Monthly Archives

January 2023

କୋଇଲାନଗରୀରେ ଧନୁଯାତ୍ରା ମହୋତ୍ସବ

ଝାରସୁଗୁଡ଼ା : କୋଇଲାନଗରୀରେ ଧନୁଯାତ୍ରା ମହୋତ୍ସବ । କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ବନ୍ଦ ଥିବା ବେଳେ ପୁଣି ସେହି ଧୁମଧାମରେ ଓ ଉତ୍ସାହରେ ଆରମ୍ଭ ହୋଇଛି ତୃତୀୟ ଦିନର ବନ୍ଧବାହାଲ ଧନୁଯାତ୍ରା ମହୋତ୍ସବ । ବନ୍ଧବାହାଲ କଲୋନୀ ମଥୁରାନଗରୀ ଓ ବସ୍ତି ଅଞ୍ଚଳ ପାଲଟିଛି ଗୋପପୁର ।
Read More...

ପାଞ୍ଚଦିନିଆ ‘ଜାତୀୟ କଳା ଉତ୍ସବ ୨୦୨୨-୨୩’ ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶର ଐତିହ୍ୟକୁ ମନେ ନ ରଖିପାରିଲେ ଆମର ପାଠପଢ଼ା ପୂର୍ଣ୍ଣାଙ୍ଗ ହେବ ନାହିଁ । ଆମର ପାଠପଢ଼ା ସେବେ ପୂର୍ଣ୍ଣାଙ୍ଗ ହେବ ଯେବେ ଆମେ ଆମର ଐତିହ୍ୟକୁ ମନେ ରଖିବା ବୋଲି ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା କେନ୍ଦ୍ର(ଆରଆଇଆଇ) ଠାରେ ଆୟୋଜିତ
Read More...

ଶରଧାବାଲିରେ ୨୭ତମ ପୁସ୍ତକ ମେଳା ଉଦ୍‌ଘାଟିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ପକ୍ଷରୁ ଶରଧାବାଲିରେ ଆୟୋଜିତ ୨୭ତମ ପୁସ୍ତକ ମେଳା ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସମର୍ଥ ବର୍ମା ଯୋଗ ଦେଇ
Read More...

ରାଜଧାନୀରେ ମାସେ ପାଇଁ ନିର୍ମାଣ କାମ ଉପରେ ରୋକ

ଭୁବନେଶ୍ୱର : ମାସେ ପାଇଁ ସମସ୍ତ ନିର୍ମାଣ କାମ ଉପରେ ରୋକ ଲଗାଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) କର୍ତ୍ତୃପକ୍ଷ । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଉ ଅଳ୍ପ ଦିନ ପରେ ପୁରୁଷ ହକି ବିଶ୍ୱକପ ମ୍ୟାଚ୍‌ ଆରମ୍ଭ ହେବ । ଏହାକୁ ଦୃଷ୍ଟିରେ ରଖି ବିଏମସି ଏପରି ନିର୍ଦ୍ଧେଶନାମା ଜାରି
Read More...

ସାତକୋଶିଆ ଅଭୟାରଣ୍ୟରେ କଲରାପତରିଆ ବାଘର ମୃତ୍ୟୁ

ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟର ରାଇଗୁଡାଠାରେ ଫାଶରୁ ମୁକୁଳାଇ ରଖାଯାଇଥିବା କଲରାପତରିଆ ବାଘର ମୃତ୍ୟୁ ହୋଇଛି । ତେବେ ଚିକିତ୍ସା ଅବହେଳାରୁ ଏହି ବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଯାହାକି ସାତକୋଶିଆ ବନ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Read More...

