Monthly Archives

January 2023

ଚୈନପୁର ଗ୍ରାମରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ସୁରକ୍ଷା ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଅପରାହ୍ନ ୩ଟା ବେଳେ ଚକ୍ରଧରପୁର ବ୍ଲକ ଅନ୍ତର୍ଗତ ଚୈନପୁର ଗ୍ରାମରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ସୁରକ୍ଷା ପାଇଁ ଓଡ଼ିଆ ଭାଷା ଭାଷୀ ଗ୍ରାମବାସୀ ଆନ୍ଦୋଳନ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ମତପ୍ରକାଶ କରିଥିଲେ । ଅଶୋକ ଷଡ଼ଙ୍ଗୀ, ଡ. ନାଗେଶ୍ଵର
Read More...

ଦନ୍ତାହାତୀର ମୃତଦେହ ଉର୍ଦ୍ଧାର

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ତାରସି ରେଞ୍ଜ ମାଣପୁର ବାରଦଣ୍ଡା ରାସ୍ତାକଡ଼ର ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିବା ଜଣାପଡିଛି । ବିଦ୍ୟୁତ୍‌ ଆଘାତରେ ହାତୀଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ
Read More...

ରାସ୍ତା କାମରେ ନିୟୋଜିତ ପାଣି ଟ୍ୟାଙ୍କର ଓ ଜେସିବିରେ ନିଆଁ ଲଗାଇଲେ ପିଏଲ୍‌ଏଫ୍‌ଆଇ

ନୂଆଗାଁ : ଓଡ଼ିଶା ସୀମାନ୍ତ ଝାରଖଣ୍ଡରେ ପୁଣି ସକ୍ରିୟ ପିଏଲ୍‌ଏଫ୍‌ଆଇ । ରାସ୍ତା କାମରେ ନିୟୋଜିତ ପାଣି ଟ୍ୟାଙ୍କର ଓ ଜେସିବିରେ ଲଗାଇଲେ ନିଆଁ । ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ହାତିବାରୀ ଥାନା ଠାରୁ ୧୦ କି.ମି ଦୂର ଓଡ଼ିଶା ସୀମାନ୍ତ ସିମଡେଗା ଜିଲ୍ଲାର ଜଲଡେଗା ଅନ୍ତର୍ଗତ ଓଡ଼ଗାଁ
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ, ୫ ଗିରଫ

ସମ୍ବଲପୁର : ସମ୍ବଲପୁର-ରାଉରକେଲା ଶାସନ ଟୋଲ ଗେଟ ନିକଟରୁ ୨ଟି କାର ସହ ୧୩୦ କୁଇଣ୍ଟାଲ ଗଞ୍ଜେଇ ଜବତ କରି ୫ ଜଣ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡିଛି । ଏହି ଘଟଣାରେ ୨ଟି କାର ଡ୍ରାଇଭର ସମେତ ୩ ଜଣଙ୍କ ଅଟକ ରଖାଯାଇଥିବା ଖବର ମିଳିଛି । ଏହି ଘଟଣାରେ ଅବକାରୀ ଗୁଇନ୍ଦା
Read More...

ଯୁବ କଣ୍ଠଶିଳ୍ପୀ ସୁମନ ଶେଖର ମିଶ୍ରଙ୍କ ବିୟୋଗରେ ଶୋକସଭା

ସଙ୍ଗୀତ ଜଗତ ପାଇଁ ଅନେକ ସମ୍ଭାବନା ଥିଲେ ସୁମନ ମ. ରାମପୁର, (ହେମନ୍ତ ସାହୁ) : ଉଦୀୟମାନ ଯୁବ କଣ୍ଠଶିଳ୍ପୀ ସୁମନ ଶେଖର ମିଶ୍ର(୨୫)ଙ୍କ ଆଜି ଭୋର୍‌ରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେ ଗତ କିଛି ମାସ ଧରି ଯକୃତ ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କର ଚିକିତ୍ସା
Read More...

୧୮୯ ସିଆର୍‌ପିଏଫ୍‌ ବାହିନୀ ଦ୍ୱାରା ସିଭିକ୍‌ ଆକ୍ସନ ପୋଗ୍ରାମ୍‌ ଅନୁଷ୍ଠିତ

ବରଗଡ, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ବରଗଡ ଜିଲ୍ଲା ଜଗଦଲପୁର ଗ୍ରାମରେ ସିଭିକ୍‌ ଆକ୍ସନ ପୋଗ୍ରାମ ଆୟାଜିତ ହୋଇଯାଇଛି । ଏହି ପୋଗ୍ରାମରେ ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ସିଆର୍‌ପିଏଫ୍‌ କମାଣ୍ଡେଣ୍ଟ ପବନ କୁମାର ତିୱାରୀ,
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀଙ୍କୁ ସାମିଲ କରାଯିବା ପାଇଁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀଙ୍କୁ ସାମିଲ କରାଯିବା ପାଇଁ ଦାବୀପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ, ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗଙ୍କ ନେତୃତ୍ୱରେ ବଲାଙ୍ଗିର ସଦର ବ୍ଲକର ସମିତି ସଦସ୍ୟ ସଦସ୍ୟା, ସରପଂଚ,
Read More...

ରେଳବାଇ ପୁଲିସ ଦ୍ୱାରା ତିରୁଚିରାପଲି ଟ୍ରେନରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରେଳବାଇ ପୁଲିସ ଦ୍ୱାରା ତିରୁଚିରାପଲି ଟ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ କୁରୁଢ଼ା ଗ୍ରାମର ନିରଞ୍ଜନ ନାୟକଙ୍କ ପୁଅ ପ୍ରଭାତ କୁମାର ନାୟକ(୪୨) ବୋଲି
Read More...

ୱାର୍ଡ ସଭ୍ୟସଭ୍ୟାଙ୍କ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତି ରାଜ ପ୍ରତିଷ୍ଠାନ ତରଫରୁ ତଥା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ)ର ମିଳିତ ଆନୁକୂଲ୍ୟରେ ସଂସ୍ଥାର ନିଜସ୍ୱ କାର୍ଯ୍ୟାଳୟଠାରେ ତିନିଦିନ ଧରି ୱାର୍ଡ ସଭ୍ୟସଭ୍ୟାଙ୍କ ତାଲିମ କାର୍ଯ୍ୟକ୍ରମ
Read More...

ପଦ୍ମପୁରରେ ମିଲେଟ ଶକ୍ତି ନିଉଟ୍ରି ସେଣ୍ଟର ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଏନ୍‌ଏସି କାର୍ଯ୍ୟାଳୟ ନିକଟରେ ଓଡିଶା ମିଲେଟ ମିଶନ ସାହାଯ୍ୟରେ ମିଲେଟ ଶକ୍ତି ନିଉଟ୍ରି ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି । ଏହି ସେଣ୍ଟରକୁ ଅନୁଷ୍ଠାନିକ ଭାବେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟିକା ବର୍ଷା ରାଣୀ ସିଂ ବରିହା
Read More...