Monthly Archives

January 2023

ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ୧୦୩ତମ ଜନ୍ମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଟାଉନ ବାଳିକା ବିଦ୍ୟାଳୟଠାରେ ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ୧୦୩ତମ ଜନ୍ମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ସ୍ମୃତିକମିଟିର ସଭାପତି ବିଶିଷ୍ଟ ଆଇନଜୀବୀ ଜୟରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ରାଜେନ୍ଦ୍ର
Read More...

ହେପି କ୍ଲବ୍ ଆନୁକୂଲ୍ୟରେ ରେମ୍ପ ୱାଲ୍‌କ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗେଟ ସରୋବରପଡାରେ ବହୁ ଆନନ୍ଦ ଓ ଉଲ୍ଲାସରେ ହେପି କ୍ଲବ୍ ଆନୁକୂଲ୍ୟରେ ୩୧ ଡିସେମ୍ବର ରାତିରେ ରେମ୍ପ ୱାଲ୍‌କ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅଥିତି ରୂପେ ୧୦ ନମ୍ବର‌‌ ୱାର୍ଡ କାଉନସିଲର କିଶୋର କୁମ୍ଭାର ଯୋଗ ଦେଇଥିଲେ ।
Read More...

ଦେଶବାସୀଙ୍କୁ ନୂଆ ବର୍ଷ ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନୂଆ ବର୍ଷ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟୁଇଟ କରି କହିଛନ୍ତି, ୨୦୨୩ ବର୍ଷ ସମସ୍ତଙ୍କ ପାଇଁ ସୁଖମୟ ହେଉ । ଏହା ଆଶା, ସୁଖ ଏବଂ ଅନେକ ସଫଳତାରେ ପରିପୂର୍ଣ୍ଣ ହେଉ । ସମସ୍ତେ ଉତ୍ତମ ସ୍ୱାସ୍ଥ୍ୟର ଆଶୀର୍ବାଦ ପ୍ରାପ୍ତ
Read More...

ଇଂରାଜୀ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଇଂରାଜୀ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୩ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କ ପାଇଁ ସୁଖ, ଶାନ୍ତିର ବର୍ଷ ହେଉ । ସମୃଦ୍ଧି ଓ ସୁଯୋଗ, ସମ୍ଭାବନାର ବର୍ଷ ହେଉ । ଏହା ହିଁ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ୱିଟ କରି
Read More...

ଅସୀତ ମହାନ୍ତି ପାଇବେ ପୁସ୍ତକ ମେଳା ପୁରସ୍କାର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : କରୋନାର ଭୟାବହତାରୁ ମୁକୁଳିବା ପରେ ପାଠକଙ୍କ ପାଇଁ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟିର ମିଳିତ ସହଯୋଗରେ ପୁରୀ ଶରଧାବାଲିରେ ୨୭ତମ ପୁସ୍ତକ ମେଳା ଅନୁଷ୍ଠିତ ହେଉଛି । ଜାନୁଆରୀ ୩ ରୁ
Read More...

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ନାବାଳକ ମୃତ

ନିମବାହାଳି : ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ବଦାଳୁ ଗାଁରେ ଶିକାର ପାଇଁ ବିଛା ହୋଇଥିବା ଫାଶରେ ପଡ଼ି ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ନିକଟସ୍ଥ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି
Read More...

ଆସନ୍ତା ୬ରେ କଂସବଧ, ପୌଷପୂର୍ଣ୍ଣିମା ପାଇଁ ୭ ତାରଖରେ ବରଗଡ଼ ଛୁଟି

ମଥୁରାନଗରୀ : ଆସନ୍ତା ୭ ତାରିଖ ଶନିବାର ଦିନ ବରଗଡ଼ ଉପଖଣ୍ଡ ଛୁଟି ରହିବ ବୋଲି ଉତ୍ତରାଂଚଳ ରାଜସ୍ୱ କମିଶନର ଘୋଷଣା କରିଛନ୍ତି । ଏଠାରେ ପ୍ରକାଶଯୋଗ୍ୟ ଯେ, ପୌଷପୂର୍ଣ୍ଣମା ପାଇଁ ଏହି ଛୁଟି ଘୋଷଣା କରାଯାଇଥିବାରୁ ଆସନ୍ତା ୬ରେ କଂସବଧ ପରେ ୭ରେ ଏହି ଛୁଟି ମିଳିବ ବୋଲି ବରଗଡ଼ ଜିଲ୍ଲା ପ୍ରଶାସନ
Read More...

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ଦୀନବନ୍ଧୁ ଭଞ୍ଜଙ୍କ ସ୍ମୃତିଚାରଣ ସଭା

ଭୋଗରାଇ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ମହେଶପୁର ଗ୍ରାମ ବାସିନ୍ଦା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଆଦର୍ଶ ସଂସ୍କୃତ ଶିକ୍ଷକ ସ୍ଵର୍ଗତ ଦୀନବନ୍ଧୁ ଭଞ୍ଜଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସେ ଜଣେ ବିଶିଷ୍ଟ ସାରସ୍ୱତ ସାଧକ ଥିଲେ । ସମାଜସେବୀ ପ୍ରଦୀପ କୁମାର
Read More...

ଆଖଣ୍ଡଳମଣି ଯୋଗ ଶିକ୍ଷା କେନ୍ଦ୍ର ପକ୍ଷରୁ ଫୁଡ୍ ମହୋତ୍ସବ ପାଳିତ

ଭଦ୍ରକ : ୨୦୨୨ ବର୍ଷକୁ ବିଦାୟ ଦେଇ ୨୦୨୩କୁ ସ୍ୱାଗତ କରିବାର ଲକ୍ଷ୍ୟ ନେଇ ଶନିବାର ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଆଖଣ୍ଡଳମଣି ଯୋଗ ଶିକ୍ଷା କେନ୍ଦ୍ର ପକ୍ଷରୁ ଏକ ଫୁଡ ମହୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଯୋଗ ଶିକ୍ଷା କେନ୍ଦ୍ରର ମହିଳା ଓ ପୁରୁଷମାନେ ନିଜ ଘରେ ପ୍ରସ୍ତୃତ କରି
Read More...

ଗାଧୋଇବା ବେ​‌ଳେ ପାଣିରେ ବୁଡି ନାବାଳକ ମୃତ

ଗୋଛାପଡା : ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ପଲାବୁରୁଡ଼ି ପଞ୍ଚାୟତ ଅନ୍ତର୍ଗତ ଦରିସୁଗା ଗ୍ରାମରେ ପାଣି ବୁଡି ଜଣେ ଦଶମ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଛାତ୍ର ଜଣକ ହେଲେ ଟୁନା କହଁର(୧୫) । ଫୁଲବାଣୀର ଏକ ଆଶ୍ରମ ବିଦ୍ୟାଳୟରେ ରହି ଦଶମ ଶ୍ରେଣୀରେ ଟୁନା କହଁର ପଢ଼ୁଥିଲେ ।
Read More...