Monthly Archives

January 2023

ଭାଲୁ ଚମଡା ଓ ନଖ ଜବତ : ୨ ଗିରଫ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବନବିଭାଗ ଦେବ୍ରିଗଡ ଦେଚୂଆନ ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ଦୁଇଟି ଜନ୍ତୁ ଶିକାର ମାମଲାର ପର୍ଦ୍ଦାଫାସ କରିଛି । ଗ୍ରାହକ ବେଶରେ ଯାଇ ବନ୍ୟଜନ୍ତୁଙ୍କ ଚମଡା ଓ ନଖ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଇଜଣ ଅଭିଯୁକ୍ତ ହେଲେ
Read More...

ମେଗାଲିଫ୍ଟ କେନାଲ ଡିଏମ୍‌ ୧୧ରୁ ଜଳସେଚନ ଦାବୀରେ ତହସିଲଦାରଙ୍କୁ ଭେଟିଲେ ଲଡୁଗାଁ ପଞ୍ଚାୟତର ଚାଷୀ

କୋକସରା : କଳାହାଣ୍ଡି ଜିଲ୍ଲା ମୁଖିଗୁଡା ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଗତବର୍ଷଠାରୁ ଜୟପାଟଣା କୋକସରା ଓ ଧର୍ମଗଡ଼ର ୨୫ ହଜାର ହେକ୍ଟରରୁ ଉର୍ଦ୍ଧ ଚାଷଜମିକୁ ଜଳସେଚନ ଆରମ୍ଭ ହୋଇଥିଲା । ରବି ଋତୁ ଧାନଚାଷ ପାଇଁ ଡିଏମ୍‌ ୧୩ ପର୍ଯ୍ୟନ୍ତ ଜୟପାଟଣା ଓ କୋକସରା ବ୍ଲକର ପାଖାପାଖି ୧୩ ହଜାର
Read More...

ମଝି ସମୁଦ୍ରରେ ଗୋଷ୍ଠୀ ସଂଘର୍ଷ : ୨ ମତ୍ସ୍ୟଜୀବୀ ଆହତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ମାଛ ଧରିବାକୁ ଯାଇଥିବା ୨ ଗୋଷ୍ଠୀ ମତ୍ସ୍ୟଜୀବୀଙ୍କ ମଧ୍ୟରେ ସଂଘର୍ଷ ଘଟି ଗୋଟିଏ ପକ୍ଷରୁ ୨ ଜଣ ଆହତ ହୋଇଥିବା ଜଣାପଡିଛି । ଆହତ ଦୁହେଁ ହେଲେ ପେଣ୍ଠକଟାର ଓ.ଶିବା(୨୦) ଓ ସିଏଚ୍‌. ଗୋବିନ୍ଦ(୨୦) । ଉଭୟଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
Read More...

ପାଟ୍ରୋଲିଂ ବେଳେ ଟ୍ରକ୍‌କୁ ପିଟିଲା ପିସିଆର ଭ୍ୟାନ୍, ୪ ପୋଲିସ କର୍ମୀ ଗୁରୁତର

ସମ୍ଵଲପୁର : ପାଟ୍ରୋଲିଂ ସମୟରେ ଟ୍ରକକୁ ପିଟିଲା ଅଇଁଠାପାଲି ପୋଲିସର ପିସିଆର ଭ୍ୟାନ୍ । ଏହି ଦୁର୍ଘଟଣାରେ ୪ ପୋଲିସ କର୍ମୀ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ରବିବାର ଭୋର୍ ୫ଟା ସମୟରେ ପାଟ୍ରୋଲିଂ କରୁଥିବା ବେଳେ ସମ୍ବଲପୁର ଅଇଁଠାପାଲି ଥାନାର ପିସିଆର ଭ୍ୟାନ୍ ଏକ ଟ୍ରକ୍ ସହ
Read More...

