Monthly Archives

January 2023

ଝିଙ୍କିଡୁଙ୍ଗୁରୀ ଗ୍ରାମ ଠାରେ ବନ ବିଭାଗ ପକ୍ଷରୁ ଚଢାଉ ନେଇ ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଝିଙ୍କିଡୁଙ୍ଗୁରୀ ଗ୍ରାମ ଠାରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିବା ନେଇ ଡିଏଫଓ ନିତିଶ କୁମାର ସୂଚନା ଦେଇଛନ୍ତି । ଏହି ଚଢାଉରେ ସଇଁନ୍ତଲା ରେଂଜର କର୍ମଚାରୀମାନେ ସାମିଲ ଥିବା ବେଳେ ଚଢାଉରେ ୭ଟି ବିଜା କାଠଗଣ୍ଡି ଜବତ…
Read More...

ପଣ୍ଡକିଟାଲ ଅପର ପ୍ରାଇମେରୀ ସ୍କୁଲ ଆନୁକୂଲ୍ୟରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଣ୍ଡକିଟାଲ ଅପର ପ୍ରାଇମେରୀ ସ୍କୁଲ ଆନୁକୂଲ୍ୟରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ହାଇସ୍କୁଲର ପ୍ରଧାନ ଶିକ୍ଷକ ହେମସାଗର ବାଘ ଜାତୀୟ ପତାକା ଉତ୍ତୋଳନ କରି ସମବେତ…
Read More...

କାର୍‌ ଉପରେ ପଡ଼ିଗଲା ଗଛ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଛକ ନିକଟ ପ୍ରମିଳା ଜୁଏଲାରୀ ନିକଟରେ ଶୁକ୍ରବାର ରାତିରେ ପାଟଣାର ଅକ୍ଷୟ କୁମାର ସାହୁଙ୍କ କାର୍‌ଟି ଜୁଏଲାରୀ ନିକଟରେ ଠିଆ ହୋଇଥିବା ବେଳେ ହଠାତ୍‌ ଏକ ଚାକୁଣ୍ଡା ଗଛ ଭାଙ୍ଗି କାର ଉପରେ ପଡ଼ିଯାଇଥିଲା । ଫଳରେ କାର୍‌ରେ ଥିବା ୨୨ ବର୍ଷୀୟ ଚାଳକ ସହ ୭…
Read More...

ନବୀନ ପଟ୍ଟନାୟକ ପୁଣି ଏକ ନମ୍ବର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ‘ଇଣ୍ଡିଆ ଟୁଡେ’ ର ‘ମୁଡ୍ ଅଫ୍‌ ଦ ନେସନ୍’ ପୋଲରେ ପୁଣିଥରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶ‌ରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନିଜ ରାଜ୍ୟରେ ସେ ଲୋକପ୍ରିୟ ମାନ୍ୟତା ବଜାୟ ରଖିଛନ୍ତି । ୭୩.୨% ରେଟିଂ ସହ ନବୀନ ଶୀର୍ଷସ୍ଥାନରେ…
Read More...

ଜିଲ୍ଲାସ୍ତରୀୟ ଉତ୍କଳ ଷଡ଼ବଂଶୀୟ ସାତଘରିଆ ମିର୍ଦ୍ଧା ସମାଜ ବୋର୍ଡର ଦ୍ୱାଦଶତମ ମହାସଭା

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଟେଣ୍ଡାପଦର ଠାରେ ଜିଲ୍ଲାସ୍ତରୀୟ ଉତ୍କଳ ଷଡ଼ବଂଶୀୟ ସାତଘରିଆ ମିର୍ଦ୍ଧା ସମାଜ ବୋର୍ଡର ଦ୍ୱାଦଶତମ ମହାସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଂଜନ ବିଶି ଯୋଗ ଦେଇଥିବା ବେଳେ ଜିଲ୍ଲା…
Read More...