ଭୁବନେଶ୍ୱରରେ ପହଞ୍ଚିଲା ନେଦରଲ୍ୟାଣ୍ଡସ୍ ହକି ଟିମ୍

ଭୁବନେଶ୍ୱର : ୧୩ ତାରିଖରେ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱ କପ୍ । ପ୍ରଥମ ବିଦେଶୀ ପ୍ରତିଯୋଗୀ ଦଳ ଭାବେ ଓଡ଼ିଶାରେ ପହଞ୍ଚିଛି ନେଦରଲାଣ୍ଡସ୍ ଟିମ୍ । ବିମାନବନ୍ଦରରେ ଦଳକୁ ଭବ୍ୟ ସ୍ୱାଗତ କରାଯାଇଛି । ୧୦ ତାରିଖରେ ରାଉରକେଲା ଅଭିମୁଖେ ଯିବ ଏହି ଦଳ ଓ ୧୪ ତାରିଖରେ ମ୍ୟାଚ୍‌ ଖେଳିବ ।
Read More...

ଯୁବକ ନିଖୋଜ, ୨୩ ଦିନ ହେଲା ପତ୍ତା ମିଳୁନି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଥାନା ଅନ୍ତର୍ଗତ କୁମ୍ଭେପଡାର ନରେଶ ବାଗ ନାମକ ଜଣେ ଯୁବକ ସନ୍ଦେହଜନକ ଭାବେ ନିଖୋଜ ଅଛନ୍ତି । ୨୩ ଦିନ ହେଲା ତାଙ୍କର ପତ୍ତା ମିଳୁନି । ରାଜନୈତିକ ରାଗ ରଖି କେହି ତାଙ୍କୁ ଅପହରଣ କରିଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି । ଏ
Read More...

ତାଏକୋଣ୍ଡୋରେ ବ୍ରୋଞ୍ଜ ପଦକ ଜିତିବା ପରେ ପ୍ରଶଂସା ସାଉଁଟୁଛନ୍ତି ପ୍ରିୟାଂଶୁ

ରାଉରକେଲା, (ସସ୍ମିତା ପ୍ରଧାନ) : ଋଷିକେଶ ଠାରେ ଆୟୋଜିତ ୧୮ତମ ଜାତୀୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ରାଉରକେଲାର ସେକ୍ଟର ୧ ସ୍ଥିତ ରହୁଥିବା ପ୍ରିୟାଂଶୁ କୁମାର ସାହୁ ଜିତିଛନ୍ତି ବ୍ରୋଞ୍ଚ ପଦକ । ତାହା ସହିତ ଷ୍ଟିଲ ସିଟି ପାଇଁ ଓ ଓଡ଼ିଶା ପାଇଁ ୭ ବର୍ଷର ବାଳକ ଗୌରବ ଅର୍ଜନ କରିଛନ୍ତି
Read More...

ତୁଷୁରାବାହାଲ ଗାଁରେ ବୁଢାଦେଓ ଯାତ୍ରା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ତୁଷୁରାବାହାଲ ଗାଁରେ ଅନୁଷ୍ଠିତ ହେଉଥିବା ବୁଢାଦେଓ ଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା । ଏହି ଅବସରରେ ଶ୍ରୀ ହୋତାଙ୍କ ସହ ବିଶିଷ୍ଠ
Read More...

ତୁଳଣ୍ଡି ଗ୍ରାମକୁ ପରିଦର୍ଶନ କଲେ ବିଧାୟକ ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମିର୍ଦ୍ଧାପାଲି ପଞ୍ଚାୟତାର ତୁଳଣ୍ଡି ଗ୍ରାମକୁ ବିଧାୟକ ନରସିଂହ ମିଶ୍ର ପରିଦର୍ଶନ କରିଥିବା ଜଣାପଡିଛି । ବିଧାୟକ ଶ୍ରୀ ମିଶ୍ର ପରିଦର୍ଶନ କରି ଏହି ଗ୍ରାମରେ ପ୍ରାଥମିକ କୃଷି ସମବାୟ ସମିତି ଲିଃର ନବ ନିର୍ମିତ କୋଠା, ଗ୍ରାମରେ
Read More...