ଭଲିଆମୁଣ୍ଡା ଗ୍ରାମରୁ ଜଣେ ବ୍ୟକ୍ତିଙ୍କଠାରୁ ୪୩୯ ବସ୍ତା ଧାନ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭଲିଆମୁଣ୍ଡା ଗ୍ରାମରୁ ଜଣେ ବ୍ୟକ୍ତିଙ୍କଠାରୁ ୪୩୯ ବସ୍ତା ଧାନ ଜବତ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଯୋଗୀସର୍ଡା ପଞ୍ଚାୟତର ଭଳିଆମୁଣ୍ଡା ଗ୍ରାମରେ ସଞ୍ଜୟ କୁମାର ସାହୁଙ୍କଠାରୁ ୪୩୯ ବସ୍ତା ଧାନ ଜବତ କରାଯାଇଥିବା ନେଇ
Read More...

ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ଦେଓଗାଁ ବ୍ଲକର ବିଭିନ୍ନ ମଣ୍ଡି ପରିଦର୍ଶନ କଲେ କଂଗ୍ରେସ ପ୍ରତିନିଧି ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରତ୍ୟେକ ମଣ୍ଡିରେ କଟନୀ ଛଟନୀ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ମଣ୍ଡିରେ କଟନୀ ଛଟନୀ ହେଲେ ମଣ୍ଡି ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି । ତେବେ ଏହି ଅବସରରେ ବିଧାୟକ ନରସିଂହ
Read More...

ବିଶ୍ୱକପ ହକି ଟ୍ରଫିକୁ ମାଲକାନଗିରି ଜିଲ୍ଲାରେ ଭବ୍ୟ ସମ୍ବର୍ଦ୍ଧନା

ମାଲକାନଗିରି : ବିଶ୍ୱକପ ହକି ଟ୍ରଫି ଓ ମାସ୍କଟକୁ ପାରମ୍ପରିକ ଆଦିବାସୀ ନୃତ୍ୟ ସଙ୍ଗୀତ ମାଧ୍ୟମରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲାବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । କୋରାପୁଟ ଠାରୁ ମାଲକାନଗିରି ଜିଲ୍ଲା ପ୍ରବେଶ ଦ୍ୱାର ଗୋବିନ୍ଦପାଲି ଓ ମାଲକାନଗିରି ସହର ପ୍ରବେଶ ଦ୍ୱାର
Read More...

ମୁଡପଲା ଗାଁକୁ ପରିଦର୍ଶନ କଲେ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦେଓଗାଁ ବ୍ଲକର କୁଲତାପଡା ପଂଚାୟତର ମୁଡପଲା ଗାଁକୁ ବିଧାୟକ ନରସିଂହ ମିଶ୍ର ପରିଦର୍ଶନ କରିଛନ୍ତି । ବିଧାୟକ ନରସିଂହ ମିଶ୍ର ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସମସ୍ୟା ଶୁଣି ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି
Read More...

ଛାତରୁ ଖସି ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ସାଲେପାଲି ଗାଁର ନରେଶ ଧରୁଆ ନାମକ ଜଣେ ଯୁବକ ନିଜ ଘର ଛାତ ଉପରେ କାମ କରୁଥିଲେ । ହଠାତ୍‌ ମୁଣ୍ଡ ବୁଲାଇବାରୁ ସେ ଛାତ ଉପରୁ ତଳେ ପଡିଯାଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜକ ଓ ଡାକ୍ତରଖାନାରେ
Read More...

ପାଚିକା ସଂଘ ବୈଠକ ଅନୁଷ୍ଠିତ

ଚନ୍ଦାହାଣ୍ଡି : କୋନ୍ଧିଓଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ପାଚିକା ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାରୁ ଜଗବନ୍ଧୁ ବେମାଲ, ସମ୍ମାନିତ ଅତିଥି ଭାବେ ଦୁର୍ଯ୍ୟ ଗୌଡ଼, ଟଙ୍କଧର ବାବୁ, ଡୋମେ ମାଝି, ଇନ୍ଧିରା ନାୟକ, ଗଜେନ୍ଦ୍ର ଗୌଡ଼ ସେସମଲ
Read More...