Monthly Archives

January 2023

ଦିବ୍ୟ ଜୀବନ ସଂଘର ସ୍ୱତନ୍ତ୍ର ସତସଙ୍ଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଦିବ୍ୟ ଜୀବନ ସଂଘ ତରଫରୁ ସ୍ୱତନ୍ତ୍ର ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସତସଙ୍ଗରେ ଭଜନ, କୀର୍ତ୍ତନ, ଗୁରୁ ପାଦୁକା ପୂଜା, ଜପ, ଧ୍ୟାନ, ଯୋଗ, ପ୍ରାଣାୟମ, ଜୟ ଗଣେଶ କୀର୍ତ୍ତନ, ଗୁରୁ ସ୍ତ୍ରୋତ୍ର, ଶାନ୍ତି
Read More...

ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଉତ୍କଳ ଆଗମନର ଶତବାର୍ଷିକୀ ସ୍ମୃତି ସାମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପରମ ପ୍ରେମମୟ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଜାନୁଆରୀ ୨ ତାରିଖରେ ଓଡ଼ିଶା ଆଗମନ କରିଥିଲେ । ଧର୍ମ ସଂସ୍କାର ଗଠନ ଦିଗରେ ଠାକୁରଙ୍କ ଆଲୌକିକ ମହିମା ପ୍ରଚାରରେ ଉତ୍କଳ ଆଗମନ କରିବାର ଶତବାର୍ଷିକୀ ପୂର୍ତ୍ତି ହୋଇଛି । ଏହି ଅବିସ୍ମରଣୀୟ
Read More...

ଅଲାତରାଠାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଅନୁଷ୍ଠିତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରାଠାରେ ମହାଆଡମ୍ବରରେ କଳାହାଣ୍ଡି ଉତ୍ସବ 'ଘୁମୁରା' ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଘୁମୁରା, ମହିଳା କୀର୍ତ୍ତନ, ବଜାସାଲ ସହ ବିରାଟ ପଟୁଆରରେ ସୁନାମୁଖୀ ମନ୍ଦିରରୁ ମଶାଲ ଯାତ୍ରାରେ ବାହାରି ରାମ ମନ୍ଦିର ଦେଇ ପଞ୍ଚସଖା
Read More...

ରୋଜାଲିନ ବୁଦ୍ଧିଆଙ୍କୁ ମିଳିଲା ଶ୍ରୀହରିପ୍ରିୟା ଝୋଟିରାଣୀ ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କର୍ଲାପିଟା ଗାଁର ଆଦର୍ଶ ଗୃହିଣୀ ଶ୍ରୀମତୀ ରୋଜାଲିନ ବୁଦ୍ଧିଆଙ୍କୁ ପବିତ୍ର ନବବର୍ଷ ଉପଲକ୍ଷେ ଶ୍ରୀହରିପ୍ରିୟା ଝୋଟିରାଣୀ ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରକାଶ ଥାଉକି ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଗତ
Read More...

ଭୁବନେଶ୍ୱରର ଅନ୍ୟତମ ଆକର୍ଷଣ କେନ୍ଦ୍ର ହେବ ଶିଖରଚଣ୍ଡୀ ମନ୍ଦିର

ଶିଖରଚଣ୍ଡୀ ମନ୍ଦିର ଉନ୍ନୟନ ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନଖର୍ଚ୍ଚ ହେବ ୨୫ କୋଟି ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନୟନ କାର୍ଯ୍ୟ କରାଯାଇ ଏହାକୁ ଭୁବନେଶ୍ୱର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବରେ ବିକଶିତ
Read More...

