Monthly Archives

January 2023

ସାରେଗାମାପାର ଚାମ୍ପିୟନ ହେଲେ ଆଠଗଡ ମାଟିର ଝିଅ ସୌଜନ୍ୟା ରଥ

ଆଠଗଡ : ଆଠଗଡ ମାଟିର ଝିଅ ସୌଜନ୍ୟା ରଥ ଜି ସାର୍ଥକ ସାରେଗାମାପା ୨୦୨୨ରେ ଚାମ୍ପିୟନ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ଓଡ଼ିଶାର ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ରାଉଣ୍ତରେ ସୌଜନ୍ୟା ଚାମ୍ପିୟନ ହୋଇଥିବା ଜଣାପଡିଛି । ସୌଜନ୍ୟାଙ୍କ ସଫଳତା ପରେ ଆଠଗଡରେ ଖୁସିର ଲହରୀ
Read More...

ଆରମ୍ଭ ହେଲା ଓଏସ୍‌ଆର୍‌ଟିସିର ଖରିଆର ରୋଡ଼ରୁ ପୁରୀ ଏସି ବସ୍ ସେବା

ନୂଆପଡା, (ନିରାକାର ମେହେର) : ଆରମ୍ଭ ହେଲା ଓଏସ୍‌ଆର୍‌ଟିସିର ଖରିଆର ରୋଡ଼ରୁ ପୁରୀ ଏସି ବସ୍ ସେବା । ବସ୍ ଖରିଆର୍ ରୋଡ଼ରୁ ସନ୍ଧ୍ୟା ୫ଟା ୩୦ରେ ଛାଡ଼ି ପୁରୀରେ ସକାଳ ୮ଟାରେ ପହଞ୍ଚିବ । ଏହି ସରକାରୀ ବସ୍ ସେବାକୁ ଗତକାଲି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଉଦ୍‌ଘାଟନ କରିଛନ୍ତି ।
Read More...

ଆସନ୍ତା ୬ରେ ବଲାଙ୍ଗିର ବନ୍ଦକୁ ଅମଲା ଭବନରେ ଆକ୍ସନ କମିଟି ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅମଲା ଭବନଠାରେ ଆସନ୍ତା ୬ ତାରିଖରେ ବଲାଙ୍ଗିର ବନ୍ଦକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ଆକ୍ସନ କମିଟି ତରଫରୁ ଅନୁଷ୍ଠିତ ହୋଇଥବା ବେଳେ ଏଥିରେ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ଯୋଗ ଦେଇଥିଲେ ।
Read More...

ଭାଲେର କଂସ ଦରବାରରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାଲେର କଂସ ଦରବାରରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇଛନ୍ତି । ଶ୍ରୀମତୀ ଲିକା ସାହୁଙ୍କୁ ରଥରେ ବସାଇ ସମ୍ମାନର ସହ ପାଛୋଟି ନେଇ ରାଜଦରବାରରେ ଅତିଥି ସତ୍କାର କରିଥିଲେ ସ୍ଥାନୀୟ ଲୋକେ । ଏହି ଅବସରରେ ବିଜୁ ଜନତା ଦଳର
Read More...

ଅସହାୟ ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନଏସ) : ଅସହାୟ ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ସୂଚନା ଅନୁସାରେ କଟକ ଜିଲ୍ଲା ଚୌଦ୍ୱାରର ନୂଆଁସାହି, କପଳେଶ୍ୱର ବାସିନ୍ଦା ୬୫ ବର୍ଷୀୟ ସତ୍ୟବାନ ଦାଶ ଚାକିରି ପରେ ଅବସର ନେଇ ଏକାକି ଭଡା ଘରେ ରହୁଥିଲେ । ସନ୍ତାନ ଅଛନ୍ତି କିନ୍ତୁ କେହି ପଚାରୁ ନ ଥିଲେ
Read More...

କରୁଆଁଝର ଗ୍ରାମରେ ସାମାଜିକ ବାସନ୍ଦକୁ ନେଇ ଦୀର୍ଘ ସମୟ ଧରି ପଡି ରହିଲା ଶବ : ଅନ୍ତିମ ସତ୍କାର କଲା ବଲାଙ୍ଗିର…

ବଲାଙ୍ଗିର, (କେପିଏନଏସ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କରୁଆଁଝର ଗ୍ରାମର ସୀମାଞ୍ଜଳି ସାହୁ (୩୧) କରୁଆଁଝର ଗ୍ରାମର ଅନୀଲ ପ୍ରଧାନଙ୍କୁ ବିବାହ କରି ସୁଖରେ ଜୀବନ ବିତାଉଥିଲେ । ଦୁହେଁ ସମାନ ଜାତିରେ ବିବାହ କରିଥିଲେ କିନ୍ତୁ ଗ୍ରାମବାସୀଙ୍କ ମତରେ ସମାନ ଜାତିରେ ବି ଜାତି ଉପଜାତି
Read More...

ମହାଦେବ ମନ୍ଦିର ନିକଟରେ ଡିଭାଇଡର ଉପରକୁ ଚଢ଼ି ଗଲା ଟ୍ରକ୍

ବଲାଙ୍ଗିର, (କେପିଏନଏସ) : ସ୍ଥାନୀୟ ମହାଦେବ ମନ୍ଦିର ନିକଟସ୍ଥ ଟ୍ରାଫିକ ଛକ ନିକଟରେ ଏକ ଟ୍ରକ ବରଗଡ଼ ପଟୁ ଆସି ଡିଭାଇଡର ଉପରକୁ ଚଢ଼ି ଯାଇଥିବା ବେଳେ କାହାରି କିଛି କ୍ଷତି ହୋଇନଥିବା ଜଣାପଡିଛି । ଟ୍ରକ୍ ନଂଟି ଏଚ୍‌ଆର୍‌ ୦୩ଇ ୧୬୪୬ ହୋଇଥିବା ବେଳେ ଭାରସାମ୍ୟ ହରାଇ ଭୋର୍ ସକାଳୁ ଏହି
Read More...

ଶ୍ରୀକ୍ଷେତ୍ରରେ ହୋଟେଲ ଛାତରୁ ଖସି ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀକ୍ଷେତ୍ରରେ ସମୁଦ୍ରକୂଳ ଥାନା ଚକ୍ରତୀର୍ଥ ରୋଡରେ ଥିବା ହୋଟେଲ ନୀଳାଚଳର ଛାତରୁ ଖସି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ମୃତ ପର୍ଯ୍ୟଟକ ଜଣକ ହେଉଛନ୍ତି ଛତିଶଗଡ଼ର ଅଶୋକ ଅଗ୍ରୱାଲ । ଅଶୋକ ହୋଟେଲ ନୀଳାଚଳରେ ତାଙ୍କ
Read More...

ସଡକ ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ୨୬ନଂ ଜାତୀୟ ରାଜପଥ ସ୍ଥିତ ଡୁମେରବାହାଲ ଛକ ନିକଟରେ ଏକ ଏସ୍‌ୟୁଭି ଗାଡି ( ନଂ ଓଡି୦୩ଡି-୦୦୦୯ ) ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ମୃତ ବ୍ୟକ୍ତି ଜଣକ ହେଲେ ଦାସିଗାଁର ପ୍ରଦୀପ ନେଗୀ । ସେ
Read More...