Yearly Archives

2022

ଆଜି କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କିଛି ମାସ ପରେ ପୁଣି କରୋନା ସଂକ୍ରମଣ ଚିନ୍ତା ବଢ଼ାଇଛି । ଚାଇନାରେ ସଂକ୍ରମଣ ବଢ଼ିବା ପରେ ରାଜ୍ୟରେ କରୋନା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୪ଟା ୩୦ ମିନିଟ୍‌ରେ ସମୀକ୍ଷା କରିବେ । ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବଙ୍କ ସହ
Read More...

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଆସନ୍ତା ୨୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ଅବସରରେ ଶ୍ରୀ ନଡ୍ଡା କନ୍ଧମାଳ ଓ ପୁରୀ ଲୋକସଭା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ଶ୍ରୀ ନଡ୍ଡା
Read More...

ଜୟ ବୁଢା ଡଙ୍ଗର ସ୍ୱେଚ୍ଛାସେବୀ ସଙ୍ଗଠନ ତରଫରୁ ଶୀତକାଳୀନ କମ୍ବଳ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଇଦିପାଲି ଅନ୍ତର୍ଗତ କାଳିଝରନ ଗ୍ରାମଠାରେ ଗ୍ରାମରେ ରହୁଥିବା ନିଃସହାୟ ବୃଦ୍ଧ ବୃଦ୍ଧା, ଦୁର୍ବଳ, ବିଧବା ମହିଳା, ଗରିବ ଶ୍ରେଣୀ ଆଦି ପରିବାର ରହୁଥିବା ଲୋକମାନଙ୍କୁ ଜୟ ବୁଢା ଡଙ୍ଗର ସ୍ୱେଚ୍ଛାସେବୀ ସଙ୍ଗଠନ ତରଫରୁ ଶୀତକାଳୀନ କମ୍ବଳ
Read More...

ଆଜିଠୁ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ

ବରଗଡ଼, (କେପିଏନ୍‌ଏସ୍‌) : ଆଜିଠୁ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହେବ । ଏହା ୧୧ ଦିନ ବ୍ୟାପୀ ଚାଲିବ । ବରଗଡ଼ ସହର ମଥୁରାନଗରୀ, ସହର ଉପକଣ୍ଠ ଅମ୍ବାପାଲି ଗୋପପୁର ଏବଂ ଜିରା ନଦୀ ଯମୁନା ପାଲଟିବ । କୋଭିଡ୍‌ କଟକଣା ଯୋଗୁଁ ବିଗତ ୨ ବର୍ଷ ଧରି ଧନୁଯାତ୍ରା ହୋଇ ପାରି ନଥିଲା । କଟକଣା
Read More...

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ ଆଶିଷ ଘଡ଼େଇ

ବାରିପଦା : ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର କନିଷ୍ଠ ଯନ୍ତ୍ରୀ ଆଶିଷ ଘଡ଼େଇଙ୍କୁ ଭିଜିଲାନ୍ସ ଲାଞ୍ଚ ଟଙ୍କା ସହ ଧରିଥିବା ଜଣାପଡିଛି । ସୂଚନା ଅନୁସାରେ, ଜଣେ କଣ୍ଟ୍ରାକ୍ଟରଙ୍କ ବକେୟା ବିଲ୍ ପାସ୍ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ଆଶିଷ ଲାଞ୍ଚ
Read More...

ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲର ରକ୍ତ ସଂଗ୍ରହ ଗାଡିରେ ପିକ୍‌ନିକ୍‌ କରିଯିବା ଘଟଣା : ଦୃଢ କାର୍ଯ୍ୟାନୁଷ୍ଠାନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ କିଛି ଦିନ ତଳେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିସରରେ ଏକ ଭିଡିଓ ଭାଇରାଲ ହୋଇଥିବା ବେଳେ ଆଜି ପୁଣି ଏକ ଭିଡିଓ ଭାଇରାଲ ହୋଇଛି । ଯାହାକୁ ନେଇ ସହରର ସାରା ଚର୍ଚ୍ଚା ଲାଗି ରହିିଛି । ଭାଇରାଲ ଭିଡିଓରେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲର ରକ୍ତ
Read More...

କ୍ରିକେଟ୍‌ ପ୍ରତିଯୋଗିତା ଉଦ୍‌ଯାପିତ

ବିଜେପୁର, (କେପିଏନ୍‌ଏସ୍‌) : ବିଜେପୁରଠାରେ ଚାଲିଥିବା ୨୪ତମ ଜୟ ଜଗନ୍ନାଥ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ୍‌ ଖେଳ ଭାଟିପଡ଼ା ଏବଂ ନାନଝେର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଭାଟିପଡା ପ୍ରଥମେ ବ୍ୟାଟିଂ କରି ୧୦ ଓଭର୍‌ରେ ୬୩ ରନ୍‌ କରିଥିଲା । ଜବାବ୍‌ ରେ
Read More...

କୋଏଲନଗର ସବୁଜ ଉଦ୍ୟାନର ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲନଗର ଡିବ୍ଲକ ସ୍ଥିତ ସବୁଜ ଉଦ୍ୟାନର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଜେଡିର ଯୁବନେତା ତଥା ସାଧାରଣ ସଂପାଦକ ଲୁଟୁ ପୁହାଣ ଓ ସହସଂପାଦକ ଜୟଶ୍ରୀ ପାଣିଗ୍ରାହୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ଜିଲ୍ଲା
Read More...

ଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଅନିୟମିତତା ଅଭିଯୋଗ : କାମ କରିନଥିବା ଶ୍ରମିକଙ୍କୁ ମିଳୁଛି ମଜୁରୀ

ସୂଚନା ଫଳକ ନାହିଁ, ୭୨ ଜଣ ସ୍ଥାନରେ ୧୫୦ ଜଣ ଶ୍ରମିକ କାମ କରିଥିବା ନେଇ ଅଭିଯୋଗ ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ମହରାପଦର ପଂଚାୟତ ଅନ୍ତର୍ଗତ ସର୍ଗିପାଲି ଗ୍ରାମରେ ଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଅନିୟମିତତା ଏବଂ ଅର୍ଥ ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଛି ।
Read More...

ଅଭିଷେକ ବେହୁରିଆ ହେଲେ ମିଷ୍ଟର ରାଉରକେଲା ୨୦୨୨

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଭଂଜଭବନ ଠାରେ ମୁକ୍ତ ରାଉରକେଲା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାର ବଡି ବିଲଡିଂରେ ଅଭିଷେକ ବେହୁରିଆ ମିଷ୍ଟର ରାଉରକେଲା ୨୦୨୨ ହେବାର ଗୌରବ ହାସଲ କରିଛନ୍ତି । ଗଣେଶ ବି ଜିମ୍ ଆୟୋଜିତ ଓ ରାଉରକେଲା ଫିଜିକ୍ କଲଚର ଆସୋସିଏସନର ସହଯୋଗରେ ଅନୁଷ୍ଠିତ
Read More...