Monthly Archives

January 2023

ଆଜିଠୁ ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା

ଭୁବନେଶ୍ୱର : ଆଜିଠୁ ଓଡ଼ିଶାରେ ମିଳିବ ୫ଜି ସେବା । ଟେଲିକମ ନେଟଓ୍ୱର୍କ ସେବାରେ ଆରମ୍ଭ ହେବ ଆଉ ଏକ ଯୁଗ । ରିଲାଏନ୍ସ ଓ ଏୟାରଟେଲ୍ ସହଯୋଗୀତାରେ ସାରା ରାଜ୍ୟରେ ସ୍ଥାପନ ହୋଇଛି ପ୍ରାୟ ୫୧୦ ବେସ୍ ଟ୍ରାନ୍ସିଭର୍ ଷ୍ଟେସନ (ବିଟିଏସ୍) ଟାଓ୍ୱାର । ଭୁବନେଶ୍ୱରରେ ୫ଜି ସେବାର ଶୁଭାରମ୍ଭ କରିବେ
Read More...

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହତ୍ୟା ପାଇଁ ପଠାଯାଇଥିଲା ୩ ସୁଟର୍‌ : ପିଟିଆଇ ନେତାଙ୍କ…

ଲାହୋର : ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପାର୍ଟି ଏବଂ ପଞ୍ଜାବ ସରକାର ବୁଧବାର ଏକ ଆଶ୍ଚର୍ଯ୍ୟଜନକ ବୟାନ ରଖିଛନ୍ତି । କୁହାଯାଇଛି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଲିଆକତ ଅଲି ଖାନଙ୍କୁ ହତ୍ୟା କରାଯାଇଥିବା ଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବା ପାଇଁ ୩ ଜଣ
Read More...

ଟେଲର ମାଷ୍ଟର ପୁରୁଷୋତ୍ତମ ବେହେରା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ

ବେଲପଡା, (କେପିଏନ୍‌ଏସ୍‌) : ଟେଲର ମାଷ୍ଟର ପୁରୁଷୋତ୍ତମ ବେହେରା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ପୁରୁଷୋତ୍ତମଙ୍କୁ ହତ୍ୟା ଅଭିଯୋଗରେ ଗାଁର କଲୋନୀପଡାର ଶିଷ୍ୟ ହେମନ୍ତ ପୁଟିକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଗୁରୁଦ୍ରୋହୀ ଅଭିଯୁକ୍ତ ଶିଷ୍ୟକୁ ପୋଲିସ ଗିରଫ କରିବା ପରେ
Read More...

ହକି ବିଶ୍ୱ କପ ଟ୍ରଫିକୁ ସ୍ୱାଗତ

ସଇଁତଲା, (କେପିଏନ୍‌ଏସ୍‌) : ପଞ୍ଚାୟତ ସମିତି ମହାବିଦ୍ୟାଳୟ, ସଇଁତଲାର ଅଧ୍ୟକ୍ଷ ଶିବ ପ୍ରସାଦ ବିଶ୍ୱାଳଙ୍କ ନେତୃତ୍ୱରେ ପୁରୁଷ ହକି ବିଶ୍ୱ କପ ଟ୍ରଫିକୁ ମହାସମାରୋହରେ ସ୍ଥାନୀୟ ନବୀନ ଛକ ତଥା ରାଜପଥ ୨୬ ନିକଟରେ ସ୍ୱାଗତ ପୂର୍ବକ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ଉକ୍ତ ସମାରୋହରେ
Read More...

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଚାରି ଥର ଗୋଆର ମୁଖ୍ୟମନ୍ତ୍ରୀ ରହିଥିବା ମନୋହର ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ…

ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଚାରି ଥର ଗୋଆ ମୁଖ୍ୟମନ୍ତ୍ରୀ ରହିଥିବା ସ୍ୱର୍ଗବାସୀ ମନୋହର ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ବିମାନ ବନ୍ଦର
Read More...

ଛତ୍ରପୁର ଫଟୋଗ୍ରାଫର ମାଲିକ ସଂଘର ବନ୍ଧୁମିଳନ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଫଟୋଗ୍ରାଫର ସଂଘର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଗଞ୍ଜାମ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ରାମେଶ୍ୱର ଶୈବପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଗଞ୍ଜାମ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ଅଲ୍
Read More...

ବଲାଙ୍ଗିର ବନ୍ଦ ଡାକରାକୁ ନେଇ ଦ୍ୱନ୍ଦ୍ୱ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୬ ତାରିଖ ଦିନ ଏକ୍ସନ କମିଟି ପକ୍ଷରୁ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଥିବା ବେଳେ ଜବର୍‌ଦଖଲ୍‌ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ଲକ୍ଷ୍ମୀଜୋର ଓ ମହାରାଣୀ ସାଗରର ଉନ୍ନତି ପାଇଁ ଅର୍ଥ ମଂଜୁର ହୋଇ ସାରିଥିଲେ ସୁଦ୍ଧା ଆରମ୍ଭ ହୋଇ
Read More...

କୋଚ ଶିବପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଦ୍ୱିତୀୟ ସେମିଫାଇନାଲ୍‌ରେ ନକଟାସରକୁ ହରାଇ ଖଲିଆପାଲି ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମଠାରେ ଜଗନ୍ନାଥ ସ୍ପୋର୍ଟିଂ କ୍ଲବ ଖଲିଆପାଲି ଓ ସ୍ପୋର୍ଷ୍ଟ ହଷ୍ଟେଲ ବଲାଙ୍ଗିର ମିଳିତ ଆନୁକୂଲ୍ୟରେ ତୃତୀୟ ବର୍ଷ କୋଚ ଶିବପ୍ରସାଦ
Read More...

କାଲିଝରଣରେ କମ୍ବଳ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଃଖୀ ଦରିଦ୍ର୍ୟଙ୍କ ସେବା ହିଁ ପ୍ରକୃତ ସେବା । ଏହି କ୍ରମରେ ପୁଇଁନ୍ତଲା ବ୍ଲକ କାଲିଝରଣ ଗ୍ରାମରେ ବୃଦ୍ଧବୃଦ୍ଧାମାନଙ୍କୁ ଶୀତ ଦାଉରୁ ରକ୍ଷା କରିବା ପାଇଁ କମ୍ବଳ ବଣ୍ଟନ କରାଯାଇଥିଲା । ଗ୍ରାମର ପରିବେଶ ପ୍ରେମୀ ନିଳମଣୀ ବିଶ୍ୱାଲ ପ୍ରାୟ ୩୦ ଜଣ
Read More...

ହକି ବିଶ୍ୱ କପ୍‌ର ପ୍ରଚାର ପ୍ରସାର ଶୋଭାଯାତ୍ରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଥିବା ଯଶୋଧା ମହିଳା ମହାବିଦ୍ୟାଳୟ ତରଫରୁ ଓଡିଶାରେ ହେବାକୁ ଥିବା ହକି ବିଶ୍ୱ କପ୍‌କୁ ନେଇ ଓଡିଶାର କୋଣ ଅନୁକୋଣରେ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନ ଠାରୁ ଆରମ୍ଭ କରି, ରାଜନେତା, ବିଭିନ୍ନ ଅନୁଷ୍ଠାନ ଓ ସାଧାରଣ ଜନତାଙ୍କ
Read More...