Monthly Archives

January 2023

ଶ୍ରୀ ଶ୍ରୀ ମା’ ରାମଚଣ୍ଡୀଙ୍କ ନୂତନ ମନ୍ଦିର ଓ ପ୍ରାସାଦ ପ୍ରତିଷ୍ଠା ଉତ୍ସବ ନିମନ୍ତେ ବ୍ୟାପକ ପ୍ରସ୍ତୁତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରଠାରୁ ମାତ୍ର ୭ କିମି ଦୂରରେ ଗଞ୍ଜାମ ବ୍ଲକ୍ ଅଧିନସ୍ଥ ନିଳାଦ୍ରୀପୁର ଗ୍ରାମର ଧଡ଼ା ପାହାଡ଼ର ଶୀର୍ଷରେ ଅବସ୍ଥାନ କରିଛନ୍ତି ମା' ରାମଚଣ୍ଡୀ ଦେବୀ । ଗଞ୍ଜାମ ଜିଲ୍ଲାର ବହୁ ପ୍ରାଚୀନ ପୌରାଣିକ ଏବଂ
Read More...

ମାଧିଆପାଲିରେ ସଡ଼କ ଦୁର୍ଘଟଣା, ୨ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର - ସମ୍ବଲପୁର ଜାତୀୟ ରାଜପଥର ମାଧିଆପାଲିରୁ ବୁଢୀ ସିଂଢୋଲ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟଙ୍କ ମଧ୍ୟରେ ବୁଢୀସିଂଢୋଲ ଗାଁର ଶତ୍ରୁଘନ ମାଝୀ ଓ ଅନ୍ୟ ଜଣେ ରାହୁଲ କମ୍ପ ବୋଲି
Read More...

ବନ ବିଭାଗ ଦ୍ୱାରା ୨ ଶିକାରୀ ଗିରଫ, ବନ୍ଧୁକ ଜବତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ହରଭଙ୍ଗା ବ୍ଲକର ପୁରୁଣାକଟକ ରେଂଜର ଚାରିଛକ ସେକ୍ସନର ଯାଜପୁର ଜଙ୍ଗଲରୁ ବୁଧବାର ଅପରାହ୍ନରେ ବନ ବିଭାଗ ଦୁଇଜଣ ଶିକାରୀକୁ ଗିରଫ କରିବା ସହ ବନ୍ଧୁକ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଣାକଟକ ଥାନା ବାଣୀଭୂଷଣପୁର ପଂଚାୟତର
Read More...

ପଣସ ଗଛରୁ ଖସି ପଡି ବୃଦ୍ଧ ମୃତ

ଫୁଲବାଣୀ : ସଦର ଥାନା ଅଞ୍ଚଳରେ ପଣସ ଗଛରୁ ଖସି ପଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ଦଡକି ପଞ୍ଚାୟତ ରାମାଡି ଗ୍ରାମର ମଧୂସୂଦନ ମଲିକ(୬୫) । ସୂଚନା ଅନୁଯାୟୀ, ମଧୂସୂଦନ ପଣସ ତୋଳିବା ପାଇଁ ଗଛରେ ଚଢିଥିଲେ । ତେବେ ଅସାବଧାନତା ବଶତଃ
Read More...

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୩ଟି ଏକାଡେମିକ୍‌ ବ୍ଲକ ଉଦ୍‌ଘାଟିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ବିଶ୍ୱବିଦ୍ୟାଳୟର ୩ଟି ନୂତନ ଏକାଡେମିକ୍‌ ବ୍ଲକକୁ ଲୋକାର୍ପିତ ମଧ୍ୟ କରିଛନ୍ତି । ଏହି ଅବସରରେ ବିଶ୍ୱବିଦ୍ୟାଳୟ
Read More...

