗଡ଼ ରମାଇ ହାଇସ୍କୁଲ ପଡିଆରେ ସକାଳରୁ ରାତ୍ରି ପର୍ଯ୍ୟନ୍ତ ଚାଲିଥିବା ଲୋକଉତ୍ସବରେ ଅଂଚଳର ଶହ
Read More...

ମ.ରାମପୁର ରାଜପ୍ରସାଦ ମା’ ଡୁକୁରିଙ୍କ ପୀଠରୁ ମଶାଲ ଶୋଭାଯାତ୍ରା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଉତ୍ସବ ୨୦୨୩ ପାଇଁ ଭବାନୀପାଟଣା ଅଭିମୁଖେ ମ.ରାମପୁର ରାଜପ୍ରସାଦ ମା' ଡୁକୁରିଙ୍କ ପୀଠରୁ ପୂଜାର୍ଚ୍ଚନା କରି ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି ଏହା ଆସନ୍ତା ୧୪ ତାରିଖ ଦିନ ଭବାନୀପାଟଣା ପହଞ୍ଚିବା ନେଇ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା
Read More...

ମ.ରାମପୁର ଉର୍ଲାଦାନୀ ସହୀଦ ରେଣ୍ଡୋମାଝିଙ୍କ ପିଠରୁ ମଶାଲ ଶୋଭାଯାତ୍ରା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଉତ୍ସବ ୨୦୨୩ ପାଇଁ ଭବାନୀପାଟଣା ଅଭିମୁଖେ ଉର୍ଲାଦାନୀ ସହୀଦ ରେଣ୍ଡୋମାଝିଙ୍କ ପୀଠରୁ ପୂଜାର୍ଚ୍ଚନା କରି ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି । ଏହା ଆସନ୍ତା ୧୪ ତାରିଖ ଦିନ ଭବାନୀପାଟଣା ପହଞ୍ଚିବା ନେଇ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା
Read More...

ଶ୍ରୀ ରାମକୃଷ୍ଣ ଆଶ୍ରମରେ ଜାତୀୟ ଯୁବ ଦିବସ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁରର ମୋଟୋଗଣ୍ଡା ସ୍ଥିତ ରାମକୃଷ୍ଣ ଆଶ୍ରମଠାରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏଥିରେ ଆଶ୍ରମର ସମ୍ପାଦକ ଅଶୋକ ନନ୍ଦ ମହାରାଜଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବ୍ଲକ୍ ଅଧ୍ୟକ୍ଷା
Read More...

ଡାକ୍ତର ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ମ.ରାମପୁର, (ହେମନ୍ତ ସାହୁ) : ବହୁ ଦିନରୁ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ତଥା ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଦାବୀ କରାଯାଇଥିଲେ ହେଁ କର୍ଣ୍ଣପାତ କରୁନାହାନ୍ତି । ତେଣୁ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ମ.ରାମପୁର
Read More...

୨୭ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ

ୱେଷ୍ଟବେଙ୍ଗଲକୁ ହରାଇ ଛତିଶଗଡ଼ର ସେମିଫାଇନାଲରେ ପ୍ରବେଶ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳପଡିଆଠାରେ ଚାଲିଥିବା ୨୭ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପ୍‌ ଟୁର୍ଣ୍ଣାମେଣ୍ଟର ଆଜି ପଞ୍ଚମ ଦିବସରେ ୱେଷ୍ଟବେଙ୍ଗଲ ସାଇଲତା ଓ ଛତିଶଗଡ଼
Read More...

ବିଶ୍ୱକପ୍ ହକି ଟ୍ରଫିକୁ କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ୍ ଫାର୍ମାସିଟିକାଲ ସାଇନସ୍‌ରେ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱକପ ହକି ଟ୍ରଫି କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସିଟିକାଲ ସାଇନସ୍‌ରେ ଅଞ୍ଚଳବାସୀ ଟ୍ରଫିକୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ । ଏହି ଟ୍ରଫି ଓ ମାସ୍କଟ ଓଲିକୁ ସେଠାକାର ସ୍ଥାନୀୟ ଲୋକେ ଓ ଛାତ୍ରଛାତ୍ରୀମାନେ ନାଚ ଗୀତ ପାରମ୍ପରିକ ବାଦ୍ୟ ବଜାଇ
Read More...

ବିଦ୍ୟାନଗରୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସ୍ଥିତ ବିଦ୍ୟାନଗରୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶ୍ବକପ ହକିକୁ ଆଖି ଆଗରେ ରଖି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିବାଳା ମହାପାତ୍ରଙ୍କ ସଭାପତିତ୍ବ ଓ ମୁଖ୍ୟବକ୍ତା ତଥା ସଂଯୋଜକ ସିଆରସିସି ଦୀପକ
Read More...

ବିବେକାନନ୍ଦ ଯୁବ ସଂସଦର ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଯୁବ ବିଭାଗ, ସୁନ୍ଦରଗଡ ଜିଲ୍ଲା ଶାଖା ତରଫରୁ ଜାତୀୟ ଯୁବ ଦିବସ ଓ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ବେଦବ୍ୟାସ ସ୍ଥିତ ବୈଦିକ ଗୁରୁକୁଳ ଆଶ୍ରମଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଜିଲ୍ଲା ସଭାପତି କୁମାର ବେହେରାଙ୍କ
Read More...