Monthly Archives

January 2023

ଦ୍ୱିଦିବସୀୟ ମାଲି ସମାଜ ଦ୍ୱାରା ସାବିତ୍ରୀ ବାଈ ଫୁଲେଙ୍କ ୧୯୨ତମ ଜନ୍ମ ଦିବସ ଉଦ୍‌ଯାପିତ

ସମାଜର ପ୍ରତିଷ୍ଠିତ, ସାମାଜିକ କର୍ମୀ, ଦିବ୍ୟାଙ୍ଗ, ଶିକ୍ଷାବିଦ୍‌ଙ୍କୁ ସମ୍ମାନିତ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର କୋଶେଲେଶ୍ୱର ମାଲି ସମାଜ ବିକାଶ ପରିଷଦ ଦ୍ୱାରା କଂଟାବାଂଜି କୁକୁଡାହାଡ ଗାଁରେ ମଙ୍ଗଲବାର ଓ ବୁଧବାର ଦୁଇ ଦିନ ଧରି ପାଳିତ ହୋଇଥିବା ସାବିତ୍ରୀ ବାଈ ଫୁଲେଙ୍କ
Read More...

ଆଗଲପୁର ବ୍ଲକ ଗାଁ ସାଥୀ ସଙ୍ଘ ପକ୍ଷରୁ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଗାଁ ସାଥୀ ସଂଘ ତରଫରୁ ବିଡ଼ିଓ ଶଙ୍କର କେରକେଟାଙ୍କୁ ୬ ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଗାଁ ସାଥୀମାନଙ୍କୁ ତାଲିମ ପ୍ରଦାନ ସାଙ୍ଗକୁ ଠିକ୍‌ ସମୟରେ ପ୍ରାପ୍ୟ ପ୍ରଦାନ, କର୍ମସ୍ଥଳୀରେ ସୁରକ୍ଷା ପ୍ରଦାନ, ମନରେଗାର ସମସ୍ତ
Read More...

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ୧ ମୃତ, ୫ ଗୁରୁତର

ଦଶମନ୍ତପୁର : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦରମହକୁମା ପଞ୍ଚାୟତ ଡୁରୁକା ଗୁଡ଼ା ଗାଁ ନିକଟସ୍ଥ କଫି ବଗିଚା ବୁଲାଣି ସ୍ଥାନରେ ବୁଧବାର ପୂର୍ବାହ୍ନରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ
Read More...

ପୁରୁଷ ହକି ବିଶ୍ୱ କପ୍‌ ଉପଲକ୍ଷେ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ମହିଳା ହକି ବିଶ୍ୱ କପ୍‌କୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ପ୍ରତିଯୋଗିତା କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ବୁଧବାର ଦିନ ଅଧ୍ୟୟନରତ ଛାତ୍ରୀମାନଙ୍କ ମଧ୍ୟରେ ରଙ୍ଗୋଲି ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ହୋଇଯାଇଛି ।
Read More...

ଆସିକା ସୁନା ଦୋକାନୀଙ୍କ ଠାରୁ ଲୁଟ୍ ଘଟଣାରେ ୭ ଗିରଫ

ଆସିକା : ଆସିକା ଜନଗହଳି ପୂର୍ଣ୍ଣ ସ୍ଥାନୀୟ ବଜାର ସାହିରେ ଥିବା ମହାଲକ୍ଷ୍ମୀ ଜୁଏଲର୍ସ ଲୁଟ୍ ଘଟଣାରେ ଆସିକା ପୋଲିସକୁ ମିଳିଛି ବଡ଼ ସଫଳତା । ଲୁଟ୍ ଘଟଣାରେ ୭ ଅଭିଯୁକ୍ତ ଗିରଫ । ଅଭିଯୁକ୍ତଙ୍କ ନିକଟରୁ ଏକ ମାଉଜର ସହ ୬ ରାଉଣ୍ଡ ଜୀବନ୍ତ ଗୁଳି, ୩ଟି ମୋଟର ସାଇକେଲ୍, ସୁନା ଅଳଙ୍କାର ସହ
Read More...