ଭୀମଭୋଇ ମେଡିକାଲ କଲେଜରେ ବେଡ୍‌ମିଣ୍ଟନ କୋର୍ଟ ଓ ବାସ୍କେଟ ବଲ କୋର୍ଟ ହେଲା ଉଦ୍‌ଘାଟନ

ଡାକ୍ତରୀ ଛାତ୍ରଙ୍କ ପାଇଁ ସମସ୍ତ ପ୍ରକାର ଖେଳ ଭିତ୍ତିଭୂମି ଉପଲବ୍ଧ କରାଯିବ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ଖେଳିବା ପାଇଁ ଏକ ବାସ୍କେଟ ବଲ କୋର୍ଟ ଏବଂ ବ୍ୟାଡ୍‌ମିଣ୍ଟନ କୋର୍ଟର ଶୁଭ ଉଦ୍‌ଘାଟନ ବଲାଙ୍ଗିର
Read More...

ମହାରଣୀ ସାଗର ଚାରିପାଖ ବୁଲି କାର୍ଯ୍ୟ ଆରମ୍ଭ ପାଇଁ ସ୍ଥିତି ଅନୁଧ୍ୟାନ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାରଣୀ ସାଗର ଚାରିପାଖ ବୁଲି କାର୍ଯ୍ୟ ଆରମ୍ଭ ପାଇଁ ପୌରାଧ୍ୟକ୍ଷା ଲିକା ସାହୁ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆଜିର ଏହି ପରିଦର୍ଶନ ସମୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ସାମ୍ମି ଜୟଶ୍ରୀ ରେଡ୍ଡି, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ କାଉନସିଲର ଗଙ୍ଗାଧର ଚାନ୍ଦ,
Read More...

ହକି ବିଶ୍ଵ କପ୍‌ ପାଇଁ ମିନି ମାରାଥନ ରେସ୍‌ ଅନୁଷ୍ଠିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡରେ ହକି ବିଶ୍ଵ କପ୍‌ ପାଇଁ ମିନି ମାରାଥନ ରେସ୍‌ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ପାଟଣାଗଡରୁ ଆରମ୍ଭ ହୋଇ ଉଲବା ଗ୍ରାମର ହାଇସ୍କୁଲ ଖେଳ ପଡିଆଠାରେ ସମ୍ପୂର୍ଣ୍ଣ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ପାଟଣାଗଡ ବିଧାୟକ ତଥା ଉପମୁଖ୍ୟ ସଚେତକ
Read More...

ମାଲି ସମାଜ ଦ୍ୱାରା ସାବିତ୍ରୀ ବାଈ ଫୁଲେଙ୍କ ୧୯୨ତମ ଜନ୍ମ ଦିବସ ପାଳିତ

୧୧ଟି ଜିଲ୍ଲାର ମାଲି ସମାଜଙ୍କ ବିଶାଳ ସମାବେଶ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର କୋଶେଲେଶ୍ୱର ମାଲି ସମାଜ ବିକାଶ ପରିଷଦ ଦ୍ୱାରା କଂଟାବାଂଜି କୁକୁଡାହାଡ ଗାଁରେ ସାବିତ୍ରୀ ବାଈ ଫୁଲେଙ୍କ ୧୯୨ତମ ଜନ୍ମ ଜୟନ୍ତୀ ଦିବସ ଦୁଇ ଦିନ ଧରି ପାଳନ ହେବାକୁ ଥିବା ବେଳେ ମଙ୍ଗଳବାର ଦିନ
Read More...

ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟସୂଚୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବରଗଡ ଜିଲ୍ଲାର ପଦ୍ମପୁର ବିଧାନସଭା ନର୍ବାଚନ ମଣ୍ଡଳୀରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଫଟୋ ଭୋଟର ତାଲିକାରେ ସଂଶୋଧନ କାର୍ଯ୍ୟକ୍ରମ ଉକ୍ତ ନିର୍ବାଚନ ମଣ୍ଡଳୀ ପାଇଁ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନ ଦୃଷ୍ଟିରୁ ଆରମ୍ଭ ହୋଇପାରି ନଥିଲା ଓ ଏ ସଂପର୍କରେ ଭାରତ
Read More...