jsm

୧୮୯ ସିଆର୍‌ପିଏଫ୍‌ ବାହିନୀ ଦ୍ୱାରା ସିଭିକ୍‌ ଆକ୍ସନ ପୋଗ୍ରାମ୍‌ ଅନୁଷ୍ଠିତ

csstore

ବରଗଡ, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ବରଗଡ ଜିଲ୍ଲା ଜଗଦଲପୁର ଗ୍ରାମରେ ସିଭିକ୍‌ ଆକ୍ସନ ପୋଗ୍ରାମ ଆୟାଜିତ ହୋଇଯାଇଛି । ଏହି ପୋଗ୍ରାମରେ ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ସିଆର୍‌ପିଏଫ୍‌ କମାଣ୍ଡେଣ୍ଟ ପବନ କୁମାର ତିୱାରୀ, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଶ୍ରୀମତୀ ନୀନା ଶର୍ମ. ଡ. ଗାୟତ୍ରୀ ନନ୍ଦା, ଗୋବଦ୍ଧନ ନାୟକ, ଭୂପେନ୍ଦ୍ର ପଟେଲ, ଅଶ୍ୱିନି କୁମାର ମିଶ୍ର, ପ୍ରଦୀପ କୁମାର ପଟେଲ, ଗୋଲକ ପ୍ରସାଦ ପ୍ରଧାନ ଯୋଗ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଜଗଦଲପୁର, ସାଲେପାଲି, ସରାଇକେଲା, ନୂଆପଡା, ଧଉରାଭଟାର ଅନେକ ଜନସାଧାରଣ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.