ଆସନ୍ତା ୮ ତାରିଖରେ ପ୍ରେସ୍‌କ୍ଲବ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ ଅଫିସିଆଲି କ୍ରିକେଟ ମ୍ୟାଚ୍‌

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ପ୍ରେସ୍‌କ୍ଲବ ପକ୍ଷରୁ ଆସନ୍ତା ୮ ତାରିଖ ରବିବାର ଦିନ ବନ୍ଧୁତ୍ୱପୂର୍ଣ୍ଣ ଅଫିସିଆଲି କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବ । ଏଥିପାଇଁ ଏକ ପାକ ପ୍ରସ୍ତୁତି ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ଲବ ସଭାପତି ଶବର କୁମାର ତରାଇ ସଭାପତିତ୍ୱ
Read More...

ଦୁସ୍ଥ ରୋଗୀଙ୍କୁ ମିଳିଲା ସ୍ୱାସ୍ଥ୍ୟବୀମା ସହାୟତା : ବିଡିଓଙ୍କୁ କୃତଜ୍ଞତା ଜଣାଇଲେ ପରିବାର ଓ ସାମାଜିକ କର୍ମୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଖାଉଟୀ ପତ୍ରରେ ନାମ ଥାଇ ଆଧାରପତ୍ର ନଥିବାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହାୟତାରୁ ବଂଚିତ ଥିବା ଜଣେ ଦୁସ୍ଥ ରୋଗୀଙ୍କୁ ବୁଧବାର ସ୍ୱାସ୍ଥ୍ୟ ବୀମା ସହାୟତା ମାଧ୍ୟମରେ ଚିକିତ୍ସା ପ୍ରାପ୍ତ ହୋଇଛି । ଏଥିପାଇଁ ବୃଦ୍ଧାଙ୍କ ପରିବାର ଓ ସାମାଜିକ
Read More...

ସାମ୍ବାଦିକଙ୍କ ପିତୃବିୟୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣାଶୁଣା ଦୈନିକ ସମ୍ବାଦପତ୍ର 'ସଜାଗ'ର ସଂପାଦକ ତଥା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ସଦସ୍ୟ ସନ୍ତୋଷ କୁମାର ସ୍ୱାଇଁଙ୍କ ପିତା ରାମଚନ୍ଦ୍ର ସ୍ୱାଇଁଙ୍କ ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ନିମୋନିଆରେ ପୀଡିତ ହୋଇ ଗତ ୧୩ ଦିନ ଧରି ଆଇଜିଏଚରେ
Read More...

୨୦୨୨ ବର୍ଷରେ ଓଡିଶା କର୍ମଚାରୀ ଚୟନ ଆୟୋଗର ସଫଳତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା କର୍ମଚାରୀ ଚୟନ ଆୟୋଗ(ଓଏସ୍‌ଏସ୍‌ସି)ଙ୍କ ଦ୍ୱାରା ୨୦୨୨ ବର୍ଷରେ ୫୩ଟି ନିଯୁକ୍ତି ବିଜ୍ଞାପନର ଫଳାଫଳ ଚୂଡାନ୍ତ ହୋଇ ପ୍ରକାଶିତ ହୋଇଛି । ଏଥିମଧ୍ୟରେ ୨୦୧୬ ବର୍ଷର ୬ଟି ନିଯୁକ୍ତି ବିଜ୍ଞାପନ, ୨୦୧୭ର ୮ଟି, ୨୦୧୮ର ଦୁଇଟି, ୨୦୧୯ର ୧୬ଟି, ୨୦୨୦ର ତିନୋଟି,
Read More...

ଉନ୍ନତ୍ତ ସ୍ୱାସ୍ଥ୍ୟ ସେବାର ନିରନ୍ତର ବିକାଶ ନିମନ୍ତେ ୫ ଜଣ ପରାମର୍ଶଦାତା ନିୟୋଜିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଚାଲିଥିବା ଉନ୍ନତ୍ତମାନର ସାର୍ବଜନୀନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିରନ୍ତର ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ଏବଂ ମେଡ଼ିକାଲ୍ କଲେଜ ଓ
Read More...