Monthly Archives

January 2023

ଭବାନୀପାଟଣା ଠାରେ ଦ୍ଵିତୀୟ ଦିଶା କମିଟି ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ପି.କେ.ସାହୁ) : ଆଜି ଭାବନୀପାଟଣା ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦିଶା କମିଟି ଉପାଧ୍ୟକ୍ଷ ରାଜ୍ୟସଭା ସଭ୍ୟ ସୁଜିତ୍ କୁମାର, ଜୁନାଗଡ ବିଧାୟକ ଦିବ୍ୟ
Read More...

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୧୨ଟି କେନ୍ଦ୍ରରେ ୧୮ ବର୍ଷ ବୟସରୁ ଅଧିକ ନାଗରିକଙ୍କୁ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା ୨୦/୦୧/୨୩ରେ ଜିଲ୍ଲାର ସମସ୍ତ ବ୍ଲକ ଅଂଚଳର ୧୨ଟି ବ୍ୟବସ୍ଥିତ ଟୀକାକେନ୍ଦ୍ରରେ ୧୮ ବର୍ଷ ବୟସରୁ ଅଧିକ ହିତାଧିକାରୀଙ୍କ ଦ୍ୱିତୀୟ ଡୋଜ୍ ଏବଂ ବୋଷ୍ଟର୍ ଡୋଜ୍ ଟୀକାକରଣ କରାଯିବ
Read More...

ଅର୍ଥତତ୍ତ୍ଵ ଚିଟଫଣ୍ଡ ଠକେଇ ମାମଲା : ମୁଖ୍ୟ ମାମଲା ଛତ୍ରପୁର ଏସଡ଼ିଜେଏମ୍‌ଙ୍କ କୋର୍ଟରୁ ବ୍ରହ୍ମପୁର ସିଜେଏମ୍‌…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସର୍ବଶେଷରେ ସମସ୍ତ ଆଲୋଚନା ଓ ପର୍ଯ୍ୟାଲୋଚନାର ପରିସମାପ୍ତି ଘଟିଛି । ଏହି କ୍ରମରେ ଆଜି ଛତ୍ରପୁର ଏସଡ଼ିଜେଏମ୍ କୋର୍ଟରେ ଅର୍ଥତତ୍ତ୍ଵ ଚିଟଫଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀ ଓ ସହ ଅଭିଯୁକ୍ତ କୃଷ୍ଣ ପାଢ଼ୀଙ୍କ ଉପସ୍ଥିତିରେ ଉକ୍ତ ଚିଟଫଣ୍ଡ
Read More...

ଭାରତୀୟ ସେନାମାନଙ୍କ ଭୂମିକା ସମ୍ପର୍କରେ ସମସ୍ତେ ଅବଗତ ହେବା ଜରୁରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଷ୍ଟ୍ର ଗଠନରେ ଭାରତୀୟ ସେନାମାନଙ୍କ ଭୂମିକା ସମ୍ପର୍କରେ ସମସ୍ତେ ଅବଗତ ହେବା ଆବଶ୍ୟକ । ତେବେ ଯାଇ ଯୁବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ଏବଂ ସେମାନେ ଅନୁଭବି ବରିଷ୍ଠମାନଙ୍କ ନିକଟରୁ ଶିକ୍ଷା ଲାଭ କରିବେ । ସେଥି ସକାଶେ ଚଳିତ ୧୮ ରୁ ୨୩
Read More...

ମଦନପୁର ଏମ୍‌ସିସି ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଦ୍ୱିତୀୟ ଦିନରେ ମଦନପୁର ସେମିଫାଇନାଲ୍‌ରେ ପ୍ରବେଶ କଳାହାଣ୍ଡି, (ପି.କ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଠାରେ ଏମ୍‌ସିସି ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ଦ୍ୱିତୀୟ ଦିବସରେ ତିନି ଗୋଟି ମ୍ୟାଚ୍‌ ହୋଇଥିବା ବେଳେ ପ୍ରଥମ ମ୍ୟାଚ୍‌ ପାୱାରହିଟର, ଟେକରୁମାଲ
Read More...

ସର୍ଗିପାଲି ଗାଁରେ ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗ ଘଟଣା : ଗାଁରେ ପହଞ୍ଚି ତଦନ୍ତ କଲେ ଲୋକପାଳ, ବ୍ୟାପକ ପୋଲିସ…

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ସର୍ଗିପାଲି ଗାଁରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ନେଇ ଅସନ୍ତୁଷ୍ଟ ଶ୍ରମିକ ମଙ୍ଗଳବାର ବ୍ଲକ୍ କାର୍ଯ୍ୟାଳୟରେ ଅସନ୍ତୋଷ ପ୍ରକାଶ କରି ବ୍ଲକ୍ କାର୍ଯ୍ୟାଳୟକୁ
Read More...

ଜିଲ୍ଲାସ୍ତରୀୟ ଜନରାଜ୍ୟ ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷର ଜିଲ୍ଲାସ୍ତରୀୟ ଜନରାଜ୍ୟ ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଓଡିଆ ବକ୍ତୃତା ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଅହିଂସା ଓ
Read More...

ସାମୁଦ୍ରିକ ପରିବେଶରେ ପ୍ଲାଷ୍ଟିକ୍ ସମସ୍ୟାଜନିତ ଆନ୍ତର୍ଜାତୀୟ କର୍ମଶାଳା

• ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଯୋଗଦେଇ ବହୁ ବୈଜ୍ଞାନିକ ଓ ଗବେଷକଙ୍କ ମାନସଚିନ୍ତନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ସମ୍ମିଳନୀ କକ୍ଷରେ ଭାରତ-ଇଂଲଣ୍ଡର ମିଳିତ କାର୍ଯ୍ୟକ୍ରମରେ
Read More...

ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି ବଲାଙ୍ଗିର ଲୋକଉତ୍ସବ : ମିଳିତ ଭାବେ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି ୨୧ତମ ବଲାଙ୍ଗିର ଲୋକଉତ୍ସବ । ସୂଚନାଯୋଗ୍ୟ ଯେ, ଗତ ଦୁଇ ବର୍ଷ ପରେ ବଲାଙ୍ଗିର ଲୋକଉତ୍ସବ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆଠାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ସ୍ଥାନକୁ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସ୍‌ପି ନିତିନ
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ଅଧିକାରୀଙ୍କ ସାତ ଦନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ସେବା ଯୋଜନା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ କାର୍ଯ୍ୟକ୍ରମ ଅଧିକାରୀଙ୍କ ସାତଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରଶିକ୍ଷଣ ଶିବିରକୁ ଉଦ୍‌ଘାଟନ
Read More...