ନୀଳଗିରି ଡାକ୍ତରଖାନାକୁ ନୀଳଗିରି ଟ୍ରକ ମାଲିକ ସଂଘ ପକ୍ଷରୁ ସ୍ୱର୍ଗ ରଥ ପ୍ରଦାନ

ନୀଳଗିରି : ନୀଳଗିରି ଟ୍ରକ ମାଲିକ ସଂଘ ପକ୍ଷରୁ ନୀଳଗିରିବାସୀଙ୍କ ସେବା ପାଇଁ ଏକ ସ୍ୱର୍ଗ ରଥ ନୀଳଗିରି ଡାକ୍ତରଖାନାକୁ ପ୍ରଦାନ କରାଯାଇଛି । ଏହି ରଥ ଡାକ୍ତରଖାନାରୁ ମୃତ ଶରୀରକୁ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ନେବାରେ ସହାୟକ ହେବ । ନୀଳଗିରି ଭଳି ଆଦିବାସୀ ବହୁଳ ଅଞ୍ଚଳରେ ହସ୍ପିଟାଲରୁ
Read More...

ବଣଭୋଜି କରିବାକୁ ଯାଇ ଇବ୍ ନଦୀରେ ଭାସିଗଲେ ୨ ଯୁବକ

ସୁନ୍ଦରଗଡ଼ : ସାଙ୍ଗସାଥୀ ହୋଇ ବଣଭୋଜି କରିବାକୁ ଯାଇ ଇବ୍ ନଦୀରେ ଗାଧୋଇବା ବେଳେ ଭାସିଗଲେ ୨ ଯୁବକ । ଗତକାଲି ଏହି ଅଘଟଣ ଘଟିଛି ତଳସରା ଥାନା କନାକୁଣ୍ଡା ପର୍ଯ୍ୟଟନସ୍ଥଳୀରେ । ସୂଚନା ଅନୁସାରେ, ଝାରସୁଗୁଡ଼ା ବୁରୁମାଲ ଅଞ୍ଚଳର ୨୦ରୁ ୨୫ ଜଣ ଯୁବକ ପିକନିକ୍ ପାଇଁ କନାକୁଣ୍ଡା ଆସିଥିଲେ । ଇବ୍
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ କୁଳସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ…

ଗୋପାଳପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ କୁଳସଚିବ ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ ବୁଧବାର ଅପରାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଭାରପ୍ରାପ୍ତ କୁଳସଚିବ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ଠାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିଥିଲେ । ଶ୍ରୀ ନାୟକ ଏହା
Read More...

ଆଜି ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ

ଆଜିଠୁ ରାଉରକେଲାରେ ଗଡ଼ିବ 'ମୋ ବସ୍‌' ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଆସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସହରରେ କରାଯାଇଛି କଡ଼ା ସୁରକ୍ଷା ବ୍ୟବସ୍ଥା । ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ
Read More...

ଡ୍ରାଗନ୍ ୟୁରୋପୀୟ ୟୁନିଅନ୍‌କୁ ଆଖି ଦେଖାଉଛି ଡ୍ରାଗନ୍ : ୟୁରୋପୀୟ ୟୁନିଅନ୍‌ରେ ଚର୍ଚ୍ଚା

ବ୍ରୁସେଲ୍ସ : ଚାଇନାରେ ବଢ଼ୁଥିବା କରୋନା ସଙ୍କଟ ଯୋଗୁଁ ୟୁରୋପୀୟ ୟୁନିଅନର ସଦସ୍ୟ ଦେଶମାନେ ସତର୍କତାମୂଳକ ଯାତ୍ରା ପ୍ରତିବନ୍ଧକ ଉପରେ ବିଚାର କରୁଛନ୍ତି । ଯଦିବି ଚୀନ୍ ଚେତାବନୀ ଦେଇଛି ଯେ, ଏହା ଜାରି ରହିଲେ ଏହାର ପ୍ରତିଶୋଧ ନିଆଯିବ । ବାସ୍ତବରେ ୟୁରୋପୀୟ ୟୁନିଅନର ଯାତ୍ରା ପ୍ରତିବନ୍ଧକ
Read More...