ସଡକ ଦୁର୍ଘଟଣା : ୧ ମୃତ, ୧ ଆହତ

ଝାରସୁଗୁଡ଼ା : ବଡମାଲ ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ୍‌ ୱେର ସାପଡା ନିକଟରେ ଏକ ଅଜଣା ଗାଡି ବାଇକ୍‌କୁ ଧକ୍କାଦେଇ ଫେରାର୍‌ ହୋଇଯାଇଥିବା ଜଣାପଡିଛି । ଏଥିରେ ବାଇକ୍‌ରେ ଥିବା ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ସ୍ୱାମୀ ଆହତ ହୋଇ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ସୂଚନା ଅନୁସାରେ, ମୃତ…
Read More...

ବିଧାୟକ ସରୋଜଙ୍କ ଦବ୍‌ଦବାରେ କନକ ଦୁର୍ବଳ : ବିଜେଡିରେ ଯୋଗ ଦେଲେ ବଲାଙ୍ଗିର ଜିଲ୍ଲା ବିଜେପି ଉପସଭାପତି ଶୈଳବାଳା

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଦବ୍‌ଦବାରେ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ଆଗ ଧାଡିର ନେତା କନକବର୍ଦ୍ଧନଙ୍କ ଶିବିର ଦିନକୁ ଦିନ ଆହୁରି ଆହୁରି ଦୁର୍ବଳ ହେବାରେ ଲାଗିଛି । ପାଟଣାଗଡ ବିଧାୟକ ସରୋଜଙ୍କ ଶିବିର ସମୃଦ୍ଧ ହୋଇ ଚାଲିଥିବା ବେଳେ କନକଙ୍କ ଗଡ…
Read More...

‘ପରୀକ୍ଷା ପେ ଚର୍ଚ୍ଚା’ରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ କୋଣାର୍କ ଜବାହାର ନବୋଦୟ ବିଦ୍ୟାଳୟ ଛାତ୍ର…

କୋଣାର୍କ : 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କଥା ହୋଇଥିଲେ କୋଣାର୍କ ଜବାହାର ନବୋଦୟ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ତନ୍ମୟ ବିଶ୍ୱାଳ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ତନ୍ମୟ କେମିତି ଚାପ ମୁକ୍ତ ପରୀକ୍ଷା ଦେବୁ ବୋଲି ପ୍ରଶ୍ନ ପଚାରିଥିଲେ…
Read More...

ହରଭଙ୍ଗା ଲୋକ ମହୋତ୍ସବ ଉଦ୍‌ଘାଟିତ

ହରଭଙ୍ଗା : ହରଭଙ୍ଗା ଲୋକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଆଜି ଦିନ ୧୨ଟା ସମୟର ହରଭଙ୍ଗା ଅଂଚଳରେ ଅଧିଷ୍ଠାତ୍ରୀ ଦେବୀ ମା' ରୁଦ୍ରକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଏକ ବିରାଟ ଶୋଭାଯାତ୍ରା ବାହାରି ମା'ଙ୍କର ଆଜ୍ଞା ମାଳଙ୍କୁ ନେଇ ମହୋତ୍ସବ ପଡିଆରେ ମା' ରୁଦ୍ରକାଳୀଙ୍କ ପ୍ରତିମା ଓ…
Read More...

ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

କୋଣାର୍କ : କୋଣାର୍କ ଥାନା ପଛପାଖ ମହାବୀର ମନ୍ଦିର ନିକଟ ଜଙ୍ଗଲରୁ ଶୁକ୍ରବାର କୋଣାର୍କ ପୋଲିସ ଏକ ଝୁଲନ୍ତା ଶବ ଉଦ୍ଧାର କରିଛି । ଖବରରୁ ଜଣାଯାଇ ଯେ, କୋଣାର୍କ ଥାନା ସିମିଳି ଗ୍ରାମପଞ୍ଚାୟତ ପାଇକରାପୁର ଗ୍ରାମର ବାନାମ୍ବର ପାତ୍ର (୬୦)ବର୍ଷ ଗତ ମଂଗଳବାର ଠାରୁ ଘରୁ ଆସି ଆଉ ଫେରି ନ ଥିଲେ ।…
Read More...